ସରିଲା ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କର ବିବାହ, ଆସନ୍ତୁ ଜାଣିବା ତାଙ୍କ ବିବାହ ସଂମ୍ପର୍କରେ। କଣ ରହିଛି ସତ୍ୟତା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରିଲା ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କର ବିବାହ, ଆସନ୍ତୁ ଜାଣିବା ତାଙ୍କ ବିବାହ ସଂମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲି ଯୁଗରେ ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ଜଗତ ହେଉଛି ଏକ ମାତ୍ର ପ୍ରମୁଖ ମାଧ୍ୟମ । ଚଳଚ୍ଚିତ୍ର ଜଗତର ନାୟକ ନାୟିକା ମାନେ ନିଜ ଅଭିନୟ ଯାଦୁ ବଳରେ ସମସ୍ତ ଦର୍ଶକଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି । ଏହି ଚଳଚ୍ଚିତ୍ର ଧାରାବାହିକ ମାଧ୍ୟମରେ ଜଗତକୁ ଏକ ନୂଆ ରୂପରେଖ ନୀତିଶିକ୍ଷା ପ୍ରଦାନ କରାଯାଇଥାଏ । ଅନେକ ସମୟରେ ଅଭିନୟ କରୁଥିବା ନାୟକ ନାୟିକା ମାନେ ପ୍ରେମରେ ପଡି ଯାଇଥାନ୍ତି । ଆଉ ବାସ୍ତବ ଜୀବନରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି । ବିବାହ ହେଉଛି ଏକ ପବିତ୍ର ବନ୍ଧନ ।

 

ସିରିଏଲ୍ ଦୁନିଆରେ ମିଛିମିଛିକା ବର ବଧୂ ହୋଇ ମଣ୍ଡପରେ ବାହା ହେଉ ହେଉ କେତେବେଳେ ସେମାନେ ପରସ୍ପର ମଧ୍ୟରେ ପ୍ରେମରେ ପଡି ଯାଆନ୍ତି ଓ ପରସ୍ପରକୁ ଶେଷରେ ସତ ବଧୂ ଓ ବର ବେଶ ହୋଇ ସତ ମଣ୍ଡପରେ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇ ଯାଆନ୍ତି। ଏହି କିଛି ଦିନ ହେବ ଓଲିଉଡ୍ ର ସିନେମା ଦୁନିଆ ଓ ସିରିଏଲ୍ ଜଗତରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ସିନେମା ଏବଂ ସିରିଏଲ୍ ରେ ମିଛରେ ବାହା ବେଦୀରେ ବର କନ୍ୟା ସାଜି, ମିଛରେ ଶଙ୍ଖା ସିନ୍ଦୂର ପିନ୍ଧିବା ପରେ ଏବେ ସତରେ ବର ବଧୂ ସାଜୁଛନ୍ତି ଏବଂ ସତରେ ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୂର ପିନ୍ଧୁଛନ୍ତି। ଏହିକିଛି ଦିନ ତଳେ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ପରସ୍ପରକୁ ବାହା ହୋଇଥିଲେ। 

 

ଏହି କିଛିଦିନ ତଳେ ଜାଆଁଳା ଭଉଣୀ ଜାଙ୍କଲିନ୍ ଓ ସୋମାଲିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଆଉ ଜଣେ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆସନ୍ତୁ ଜାଣିବା କିଏ ସେ ଏବଂ ତାଙ୍କ ବିବାହ ସମ୍ପର୍କରେ କିଛି। ଲିପ୍ସା ମିଶ୍ର ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ରେ ନିଜର କିଛି ବଧୂ ବେଶର ଫଟୋ ସେୟାର୍ କରିଛନ୍ତି। ଏହା ସହିତ ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରିୟ ଅଭିନେତା ବୁଲୁ ଦାସ ସେ ମଧ୍ୟ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ତଥା ଇନ୍ଷ୍ଟାଗ୍ରାମ୍ ରେ ନିଜର କିଛି ବିବାହର ଫଟୋ ସେୟାର୍ କରିଛନ୍ତି। 

 

ଏଥିରେ ବୁଲୁ ଦାସ ଓ ଲିପ୍ସା ମିଶ୍ର ବେଦୀରେ ବସିଥିବାର ନଜର ଆସୁଛନ୍ତି, ଏହି ପୋଷ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ, ଆଜି ହେଉଛି ମୋ ଦିଦି ର ବାହାଘର। ଆହୁରି ମଧ୍ୟ କହିଛନ୍ତି କି ଆପଣାମାନେ ତାକୁ ଆଶୀର୍ବାଦ ଦେବେ ନା? ସୋସିଆଲ ମିଡ଼ିଆରେ ଏପରି ଅନେକ ଫଟୋ ଭାଇରାଲ୍ ହେଉଛି, ଏହାକୁ ନେଇ ଯଦିଓ ଏବେ ପର୍ଯ୍ୟନ୍ତ ଲିପ୍ସା ନିଜର କିଛି ମତ ପ୍ରକାଶ କରି ନାହାଁନ୍ତି। ହେଲେ ସେମାନଙ୍କର ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *