ଓଡିଶା ଶିକ୍ଷା ମନ୍ତ୍ରୀ ଙ୍କ ବଡ଼ ସୂଚନା । ବନ୍ଧ ରହିବ ସ୍କୁଲ । ଆସନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଖବର…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଆସିଲା ବଡ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

କରୋନା ଭଳି ମହାମାରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି । ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା।ସର ଦେଶରେ କରୋନ ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି । ଦେଶ ର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା । ପରେ କଟକଣା ଉପରେ କୋହଳ କରା ଯାଇଥିଲା । ଲୋକେ ଘରେ ରହି ବହୁତ ହଇରାଣ ହେଉଥିଲେ। ନିଜ କାମ କରିପାରିନଥିଲେ । 

 

ସେଥି ପାଇଁ ସରକାର ଘରୁ ଯିବ ପାଇଁ ଅନୁମତି ଦେଇଥିଲେ । ହେଲେ ତାହା କୋଭିଡ୍ ଗାଇଡ୍ ଲାଇନ କୁ ଅବଲମ୍ବନ କରି ଯାତାୟତ କରିବା ପାଇଁ କହିଥିଲେ।ଅତି ଆବଶ୍ୟକ ପଡିଲେ ହି ଘରୁ ବାହାରିବା ପାଇଁ ନିୟମ ରଖା ଯାଇଥିଲା । ତାହା ମଧ୍ୟ ମାସ୍କ , ସାନିଟାଇଜ୍ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଘୋଷଣା କରି ଥିଲେ । ଲୋକେ ମଧ୍ୟ ନିୟମ ପାଳନ କରି ଚାଲିଥିଲେ। ପୁଣି ଥରେ କରୋନା ଆକ୍ରାନ୍ତ ବଢ଼ି ବା ଯୋଗୁଁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ହୋଇ ଥିଲା ।

                                      

ଏହି ଲକ୍ ଡାଉନ୍ ସମୟ ରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହି ଥିଲା । ଅତ୍ୟାବଶ୍ୟକ ଦ୍ରବ୍ୟ ବ୍ୟତୀତ ଅନ୍ୟ କୌଣସି ଦୋକାନ ମଧ୍ୟ ଖୋଲା ରହୁ ନାହି । ତେବେ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବାରୁ ପିଲା ମାନେ ପାଠ ପଢ଼ା ରେ ଅବହେଳିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ ମାନେ । ରାଜ ରାସ୍ତା ରେ ଆନ୍ଦୋଳନ କରି ଥିଲେ । ଧୀରେ ଧୀରେ କରନା ର ଆତଙ୍କ ଅଳ୍ପ ମାତ୍ରା ରେ କମିବା ପରେ ଶିକ୍ଷା ମନ୍ତ୍ରୀ ପ୍ରଥମେ +୩ ଓ +୨ ର ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଖୋଲି ଥିଲେ । ପରେ ସ୍କୁଲ୍ ରେ  ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହୋଇ ଥିଲା । 

 

ଯେଉଁ ଯେଉଁ ବିଦ୍ୟାଳୟ ରେ କରନା ସଂକ୍ରମିତ ଚିହ୍ନଟ ହୋଇ ଥିଲେ ସେହି ସ୍କୁଲ୍ ଗୁଡ଼ିକୁ ସଙ୍ଗେ ବନ୍ଦ କରି ଦିଆ ଯାଉଛି । ଜିଲ୍ଲା ପ୍ରଶାସନ କଡ଼ା ସୁରକ୍ଷା ଦେଉଛନ୍ତି ଓ ନଜର ମଧ୍ୟ ରଖିଛନ୍ତି । ସେଥି ପାଇଁ ପ୍ରାଥମିକ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି । ତୃତୀୟ ଲହରି ର ଆ-ଶ-ଙ୍କା ରହୁ ଥିବାରୁ ବର୍ତ୍ତମାନ ବନ୍ଦ ରହିବ । ଷଷ୍ଠ ରୁ ଦ୍ଵାଦଶ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ପାଇଁ ବନ୍ଦ ରହିବ ବୋଲି ମିଡ଼ିଆ ସମ୍ମୁଖ ରେ ମତ ମଧ୍ୟ ରଖି ଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *