ଧମାକାଦାର ଡ୍ୟାନ୍ସ କଲେ ରୋହିତ,ଶ୍ରେୟାସ ଓ ଚାହାର । ସୋସିଆଲ ମିଡ଼ିଆ ରେ ଭିଡ଼ିଓ ହେଲା ଭାଇରଲ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ Cricket Khabar 24×7 କୁ ଆଜି ଆମେ ଦେଖିବା ରୋହିତ,ଶ୍ରେୟାସ ଓ ଦୀପକ ଚାହାର ଙ୍କ ଜବରଦସ୍ତ ଡ୍ୟାନ୍ସ । ସୋସିଆଲ ମିଡିଆରେ ଟ୍ରେଣ୍ଡିଙ୍ଗ ଭିଡ଼ିଓ ପାଲଟିଛି ।

ସୋସିଆଲ ମିଡ଼ିଆ ବର୍ତମାନ ମନୋରଞ୍ଜନ ର ମୁଖ୍ୟ ପ୍ଲାଟଫର୍ମ ପାଲଟି ଯାଉଛି । ଯିଏ ଯାହା କଲା ସବୁ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି ଓ ଆମେ ଏହି ଫୋଟୋ ଭିଡ଼ିଓ ଦେଖି ସମୟ ଅତିବାହିତ କରିଥାଉ ।

ସେଲିବ୍ରିଟି ପାଖରୁ କ୍ରିକେଟ ସମସ୍ତେ ସୋସିଆଲ ମିଡିଆରେ ନିଜର ଭାବନା ଫୋଟୋ ଭିଡ଼ିଓ କୁ ସେୟାର କରୁଛନ୍ତି ଯାହା ଆମେ ଅତି ସହଜରେ ଦେଖି ପାରୁଛୁ । ଆଜି ଆମେ ଦେଖେଇବୁ ଭାରତ କ୍ରିକେଟର ରୋହିତି ଶର୍ମା,ଦୀପକ ଚାହାରଓ ଶ୍ରେୟାସ ଙ୍କ ଦମଦାର ଡ୍ୟାନ୍ସ ଭିଡ଼ିଓ । ସବା ଶେଷରେ ଭିଡ଼ିଓ ଉପଲବ୍ଧ ଅଛି ଆପଣ ଦେଖିପାରିବେ ।

ଯଦି ଦେଖି ସାରିବା ପରେ ଭଲ ଲାଗିବ ତାହେଲେ ନିଶ୍ଚୟ ଭିଡ଼ିଓ କୁ ଲାଇକ ଓ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *