South Africa VS India ଟେଷ୍ଟ ସିରିଜ ପାଇଁ ଭାରତ ର 15 ଜଣିଆ ଦଳ ଘୋଷଣା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାଉଥ ଆଫ୍ରିକା Vs ଭାରତ ପାଇଁ ଟେଷ୍ଟ 15 ଜଣିଆ ଦଳ ଘୋଷଣା।ଆସନ୍ତୁ ଜାଣିବା ପ୍ଲେୟାର ମାନଙ୍କ ର ବିବରଣୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆସନ୍ତା ମାସରେ ସମସ୍ତ ଫର୍ମାଟ୍ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକା ଗସ୍ତ କରିବ । ତେବେ ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ୍‌ରୁ ଆରମ୍ଭ ହେବାକୁ ଥିବା ଗସ୍ତ କାର୍ଯ୍ୟକ୍ରମରେ କିଛିଟି ପରିବର୍ତ୍ତନ କରାଯାଇଛି । ସିରିଜ୍‌ର ପ୍ରଥମ ଏବଂ ତୃତୀୟ ତଥ ଅନ୍ତିମ ମ୍ୟାଚ୍ ଜୋହାନ୍ତବର୍ଗର ୱାଣ୍ଡରର୍ସରେ ଖେଳାଯିବାକୁ ଥିଲ ବେଳେ ଏବେ ତୃତୀୟ ମ୍ୟାଚ୍‌କୁ କେପ୍‌ଟାଉନ୍‌କୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ଏହି ଘୋଷଣା କରାଯାଇଛି ।

 

ତେବେ ଏହାର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ପରିବର୍ତ୍ତିତ କାର୍ଯ୍ୟସୂଚୀନ ଅନୁସାରେ ପ୍ରଥମ ଟେଷ୍ଟ ଜୋହାନ୍ସବର୍ଗରେ ଖେଳାଯିବ ।ପ୍ରିଟୋରିଆର ସେଞ୍ଚୁରିଅନ୍ ପାର୍କରେ ଖେଳାଯିବାକୁ ଥିବା ସିରିଜ୍‌ର ୨ୟ ଓ ୩ୟ ମ୍ୟାଚ ଖେଳାଯିବ।ତେବେ ସାଉଥ ଆଫ୍ରିକା Vs ଭାରତ ପାଇଁ ଟେଷ୍ଟ 15 ଜଣିଆ ଦଳ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ରୋହିତ,ପୂଜାର,କେଲ ରାହୁଲ,ରାହନେ,ବିରାଟ, ସୁଭମାନ ଗିଲ, ରିଶଭ ପନ୍ତ,କେସ ଭରତ, ଅଶ୍ୱନି, ଜାଡେଜା, ବୁମରା, ସାମୀ,ସିରାଜ, ଇସାନ୍ତ, ଉମେଶ ଯାଦବ।

 

ପ୍ରତ୍ୟେକ ଭେନ୍ୟୁରେ ଟିକା ନେଇଥିବା ସୀମିତ ଦର୍ଶକଙ୍କୁ ଅନୁମତି ଦିଆଯିବାର ସମ୍ଭାବନା ରହିଛି । ସୀମିତ ଓଭର୍ ସିରିଜ୍ ପାଇଁ ଉଭୟ ଟିମ୍ ୱେଷ୍ଟର୍ଣ୍ଣ କେପ୍‌ରେ ରହିବେ ଏବଂ ଦିନିକିଆ ମ୍ୟାଚ୍ (ଜାନୁଆରୀ ୧୧-୧୬) ପର୍ଲ ଓ କେପ୍‌ଟାଉନ୍‌ରେ ଖେଳାଯିବ । ସେହିପରି ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସମାନ ଭେନ୍ୟୁରେ ଜାନୁଆରୀ ୧୯ରୁ ୨୬ ମଧ୍ୟରେ ଖେଳାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *