ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଲା ହ୍ୟୁମନ୍ ସାଗର ଏବଂ ତାଙ୍କ ଝିଅଙ୍କୁ, ଏପରି ଗୀତ ଗାଉଛନ୍ତି ତାଙ୍କ ଝିଅ।ତେବେ ଆସନ୍ତୁ ଦେଖିବା ଏହି ଗୀତ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିର ଦୁନିଆରେ ଲୋକମାନେ ନିଜ କାମରେ ବହୁତ ବ୍ୟସ୍ତ, ସକାଳ ଠାରୁ ଆରମ୍ଭ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକମାନେ କାମ ପାଇଁ ଚିନ୍ତାରେ ରହୁଛନ୍ତି। ଏହି କାମ ପାଇଁ ଲୋକମାନେ ନିଜ ଘର ଲୋକଙ୍କ ସମୟ ମଧ୍ୟ ବିତେଇ ପାରୁ ନାହାଁନ୍ତି, ଆଉ ନିଜ ମନ ଖୁସି ପାଇଁ କିଛି କହିବା ତ ଦୂରର କଥା। ତେବେ ଲୋକମାନେ ଅଧିକ ଚିନ୍ତିତ ହେଲେ ବା ମନ ବହୁତ ଖୁସି ହେଲେ ବା ଦୁଃଖରେ ଥିଲେ ମଧ୍ୟ ଗୋଟିଏ ଜିନିଷ ସେହି ସମୟରେ ଶାନ୍ତି ଦେଇଥାଏ ଏବଂ ତାହା ହେଉଛି ଗୀତ। ଆମେ ଯେକୌଣସି ମୁଡ୍ ରେ ଥିଲେ ବି ଗୀତ ଆମର ମାଇଣ୍ଡ ଫ୍ରେସ୍ କରି ଦେଇଥାଏ।
ଗାୟକ ଗାୟିକା ନଥିଲେ ମନୋରଞ୍ଜନ ହୋଇପାରନ୍ତା ନାହିଁ କେବେ ହେଲେ । ତେଣୁ ଦର୍ଶକ ମାନେ ହେଉଛନ୍ତି ସେମାନଙ୍କ ପାଇଁ ଭଗବାନ ସଦୃଶ । ଅନେକ ସ୍ଥାନ ରେ କୌଣସି ପର୍ବ ପର୍ବାଣୀ ସମୟ ରେ ମ୍ୟୁଜିକଲ୍ ସୋ ହୋଇଥାଏ । ଅନେକ ଗାୟକ ଗାୟିକା ଆସି ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି ୨ ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ।
ଆମେମାନେ ତ ସକାଳୁ ଉଠିବା ମାତ୍ରେ ମୁଣ୍ଡରେ କେବଳ କାମ ଚିନ୍ତା ହିଁ ରହୁଛି, ଆଉ ରାତିରୃ କାମ କରି କରି ଥକି ଯିବା ପରେ କେବଳ ବିଛଣା ହିଁ ଦେଖା ଯାଇଥାଏ। କିପରି ଘରକୁ ଯାଇ ଟିକେ ଶାନ୍ତିରେ ଶୋଇବା। ଏହିସବୁ ଭିତରେ ସିଙ୍ଗର୍ ମାନଙ୍କର ମଧ୍ୟ ଏକ ବଡ ଭୂମିକା ରହିଛି, ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି । ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ।
ତେବେ ହ୍ୟୁମନ୍ ସାଗରଙ୍କ କଣ୍ଠସ୍ୱରକୁ ଓଡିଶାରେ ସମସ୍ତେ ପସନ୍ଦ କରିଥାଆନ୍ତି, ତାଙ୍କ ସ୍ୱରରୁ ସବୁ ପ୍ରକାରର ଗୀତ ଶୁଣିବାକୁ ବହୁତ ଭଲ ଲାଗିଥାଏ। ତେବେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ତାଙ୍କର ଝିଅ, ଯିଏ କି ବହୁତ ଛୋଟ ସେ ତାଙ୍କ ବାପାଙ୍କର ଗୀତକୁ ଶୁଣି ବହୁତ ଜୋରରେ ଗାଉଛନ୍ତି। ଆଉ ଏହାପାଇଁ ତାଙ୍କ ମାଆ ତାଙ୍କୁ କଣ ପାଇଁ ଏପରି ହେଉଛୁ ବୋଲି କହିଲା ବେଳକୁ ସିଏ ତାକୁ ମଧ୍ୟ କହି ଦେଉଛନ୍ତି। ହ୍ୟୁମନ୍ ସାଗର ମଧ୍ୟ ତାଙ୍କ ସହ ମିଶି ଗୀତ ଗାଇଥିବାର ଦେଖିବାକୁ ମିଳିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।