ଓଡ଼ିଆ ସୁପରଷ୍ଟାର ବାବୁଶାନ ହେଲେ ଆରେଷ୍ଟ । ଜାଣନ୍ତୁ କଣ ପାଇଁ ହେଲା ଏମିତି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଲିଉଡ ସୁପରଷ୍ଟାର ବାବୁଶାନ୍ ଙ୍କୁ ନେଇ ଆସିଛି ବଡ଼ ଖବର । ଏପରି ଖବର, ଗି-ର-ଫ ହେଲେ ସୁପରଷ୍ଟାର ବାବୁଶାନ୍। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଓ ଶେଷରେ ଭିଡ଼ିଓ ଦେଖନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ  ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି।

 

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ତ ଅନେକ ସଫଳ ଅଭିନେତା ଅଛନ୍ତି ଯେଉଁମାନେ କି ନିଜ ନିଜର ସୁନ୍ଦର ଅଭିନୟ, ଡ୍ୟାନ୍ସ, ଆକ୍ସନ୍ ଆଦି ପାଇଁ ଲୋକ ମାନଙ୍କ ପାଖରେ ବହୁତ ଜଣାଶୁଣା ଏବଂ ବହୁତ ଭଲପାଇବା ମଧ୍ୟ ସାଉଁଟିଛନ୍ତି ଦର୍ଶକ ମାନଙ୍କ ପାଖରୁ। ତେବେ ସେହିପରି ଜଣେ ସଫଳ ଅଭିନେତା ହେଉଛନ୍ତି ବାବୁଶାନ୍ ମହାନ୍ତି। ବାବୁଶାନ୍ ମହାନ୍ତି ଆମ ଓଲିଉଡ୍ ର ଜଣେ ବହୁତ ହିଁ ଚର୍ଚ୍ଚିତ ଚେହେରା, ଯାହାଙ୍କୁ ଲୋକମାନେ ଖୁବ୍ ସାରା ଭଲପାଇବା ଦିଅନ୍ତି। ତେବେ ସେ ହେଉଛନ୍ତି ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁଅ, ତାଙ୍କ ବାପା ମାଆ ମାନେ ଯେପରି ଖୁବ୍ ନାମ ଅର୍ଜନ କରିଥିଲେ, ବାବୁଶାନ୍ ମଧ୍ୟ ଠିକ୍ ସେହିପରି ନାମ ଅର୍ଜନ କରିଛନ୍ତି। ତେବେ ତାଙ୍କୁ ନେଇ ସୋ-ସି-ଆ-ଲ୍ ମି-ଡି-ଆ-ରେ ଏକ ଭିଡିଓ ଓ ଖବର ମଧ୍ୟ ଭା-ଇ-ରା-ଲ୍ ହେଉଛି, ତେବୈ ଆସନ୍ତୁ ଜାଣିବା ସେହି ଖବର ଟି କେତେ ସତ ଓ କେତେ ମିଛ। 

 

ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏକ ଭିଡିଓ ଭା-ଇ-ରା-ଲ୍ ହେଉଛି ଯେଉଁଥିରେ ବାବୁଶାନ୍ ଙ୍କ ଦୁଇପଟେ ଦୁଇଜଣ କନେଷ୍ଟବଳ ଯାଉଥିବାର ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋକମାନେ କହୁଛନ୍ତି କି ବାବୁଶାନ୍ ଙ୍କୁ ଆରକ୍ଷୀ ଅଧିକାରୀ ଗି-ର-ଫ କରି ନେଇଛି। ତେବେ ଏହି ଖବର ଟି ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ, କାହିଁକି ନା ବାବୁଶାନ୍ ଙ୍କୁ ପୋଲିସ ଆରେଷ୍ଟ କରିନାହିଁ। ସେହି ଭିଡିଓରେ ବାବୁଶାନ୍ ଙ୍କ ସାଇଟ୍ ରେ ଦୁଇଜଣ କନେଷ୍ଟବଳ ଦେଖିବାକୁ ମିଳୁଛନ୍ତି, ହେଲେ ତାହା ହେଉଛି ବାବୁଶାନ୍ ଙ୍କ ଆଗକୁ ଆସୁଥିବା ଫିଲ୍ମର ସୁଟିଂ। ତାଙ୍କର ଆଗକୁ ଆସୁଥିବା ଫିଲ୍ମର ନାମ ହେଉଛି ଦମନ, ଆଉ ଭା-ଇ-ରା-ଲ୍ ହେଉଥିବା ଭିଡିଓଟି ହେଉଛି ସୁଟିଂ ସେଟ୍ ର। ସୋ-ସି-ଆ-ଲ ମି-ଡ଼ି-ଆ-ରେ ଯେଉଁ ଖବର ଭା-ଇ-ରା-ଲ୍ ହେଉଛି ତାହା ସମ୍ପୂର୍ଣ୍ଣ ଭିର୍ତ୍ତିହୀନ ଅଟେ, ଏହା ସମ୍ପୂର୍ଣ୍ଣ ମିଛ କଥା ଅଟେ, ବାବୁଶାନ୍ ଙ୍କୁ ଆରକ୍ଷୀ ଅଧିକାରୀ ଗି-ର-ଫ କରି ନାହିଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *