ମହାନଦୀ ରେ ଫୁଣି ଅଘଟଣ । ପାଣି ରେ ଭାସିଗଲେ 4 ଯୁବକ । ଜାଣନ୍ତୁ କଣ ରହିଛି ଏବେ Update….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସିଗଲେ ୪ଛାତ୍ର, ଜଣଙ୍କ ମ-ର ଦେହ ଉଦ୍ଧାର ହୋଇଛି ଏବେବି ନିଖୋଜ ଅଛନ୍ତି ୩ଜଣ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। 

 

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଏବେ ସୋସିଆଲ୍ ମିଡିଆରେ ଅନେକ ଦୁର୍ଘଟଣା ଜନିତ ଖବର ସବୁ ଶୁଣିବାକୁ ମିଳୁଛି, ସେହି ସମ୍ବନ୍ଧ ଅନେକ ଭିଡିଓ ମଧ୍ୟ ଦେଖିବାକୁ ପାଉଛୁ। ଏହିକିଛିଦିନ ହେବ ଲୋକମାନେ ଅନେକ କିଛି କାରଣରୁ ମୃତ୍ୟୁବରଣ କରୁଛନ୍ତି। ଆଉ ଆମ ରାଜ୍ୟ କଥା ଯଦି କହିବା ତେବେ ଲୋକମାନେ ବେଶୀ ପାଣି ପଡି ବା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ନିଜର ଜୀବନ ହା-ରୁ-ଛ-ନ୍ତି। ଆପଣମାନେ ତ ନିଶ୍ଚିତ ଭାବେ ସେହି ଖବର ଟିକୁ ଶୁଣିଥିବେ, ଯେଉଁଥିରେ ଓଟିଭିର ଜଣେ ରିପୋଟର୍ ମହାନଦୀରେ ପାଣିରେ ବୁଡି ନିଜର ଜୀବନ ହାରିଥିଲେ। 

 

ଗୋଟେ ହାତୀ ପାଣିରେ ପଡିଥିଲା,ଆଉ ଓଡ୍ରାଫ୍ ଟିମ୍ ତାକୁ ସେଠାରୁ ଉଦ୍ଦାର କରିବାକୁ ଯାଇଥିଲେ ଏବଂ ଏମାନେ ରିପୋଟିଂ କରିବାକୁ ଯାଇଥିଲେ। ଦୁର୍ଭାଗ୍ୟ ବଶତଃ ପାଣିରେ ସେମାନଙ୍କ ଡଙ୍ଗାଟି ଓଲଟି ଯାଇଥିଲା ଏବଂ ସେଥିରେ ଦୁଇ ତିନିଜଣ ଆର ପାରି କୁ ଚାଲି ଯାଇଥିଲେ। ଏହାପରେ ବି ଅନେକ ଖବର ଶୁଣିବାକୁ ମିଳିଲାଣି କି ଅନେକ ଲୋକ ମହାନଦୀରେ ଗାଧୋଉ ଥିବା ସମୟରେ ଭାସିଯାଇ ବା ବୁଡିଯାଇ ନିଜର ଜୀବନ ହାରିଲେଣି। ଏବେ ମଧ୍ୟ ସେହିପରି ଏକ ଖବର ଶୁଣିବାକୁ ମିଳିଛି। ମହାନଦୀରେ ଭାସିଗଲେ ୪ଛାତ୍ର, ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ୩ଜଣ ନିଖୋଜ ଅଛନ୍ତି। 

 

ଖୋଜାଖୋଜି ଜାରି ରହିଛି, ଏମାନେ ସମସ୍ତେ ଚାଉଳିଆଗନ୍ଜ ଅଞ୍ଚଳ ଥାନା ପୋଦା ପୋଖରୀ ଓ ବିନାୟକ ଅଞ୍ଚଳର ବୋଲି ଜଣା ପଡିଛି। ସେମାନେ ଗତକାଲି ଚାରିଟା ସମୟରେ ନଦୀକୁ ଯାଇଥିଲେ, ସେଠାରେ ସାଇକଲ୍ ରଖି ଭିତରକୁ ଯାଇଥିଲେ ଏବଂ ଭାସି ଯାଇଥିଲେ। ଏହାପରେ ସେଠାରେ ଅନ୍ଧାର ହୋଇଯାଇଥିବାରୁ ସେହି ସମ୍ପର୍କରେ କେହି କିଛି ଜାଣି ପାରି ନଥିଲେ। ଏହାପରେ ରାତି ସମୟରେ ଦୁଇଜଣ ଲୋକ ସେଠାକୁ ଶୌଚ ହେବାକୁ ଯାଇଥିଲେ ଏବଂ ଦୁଇଟି ସାଇକଲ୍ ଦେଖିଥିଲେ ଏବଂ ସେହି ଅଞ୍ଚଳରେ ଏହି କଥା କହିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା, ସେ ଆସି ଖୋଜାଖୋଜି କରିବା ପରେ ଜଣଙ୍କର ମର ଦେହ ଉଦ୍ଧାର ହୋଇଛି ଓ ଆହୁରି ୩ଜଣ ଏବେବି ନିଖୋଜ ଅଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *