ଧରା ପଡିଲା ଅନୁଭବ ଙ୍କ ପରିବାର ର କଳା କାରନାମା ର ହେଲା ଖୁଲାସା। ଜାଣିଲେ ମୁଣ୍ଡ ପିଟିଦେବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାଂସଦ ଅନୁଭବ ମହାନ୍ତି ଙ୍କ କଳା କାରନାମା ର ହେଲା ଖୁଲାସା। କାରଣ କଣ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ଭାରତ ବର୍ଷ ର ଜନସଂଖ୍ୟା ର ପ୍ରାୟ ୯୦-୯୫ ପ୍ରତିଶତ ଲୋକ ଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି । ଯାହାଦ୍ବାରା ସେମାନେ ବର୍ତମାନ ଦେଶ ବିଦେଶ ଖବର ଜାଣିପାରୁଛନ୍ତି ତଥା ସୋସିଆଲ ମିଡ଼ିଆ ରେ ମଧ୍ୟ ଏକ୍ଟିଭ ରହି ପାରୁଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ର ଅନେକ ଭଲ ଦିଗ ଥିବା ବେଳେ ଅନେକ ଖରାପ ଦିଗ ମଧ୍ୟ ରହୁଚି । ଅନେକ ସ୍ଥାନ ରେ ଏହା କେବଳ ସମୟ ର ଅପଚୟ କରିଥାଏ । କିନ୍ତୁ ବର୍ତମାନ ଏହା ଏକ ପ୍ରତିଭା ବିକାଶ କରୁଥିବା ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି । 

ଏହି ସୋସିଆଲ ମିଡିଆ ରେ  ଗୀତ ସହିତ ତାଳେ ତାଳେ ନାଚି ଭିଡିଓ କରୁଛନ୍ତି ଯୁବକ ଯୁବତୀ , ତଥା ଛୋଟ ଛୋଟ ନାଟକ ମଧ୍ୟ କରୁଛନ୍ତି । 

 

ସୋସିଆଲ ମିଡ଼ିଆ ଏବେ ମଧ୍ୟ ଏକ ପ୍ଲାଟଫର୍ମ ହୋଇ ଉଠୁଚି ଯେଉଁଠି ପିଲା ମାନେ ନିଜ ନିଜ ପ୍ରତିଭା ଦେଖାଇ ପାରୁଛନ୍ତି । ଯାହା ଦ୍ଵାରା ପ୍ରତିଭା ର ମଧ୍ୟ ବିକଶିତ ହେଉଛି । ଦେଶ ରେ ପ୍ରତି ଟି କୋଣ ଅନୁକୋଣ ରେ ସମସ୍ତେ ସୋସିଆଲ ମିଡିଆ ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ । ତେବେ ବର୍ତମାନ ସମୟରେ ଦୁନିଆ ଯେତେ ଡିଜିଟାଲ ହେଲାଣି , ସେତେ ଜାଲ ମଧ୍ୟ ହେଲାଣି । ବର୍ତମାନ ବଜାର ରେ ଜାଲ ନୋଟ୍ ଥୁ ଆରମ୍ଭ କରି ଜାଲ ସାର୍ଟିଫିକେଟ ଘୁରି ବୁଲୁଛି । କିଛି ପଇସା ପାଇଁ ଯେଉଁ ମାନେ ଟେକ୍ନୋଲୋଜି ରେ ଆଗୁଆ ସେମାନେ ଜାଲ ସାର୍ଟିଫିକେଟ ବାହାର କରିଦେଉଛନ୍ତି । 

 

ଯେଉଁଥିରେ ଅବିକଳ ଅସଲି ପରି ଦେଖା ଯାଉଚି । ଆଶ୍ଚର୍ଯ୍ୟ ର କଥା କି ଏମିତି ଆଖିରେ ଦେଖିଲେ ଜଣା ପଡ଼ିବ ନାହିଁ ଯେ କେଉଁଟା ଅସଲି ଓ କେଉଁଟା ନକଲି । ତେବେ ଅନେକ ବଡ଼ ବଡ଼ ଲୋକ ମାନେ ପ୍ରାୟ ଏପରି ଜାଲ କାରବାର କରିଥାନ୍ତି । ଯେପରି କି ସାଂସଦ ଅନୁଭବ ମହାନ୍ତି ଙ୍କ ପିତା ତଥା ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତି ଙ୍କ ବିଷୟ ରେ ବର୍ତମାନ ଖବର ବ୍ୟାପୁଛି । ଘଟଣା ଅନୁସାରେ ରାଜ୍ୟ ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ସାଂସଦ ଅନୁଭବ ମହାନ୍ତି ଙ୍କ ପିତା ତଥା ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତି ଙ୍କ ପଦୋନ୍ନତି ପାଇଁ ବାରଣ କରିଦେଇଛନ୍ତି । 

 

ଏହାର କାରଣ ହାଇକୋର୍ଟ ରେ ଆସିଥିବା ରାୟ ଅନୁସାରେ ଅଭୟ କୁମାର ମହାନ୍ତି ଜାଲ ରିଫ୍ରେଶର କୋର୍ସ ପ୍ରମାଣ ପତ୍ର ଦେଇଥିଲେ । ଯାହା ଅପରଥ ରେ ତାଙ୍କ ପଦୋନ୍ନତି ବାତିଲ ହୋଇଛି । ଅଭୟ ମହାନ୍ତି ଙ୍କ କଟକ ସ୍ତିତ ଘର କୁ ଚିଠି ପଠାଇ ଦିଆଯାଇଥିବା ସମୟ ରେ କନ୍ଦର୍ପୂର୍ କଲେଜ୍ ର ଅଧ୍ୟକ୍ଷ ଙ୍କୁ ଉଚିତ୍ ପଦକ୍ଷେପ ନେବାକୁ ଉଚ୍ଚ ଶିକ୍ଷା ବିଭାଗର ସଚିବ ଆଦେଶ ଦେଇଛନ୍ତି । କନ୍ଦର୍ପୁର କଲେଜ ରେ ରିଡର୍ ଭାବେ ସେ ସେଠାରେ ଥିଲେ । ତଥା ରିଡର୍ ଙ୍କ ପେ ସ୍କେଲ ଦରମା ମଧ୍ୟ ପାଉଥିଲେ । କିନ୍ତୁ ଜାଲ ସାର୍ଟିଫିକେଟ ପାଇଁ ତାଙ୍କର ଚାକିରୀ ଯାଇଛି ଓ ବର୍ତମାନ ତାଙ୍କ ମୁଣ୍ଡ ରେ ଚଡ଼କ ପଡିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *