ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁମିତ ଓ ତପସ୍ଵିନୀ ଙ୍କ ରିଲେସନ ରେ କଣ ଏହି ୪ ଟି ଭୁଲ ବିରାଟ ସମସ୍ୟା ହୋଇ ଥିଲା। ତେବେ କଣ ରହିଛି ସେହି ଭୁଲ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରାଜରାସ୍ତାକୁ ଓହ୍ଲାଇଲେ ତପସ୍ଵିନୀ ଯାହା ଙ୍କୁ ମଧ୍ୟ ଡିମ୍ପଲ ବୋଲି କୁହା ହେଉଛି । ସେ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କ ସ୍ଵାମୀ ଭି ଗୋଟିଏ ଡାକ୍ତର । ଉଭୟ ପ୍ରେମ କରି ହିଁ ବିବାହ କରିଥିଲେ । ଡିମ୍ପଲ ଙ୍କ କହିବା କଥା ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରେମ କରିଲେ ଓ ତାଙ୍କ ଅନିଚ୍ଛା ସତ୍ତ୍ବେ ଭି ଗର୍ଭବତୀ କରିବା ପରେ ତାଙ୍କୁ ପୁଣି ଦୁଇ ଦୁଇ ଥରେ ଅବରେସନ୍ କରିଲେ । ତା ପରେ ପୁଣି ବିଚ୍ଛେଦ ଆଶା କରି ନିଜ ସ୍ତ୍ରୀ କୁ ଘର ଲୋକ ଙ୍କ ଦ୍ଵାରା ଯୋଜନାବଦ୍ଧ ହୋଇ ଘରୁ ବାହାର କରି ଦେଇଛନ୍ତି ।
ଏବେ ତାଙ୍କ ବି-ରୁ-ଦ୍ଧ ରେ ତାଙ୍କ ସ୍ଵାମୀ ଙ୍କୁ ଶିଖେଇ ତାଙ୍କ ଶ୍ବଶୁର କଣ ସବୁ କହିଛନ୍ତି ଚାଲନ୍ତୁ ଜାଣିବା । ଯାହାର ଭୋଏସ୍ ରେକର୍ଡ଼ ଭା-ଇ-ରା-ଲ ହେଇଛି । ଡିମ୍ପଲ ଙ୍କ ସ୍ବାମୀ ସୁମିତ୍ ସାହୁ ଙ୍କୁ ତାଙ୍କ ଶ୍ବଶୁର ପ୍ରମୋଦ ସାହୁ ସବୁ କିଛି ଛାଡ଼ି ଦବା ପାଇଁ କହୁଛନ୍ତି ଓ ଏହା ସହିତ କହିଛନ୍ତି କି ସେ ନିଜେ ତାଙ୍କ ସ୍ତ୍ରୀ ଙ୍କ ସହିତ ଗୋଟିଏ ନର ବ-ଳି ଦେବୀ ଙ୍କ ପାଖକୁ ଯାଇଛନ୍ତି ଓ ଏହା ସହିତ କହିଛନ୍ତି କି ତାଙ୍କ ପୁଅ ଙ୍କୁ ଭି ଯାଇ ସେହି ଦେବୀ ଙ୍କୁ ପ୍ରଣାମ କରି ସବୁ କିଛି ଭଲ ଭଲରେ ହୋଇ ଯାଉ ବୋଲି କହିଛନ୍ତି । ଆଉ ମଧ୍ୟ ବହୁତ୍ କିଛି ଗା-ଳି କରିଥିଲେ । ଯାହା ପାଇଁ ଆଜି ଦୀର୍ଘ ୭ ଦିନ ହୋଇଯିବ ତାଙ୍କ ପତ୍ନୀ ଡିମ୍ପୋଲ୍ ଅରୋଫ ତପସ୍ଵିନୀ ତାଙ୍କ ସ୍ଵାମୀ ଘର ସାମ୍ନା ରେ ଅନଶନ ରେ ବସିଛନ୍ତି ।
ବାସ୍ତବରେ ଗୋଟିଏ ପରିବାର ଗଢ଼ିବା ଯେତିକି କଷ୍ଟ ଭାଙ୍ଗି ଦେବା ସେତିକି ସହଜ । ଏବେ କିନ୍ତୁ ଆସିଛି ନୂଆ ପ୍ରଶ୍ନ ତେବେ କୁହା ହୋଇଛି କି ତପସ୍ଵିନୀ ଓ ତାଙ୍କ ସ୍ଵାମୀ ସୁମିତ ଙ୍କ ସୁଖ ଦାମ୍ପତ୍ୟ ଜୀବନ ଏତେ ସହଜ ରେ କେମିତି ଭାଙ୍ଗି ଗଲା । ତେବେ କଣ ଏହି ୪ ଟି ଭୁଲ ତାଙ୍କ ବୈବାହିକ ଜୀବନ କୁ ଭାଙ୍ଗି ଦେଇଛି କି ।ତେବେ ସେହି ପ୍ରଶ୍ନ ଗୁଡ଼ିଏ କଣ ଚାଲନ୍ତୁ ଜାଣିବା ଏହି ୪ ଟି ଭୁଲ ପାଇଁ ଆଜି ଉଭୟ ଯ-ନ୍ତ୍ର-ଣା ରେ ଛଟପଟ ହେଉଛନ୍ତି । କୋର୍ଟ ମେରେଜ୍ କରିବା ପରେ କଣ ପାଇଁ ଲିଭ୍ ଇନ୍ ରିଲେସନ ରେ ରହୁଥିଲେ ଉଭୟ ଦମ୍ପତି । ଯଦି କୋର୍ଟ ମେରେଜ ପରେ ଉଭୟ ପତି ପତ୍ନୀ ହିସାବ ରେ ରହୁଥିଲେ ତେବେ ସୁମିତ କାହାକୁ ଆଉ ଅପେକ୍ଷା କରିଥିଲେ ।
ଆହୁରି ମଧ୍ୟ ଯଦି ତପସ୍ଵିନୀ ଚାହୁଁଥିଲେ ତାଙ୍କ ଶଶୁର ଘର ଲୋକେ ତାଙ୍କୁ ବୋହୂ ହିସାବ ରେ ଗ୍ରହଣ କରନ୍ତୁ କଣ ପାଇଁ ସେ ଲିଭ୍ ଇନ୍ ରେ ରହିବା ପାଇଁ ରାଜି ହେଉଥିଲେ । ଅବୋର୍ସନ ପାଇଁ ସେ କେମିତି ରାଜି ହୋଇଗଲେ କଣ ଏଥି ପାଇଁ ତାଙ୍କୁ ଶାଶୁ ଘର ଲୋକ ବାଧ୍ୟ କରିଥିଲେ କି । ସୁମିତ କଣ ଜବରଦସ୍ତ ଅବେରେସନ କରିଥିଲେ କି ଯଦି ଉଭୟ କୋର୍ଟ ମେରେଜ୍ କରିଛନ୍ତି ତେବେ କଣ ପାଇଁ ସେ ଅବେରେସନ କରିଥିଲେ ।ଯଦି ସେ ଆଗରୁ ନି-ର୍ଯ୍ୟା-ତି-ତ ହେଉଥିଲେ ତେବେ ସେ କଣ ପାଇଁ ଆଗରୁ କିଛି କହି ନଥିଲେ ଆରକ୍ଷୀ ଅଧିକାରୀ ଙ୍କ ଠାରେ । ଉଭୟ ଙ୍କ ଝଗଡ଼ା ପରେ କଣ ପାଇଁ ଉଭୟ କାଉନସେଲିଂ ରେ ବସି ନଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।