ଅନୁଭବ ଙ୍କ ENJOY କଲେ ଜାଗୃତି ଙ୍କ ସହ । ଦେଖ ଏହି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅନୁଭବ ଙ୍କ ମିଳିଗଲା ପାର୍ଟନର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅନୁଭବ ମହାନ୍ତି ଅଲିଉଡ ର ଜଣେ ଲୋକ ପ୍ରିୟ ଅଭିନେତା ଅଟନ୍ତି। 24 ଡିସେମ୍ବର 1981 ରେ ଜନ୍ମ ହୋଇଥିବା ଅନୁଭବ ଓଡିଶାର ଜଣେ ଓଡିଆ ଅଭିନେତା ତଥା ରାଜନେତା ମଧ୍ୟ ଅଟନ୍ତି । 2004 ରେ ଟିଭି ଅନୁଭବ ଆଇ ଲଭ୍ ୟୁ ଚଳଚ୍ଚିତ୍ର ରେ ଡେବ୍ୟୁ କରିଥିଲେ। 2012 ରେ ସେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ ନାମକ ଏକ ପ୍ରଡକ୍ସନ୍ ହାଉସ୍ ତିଆରି କରିଥିଲେ । ତାଙ୍କର ଚଳଚ୍ଚିତ୍ର ସମଥିଙ୍ଗ ସମଥିଙ୍ଗ 2012 ର ସବୁଠାରୁ ବଡ ହିଟ୍ ଚଳଚ୍ଚିତ୍ର ଥିଲା। ଏହା ଏକକାଳୀନ ଓଡିଶା ଏବଂ ବେଙ୍ଗାଲୁରୁ ରେ 115 ଦିନ ଧରି ସୁଟିଂ ଚାଲିଥିଲା। ଆଜି ପର୍ଯ୍ୟନ୍ତ ଏହା ହେଉଛି ଏକମାତ୍ର ଓଡିଆ ଚଳଚ୍ଚିତ୍ର ଯାହା ବେଙ୍ଗାଲୁରୁ ରେ 115 ଦିନ ଚାଲିଛି।

               

ସେ DAV ପବ୍ଲିକ୍ ସ୍କୁଲ୍ କଟକରୁ ତାଙ୍କର ପାଠ ପଢା ସମ୍ପୃଣ କରିଥିଲେ । ଅନୁଭାବ ଜଣେ ମଡେଲ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଅନେକ ଓଡିଆ ଆଲବମ୍ ଭିଡିଓ ରେ ଅଭିନୟ କରିଥିଲେ । ଅନୁଭାବ କଟକ ଖ୍ରୀଷ୍ଟ କଲେଜ ରୁ ବାଣିଜ୍ୟ ରେ ସ୍ନାତକୋତ୍ତର କରିଥିଲେ। ଏପ୍ରିଲ 2013 ରେ ଅନୁବାବ ରାଜନୀତିରେ ପ୍ରବେଶ କରିଥିଲେ। ସେ ଆଞ୍ଚଳିକ ଦଳ ବିଜେଡି (ବିଜୁ ଜନତା ଦଳ) ରେ ଯୋଗ ଦେଇଥିଲେ। ସେ ଜୁନ୍ 2014 ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ 8 ଫେବୃଆରୀ 2014 ରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ।

           

ମାତ୍ର ବିବାହ ର କିଛି ଦିନ ପରେ ସେମାନେ ଲୋ ସମ୍ପର୍କ ରେ ଫାଟ ସୃଷ୍ଟି ହେଇଥିଲା। କୌଣସି ନିଜସ୍ୱ କ-ଳି-ଝ-ଗ-ଡା ପାଇଁ ସେମାନେ କୋ-ର୍ଟ ର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ଏହା ପରେ ଦୁହିଁ କି ପରିବାର ଲୋକ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁହେଁ ନିଜ ଜିଦ୍ ରେ ଅଟଳ ରହିଥିଲେ ଏବଂ ଛା-ଡ-ପ-ତ୍ର ନେବା କୁ ନିଷ୍ପତି ନେଇଥିଲେ ।ମାତ୍ର ଏବେ ଯାଏ ତାଙ୍କ ମାମଲା ର ଶୁଣାଣି ହୋଇନାହିଁ । 

 

ଏହି ସମୟ ରେ ଅନୁଭବ କୁ ଦିଲ୍ଲୀ ସ୍ଥିତ ଏକ ରେଷ୍ଟୁରାଣ୍ଟ ରେ ତାଙ୍କ ବାନ୍ଧବୀ ଙ୍କ ସହିତ ଡିନର କରୁଥିବାର ଏକ ଦୃଶ୍ୟ ସାମ୍ନା କୁ ଆସିଚି । ଏବେ ଅଧିକାଂଶ ସମୟ ଦିଲ୍ଲୀ ରେ ବିତାଉଛନ୍ତି ଏବଂ ତାଙ୍କର ଏହି ଜାଗୃତି ଙ୍କ ସହିତ ମିଳାମିଶା କରିବା ତାଙ୍କୁ ଖୁସି ଦେଇଥାଏ ।  ଅନୁଭବ ନିଜେ ତାଙ୍କ instagram ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଅନୁଭବ  ଙ୍କୁ ରାତି ଡିନର ର ପାର୍ଟନର ମିଳିଛି । ତଳେ ଦେଖନ୍ତୁ କେମିତି Enjoy କରୁଛନ୍ତି ଅନୁଭବ ।  ତାଙ୍କର ଏହି ପୋଷ୍ଟ ରୁ ସେ ଅନେକ ଖୁସି ଥିବା ର ମଧ୍ୟ ଜଣ ପଢ଼ିଛି। ଯାହାକୁ ନେଇ ଏବେ ଜୋର ରେ ଚର୍ଚ୍ଚା ଚାଳିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *