ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ପରି ଭିଡିଓ ଯାହାକୁ ଦେଖି ସମସ୍ତ ଲୋକ ମାନେ ଚକିତ ହୋଇ ଯାଉଛନ୍ତି । ବର୍ତ୍ତମାନ ସମୟ ରେ ସେହି ଭିଡିଓ ଟି ସୋସିଆଲ ମିଡିଆରେ ବହୁତ୍ ମାତ୍ର ରେ ଭାଇରାଲ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏମିତି କଣ ରହିଛି ଯାହାକୁ ଦେଖିବା ମାତ୍ରେ ଲୋକ ମାନେ ଚକିତ ହୋଇ ଯାଉଛନ୍ତି ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏହା ଦେଖିବାକୁ ମିଳିଛି ଯେ ବିବାହ ବେଶ ରେ କନିଆଁ ପରୀକ୍ଷା ହଲ ରେ ବସି ପରୀକ୍ଷା ଦେଉଛି । ତେବେ ଦର୍ଶକ ବନ୍ଧୁ ସଂପୂର୍ଣ୍ଣ ଖବର ଟି ଆପଣଙ୍କୁ ଆ-ଶ୍ଚ-ର୍ଯ୍ୟ କରିଦେବ। ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ କାହିଁକି ଏଭଳି କରିଛନ୍ତି କନିଆଁ ।
ହାତ ରେ ଶଙ୍ଖା ,ଲାଲ ରଙ୍ଗର ଲେହେଙ୍ଗା, ଗହଣା ର ଛନ ଛନ ଶବ୍ଦ ରେ ପରୀକ୍ଷା ହଲ୍ ରେ ବସିଛନ୍ତି ନବ ବଧୁ । ତେବେ ବାହାଘର ର ଅପେକ୍ଷା ରେ ବସିଛନ୍ତି ବର । ତେବେ ବେଦୀ କୁ ଯିବା ପୂର୍ବରୁ ପରୀକ୍ଷା କେନ୍ଦ୍ର ରେ ପହଞ୍ଚିଲେ ନବବଧୁ । ତେବେ ଦର୍ଶକ ବନ୍ଧୁ ଏହି ଘଟଣା ଟି ଦେଖିବାକୁ ମିଳିଛି ଗୁଜୁରାଟ ର ରାଜକୋଟ ଅଞ୍ଚଳ ରେ ।
ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ୍ ବହୁତ୍ ମାତ୍ରା ରେ ଭାଇରାଲ ହୋଇ ସାରିଲାଣି । ରାଜକୋଟ ର ସାନ୍ତିନିକେତନ କଲେଜ ରେ ପଞ୍ଚମ ସେମିଷ୍ଟର ଚାଲିଥିବା ବେଳେ ହଠାତ୍ ଲାଲ ରଙ୍ଗର ଲେହେଙ୍ଗା ଏବଂ ସୁନା ଗହଣା ପିନ୍ଧି ପରୀକ୍ଷା ହଲ୍ ରେ ପ୍ରବେଶ କରିଥିଲେ ନବ ବଧୂ । ଯାହାଙ୍କୁ ଦେଖିବା ମାତ୍ରେ ହଲ୍ ରେ ଥିବା ସମସ୍ତ ପରୀକ୍ଷାର୍ଥୀ ଚକିତ ହୋଇ ଯାଇଥିଲେ ।
ତେବେ ସେହି ନବବଧୁ ବେଶ ରେ ପରୀକ୍ଷା ଦେବାକୁ ଯାଇଥିବା ଯୁବତୀ ଜଣକ ହେଉଛନ୍ତି ସିବାଙ୍କୀ ବାଗ୍ଥେରିଆ । ତେବେ ତାଙ୍କର ଯେତେବେଳେ ବାହାଘର ତିଥି ଠିକ୍ ହୋଇଥିଲା ସେହି ସମୟ ରେ ପରୀକ୍ଷା ର ତାରିଖ ଘୋଷଣା ହୋଇ ନଥିଲା । ତେବେ ସେ ପରେ ଏହା ଜାଣିବାକୁ ପାଇଥିଲେ ଯେ ବିବାହ ଦିନ ହିଁ ତାଙ୍କର ପରୀକ୍ଷା ରହିଛି ଏହା ପରେ ସେ ଏହି କଥା ଘରେ କହିବା ସହିତ ଘର ଲୋକ ମାନଙ୍କୁ ମଧ୍ୟ ରାଜି କରାଇଥିଲେ । ସବୁଠୁ ବଡ କଥା ଏହା ଯେ ବର ନିଜେ ତାଙ୍କୁ ପରୀକ୍ଷା ହଲ୍ କୁ ଛାଡ଼ିବାକୁ ଯାଇଥିଲେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।