ରେସନ କାର୍ଡ ବଡ଼ ପରିବର୍ତ୍ତନ :- ରାସନ କାର୍ଡ ଥିଲେ ପଢି ନିଅନ୍ତୁ । ନହେଲେ ପଡିବେ ଅସୁବିଧାରେ…

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ ।ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାସନ କାର୍ଡ କୁ ନେଇ ଆସିଛି ଏକ ନୂଆ ଅପଡେଟ । ଯଦି ଆପଣଙ୍କ ନିକଟରେ ରାସନ କାର୍ଡ ମହି ତାହେଲେ ଆପଣ ମଧ୍ୟ ଏଥର ଘରେ ବସି ନିଜ ପାଇଁ ବନେଇ ପାରିବେ ରାସନ୍ କାର୍ଡ । ତେବେ ଯଦି ଆପଣ ଘରେ ବସି ରାସନ୍ କାର୍ଡ କରିବାକୁ ଚାହୁଁ ଛନ୍ତି ତାହେଲେ ପ୍ରଥମେ ରାଜ୍ୟର ଫୁଡ୍ ପୋର୍ଟଲ କୁ ଜାଇ ରାସନ୍ କାର୍ଡ ଫର୍ମ କୁ ଡାଉନଲୋର୍ଡ କରନ୍ତୁ ।

 

ତେବେ ସେଠାରେ ନିଜର ଆଇଡି କାର୍ଡ , ଅବେଦକଙ୍କ ଫଟୋ, ବ୍ୟାଙ୍କ୍ ଖାତା ଓ ଆଧାର କାକର୍ଡ ଦେବାକୁ ହେବ । ତେବେ ଏଥିପାଇଁ ମଧ୍ୟ ଆପଣଙ୍କୁ 6 ରୁ 45 ଟଙ୍କା ପର୍ଯ୍ୟନ୍ତ ରାଶି ଜମା କରିବାକୁ ହେବ । ଏହାପରେ ସେହି ଫର୍ମ ଟି କୁ ଆପଣ ସବମିଟ୍ କରିବା ପରେ ଫିଲ୍ଡ ଅଫିସର ମାନେ ତାହାକୁ ଭେରିଫିକେସନ କରିବେ । ତେବେ ସେହି ଫର୍ମ ରେ ସବୁ କିଛି ଠିକଠାକ ଥିଲେ 30 ଦିନ ମଧ୍ୟରେ ଆପଣଙ୍କ ନାମ ରେ ଜାରି ହୋଇଯିବ ରାସନ୍ କାର୍ଡ । ତେବେ 18 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ମାନେ ରାସନ୍ କାର୍ଡ ପାଇବା ପାଇଁ ଯୋଗ୍ୟ ଅଟନ୍ତି ।

 

 ତେବେ ଜାଣି ରଖନ୍ତୁ ଯେ ଗୋଟେ ବ୍ୟକ୍ତି ପାଖରେ କେବଳ ଗୋଟେ ରାଜ୍ୟର ରାସନ୍ କାର୍ଡ ରହିପାରିବ । ତେବେ ଯଦି ଆପଣଙ୍କର ରାସନ୍ କାର୍ଡ ନାହିଁ ତେବେ ଆଉ ଆଗ ଭଳି ଦୌଡିବାକୁ ପଡ଼ିବ ନାହିଁ ଏଥର ଆପଣ ଘରେ ବସି ଏହିପରି ଭାବରେ ନିଜ ପାଇଁ ରାସନ୍ କାର୍ଡ ଆବେଦନ କରି ପାରିବେ । ତେବେ ଏଥିପାଇଁ ସମସ୍ତ ନିଜ ନିଜ ପାଇଁ ଏକ ସ୍ବତନ୍ତ୍ର ଏକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି। ତେବେ ଆପଣ ନିଜ ରାଜ୍ୟ ର ୱେବସାଇଟ୍ ମାଧ୍ୟମ ରେ ନିଜ ପାଇଁ ରାସନ୍ କାର୍ଡ ଆବେଦନ କରି ପାରିବେ ।

 

ଦର୍ଶକ ବନ୍ଧୁ କିଛି ବିଶେଷ କଥା ମଧ୍ୟ ଜାଣି ରଖନ୍ତୁ ।ରାସନ କାର୍ଡ ହେଉଛି 3 ପକାରର ଯେମିତିକି ଦରିଦ୍ର ରେଖା ତଳେ BPL, ଦରିଦ୍ର ରେଖା ଉପରେ APL ଏବଂ ଅନ୍ତର୍ଦୋୟ ପରିବାର ବର୍ଗ । ତେବେ ଏହା ବ୍ୟକ୍ତି ର ବାର୍ଷିକ ଆୟ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ଏହା ସହିତ ମଧ୍ୟ ଶସ୍ତା ମୂଲ୍ୟରେ ବିଭିନ୍ନ କାର୍ଡ ରେ ଦିଆ ଯାଉଥିବା ଜିନିଷ ଗୁଡ଼ିକ ର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ ।

 

ତେବେ ଏହି ରାସନ୍ କାର୍ଡ କୁ ପାଇବା ପାଇଁ ଭାରତୀୟ ନାଗରିକ ହେବା ଆବଶ୍ୟକ ଅଟେ । ଏହା ସହିତ ମଧ୍ୟ ଗୋଟେ ବ୍ୟକ୍ତି ପାଖରେ କେବଳ ଗୋଟେ ରାଜ୍ୟର ରାସନ୍ କାର୍ଡ ରହିପାରିବ । ତେବେ ଏହି ରାସନ୍ କାର୍ଡ ପରିବାରର ମୁଖ୍ୟ ଙ୍କ ନାମ ରେ ରହି ପାରିବ । ଏହା ସହିତ କେବଳ 18 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ମାନେ ହିଁ ଏହି ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ।

 

Leave a Reply

Your email address will not be published. Required fields are marked *