ସୁର ରାଉତ ଙ୍କୁ ନେଇ ଆସିଲା ଏବେ ଏବେ ଆସିଲା ବଡ଼ ଖବର । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁର ରାଉତ ଙ୍କୁ ନେଇ ମେଡିକାଲ ରୁ ଆସିଲା ବଡ ଖବର ଏବେ ଏବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ।  ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ ।  ଆପଣ ମାନେ ରାଜନୀତି ର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ ।  ଯାହାଙ୍କୁ ଆମେ ସମସ୍ତେ ସୁର ଭାଇ ବୋଲି କୋହିଥାଉ । ଯିଏ କି କାହାକୁ କେବେ ହେଲେ ଡରି ନଥାନ୍ତି । ସମସ୍ତଙ୍କୁ ମୁହଁ ସାମ୍ନା ରେ ସାମ୍ନା କରିଥାନ୍ତି । 

 

ରାଜନୀତି ଯାହା କରିବା ପାଇଁ ନିଜକୁ ସେତିକି ଯୋଗ୍ୟ ରଖିବା ଆବଶ୍ୟକ ହୋଇଥାଏ । କାହା କାନ୍ଧ ବ-ନ୍ଧୁ-କ ରଖି ଗୁ-ଳି କରିବା  ସମ୍ପୂର୍ଣ ରୂପେ ଭୁଲ । ଏହା ସହିତ ଭି ସବୁଠାରୁ ଅଧିକ ମାତ୍ରା ରେ ପରିଚିତ ଥିବେ କଂଗ୍ରେସ ଦଳ ସହିତ । ଯାହା କି ଇଂରାଜୀ ଶାସନ ଠାରୁ ଆରମ୍ଭ ହୋଇ ଏବେ ସୁଦ୍ଧା  କାର୍ଯ୍ୟ କାରୀ ହେଉଛି । ଏହି ଦଳ ସହିତ ଖୁବ୍ ଅଙ୍ଗାଙ୍ଗୀ ଭାବରେ ଯୋଡ଼ିତ ବୋଲି କହିବା ପାଇଁ ଗଲେ ଜଟଣୀ ବିଧାୟକ ସୁର ରାଉତରାୟ ।

 

କୋରନା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ । ଏହି ମହାମାରୀ କୁ ରୋକିବା ପାଇଁ ଆମେ ଟିକା ର ଦୁଇଟି ଡୋଜ୍ ନେଉଛୁ , ମାତ୍ର ସଚେତନ ହେଉନାହିଁ । ଯାହା ଫଳରେ ଏହା ସଂ-କ୍ର-ମ-ଣ ର ସମ୍ଭାବନା ବଢ଼ି ଯାଉଛି । ତେବେ ଏହି କୋରନା ସମୟ ରେ ଆମେ ଅନେକ ଘଟଣା  ବିଷୟ ରେ ଜାଣିଚୁ ।ଏହି କୋରନା ରେ ବହୁତ ଧନ ଜୀବନ କ୍ଷତି ଘଟିଛି,ବହୁତ ଲୋକ ନିଜ ପରିବାର କୁ ହରାଇଛନ୍ତି।

 

ତେବେ ସୁରରାଉତ ଙ୍କୁ ନେଇ ଏବେ ବଡ଼ ଖବର ଆସିଛି। ସୁର ଭାଇଙ୍କୁ କିଛି ଦିନ ତଳେ କୋଭିଡ ପଜେଟିଭି ଚିହ୍ନଟ ହୋଇଥିଲେ । ସୁର ଭାଇ କୋଭିଡ ପାଇଁ ଏକ ଲକ୍ଷ୍ୟ 22 ହଜାର ଟଙ୍କାର ଇଞ୍ଜେକ୍ସନ ନେଇଥିଲେ ଆଜି ସୁର ଭାଇ ପୁଣି ଟେଷ୍ଟ କରାଯାଇଥିଲା ସୁର ଭାଇ ଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *