ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତୀୟ ଦଳରେ ମାଷ୍ଟର ପ୍ଲାନ ଖେଳିଲେ ଦ୍ରାବିଡ଼, ଏହାପରେ ଏପରି ରିଏକ୍ସନ୍ ଦେଲେ ରବି ଶାସ୍ତ୍ରୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ।
ମହେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ବହୁତ ହିଁ କଠିନ ମ୍ୟାଚ୍ କୁ ଜିତିଛି, ବହୁତ କଠିନ କଠିନ ସମୟରେ ମାହି ଏପରି କିଛି ଡିସିସନ୍ ନେଇ ନିଜର ଚାଲ୍ ଚଲାଇ ଥାଆନ୍ତି ଯାହାକୁ କି ବିପକ୍ଷ ଟିମ୍ ଖେଳାଳି ବୁଝି ପାରିନଥାଆନ୍ତି, ଓ ଟିମ୍ ଇଣ୍ଡିଆର ବିଜୟ ହୋଇଥାଏ। ତେବେ ଧୋନିଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ୨୦୦୭ର ଟି ଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ବିଶ୍ୱକପ ଆଉ ୨୦୧୩ ଚାମ୍ପିଆନ୍ସ ଟ୍ରଫି ଜିତି ଯାଇଛି। ଧୋନି ସେହିସବୁ ମ୍ୟାଚ ରେ ଇଣ୍ଡିଆକୁ ଜିତେଇଛନ୍ତି ଯେଉଁ ସବୁ ଖେଳରେ ଲୋକମାନେ ତଥା ଟିମ୍ ର କୋଚ୍ ମଧ୍ୟ ନିଜର ଆଶା ଛାଡି ଦେଇଥାଆନ୍ତି।
ସବୁବେଳେ ଟିମ୍ ର ଖରାପ ସମୟରେ ମାହି ଫିଲ୍ଡକୁ ଆସିଥାଆନ୍ତି ଓ ଟିମ୍ ର ସ୍କୋର୍ କୁ ଏକ ଭଲ ସ୍ଥାନରେ ପହଁଞ୍ଚାଇ ଦେଇ ଥାଆନ୍ତି। ତେବେ କେବଳ ଧୋନି ହିଁ ନୁହଁନ୍ତି ଆହୁରି ବି ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ଟିମ୍ କୁ ଅନେକ ଖରାପ ସମୟରେ ନିଜର ବହୁତ ଭଲ ପ୍ରଦର୍ଶନ କରି ଟିମ୍ ର ନାମ ରଖି ଥାଆନ୍ତି। ତେବେ କେବଳ ଗୋଟିଏ ଖେଳାଳି ନୁହେଁ, ସବୁ ଖେଳାଳି ମାନଙ୍କ ପାଇଁ ଦର୍ଶକଙ୍କ ମନରେ ଏକ ଅଲଗା ହି ସ୍ଥାନ ରହିଛି। ତେବେ କ୍ରିକେଟ ଲାଇଫ୍ ରେ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବା ଠାରୁ ବଡ ଜିନିଷ ହୁଏତ କିଛି ଥିବ।
ମ୍ୟାଚ୍ ପୂର୍ବରୁ ମିଳୁଥିବା ଡେବ୍ୟୁ କେପ୍ ଆପଣଙ୍କୁ ସବୁବେଳେ ସେହି ଅଭୁଲା ସମୟର ମନେ ପକେଇଥାଏ। ଏହି ସମୟକୁ ଅଧିକ ଭଲ ବନାଇବା ପାଇଁ ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବେ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଆଗରୁ କେହି ନୂଆ ଖେଳାଳି ମେଚ୍ ରେ ଡେବ୍ୟୁ କରିଲେ ତାଙ୍କୁ ଡେବ୍ୟୁ କେପ୍ ଦିଆ ଯାଉଥିଲା, ଏହି ପରମ୍ପରା ବହୁତ ଆଗରୁ ଚାଲି ଆସିଥିଲା। ହେଲେ ରବି ଶାସ୍ତ୍ରୀ ଯେତେବେଳେ କୋଚ୍ ହେଲେ ଏହା ସେହି ସମୟର ଫିକା ପଡି ଯାଇଥିଲା, ହେଲେ ଏବେ ଦ୍ରାବିଡ ରବିଙ୍କର ସେହି ଫିକାରେ ରଙ୍ଗ ଲଗାଇ ଦେଇଛନ୍ତି। ପୁଣିଥରେ ସେହି ନିୟମକୁ ଲାଗୁ କରାଇ ଦେଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।