ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଅର ଙ୍କ ପାଇଁ ନିଜ ସ୍ବାମୀ ଙ୍କ ନାମ କୁ ପ୍ରତ୍ୟାହାର କରିଲେ ପ୍ରିୟଙ୍କା ଚୋପ୍ରା । ଖବର ଟି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ହିନ୍ଦୀ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି।
ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।
ଆପଣ ମାନେ ବୋଲିଉଡ ଜଗତର କ୍ୱିନ ଙ୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ । ଯାହା ଙ୍କ ଜବରଦସ୍ତ ଲୁକ୍ ଓ ଷ୍ଟାଇଲ ଲୋକ ଙ୍କୁ ମତୁଆଲା କରି ଦେଇଥାଏ । ସେ ଗ୍ଳାମର ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଚୋପ୍ରା ବିବାହିତ ବୋଲି ଆମେ ସମସ୍ତେ ଜାଣିଛୁ । ପ୍ରିୟଙ୍କା ଙ୍କ ସ୍ବାମୀ ଙ୍କ ସମ୍ପର୍କରେ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଥିବେ ସେ ଆଉ କେହି ନୁହନ୍ତି ନିକ୍ ଜୋନ୍ସ । ପ୍ରିୟଙ୍କା ଏବେ ତାଙ୍କ ସ୍ଵାମୀ ଙ୍କ ବିଷୟରେ ଗୋଟିଏ ବଡ଼ ଖୁଲାସା କରିଛନ୍ତି । ଏହି ଶୋ ମଙ୍ଗଳବାର ନଭେମ୍ବର ୨୩ ରେ ଓଟୀଟୀ ପ୍ଲାଟଫର୍ମ ରେ ରିଲିଜ ହୋଇ ସାରିଛି ।
ବାସ୍ତବରେ ଗ୍ଲୋବାଲ ରିପୋର୍ଟ ମୁତାବିକ ବାସ୍ତବରେ ପ୍ରିୟଙ୍କା ଚୋପ୍ରା ଏପରି ପଦକ୍ଷେପ ଜୋନସ ଭାଇ ଙ୍କ ରୋସ୍ଟ ଶୋ ‘ Jonas Brothers Family Roast ‘ କୁ ପ୍ରମୋଟ କରିବା ପାଇଁ ଉଠାଇଛନ୍ତି । କିନ୍ତୁ ଏହି ମାମଲାରେ ଏବେ ସୁଦ୍ଧା ‘ ଦେଶୀ ଗାର୍ଲ ‘ ଚୁପ ରହିଛନ୍ତି । କିନ୍ତୁ ଏବେବି ପ୍ରଶ୍ନବାଚୀ ହୋଇ ରହିଛି ଯେ ବାସ୍ତବରେ ଏପରି କାହିଁକି ହେଲା ? ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଙ୍କ ଛାଡ଼ପତ୍ର ଖବର କୁ କିନ୍ତୁ ଦେଶୀ ଗାର୍ଲ ଙ୍କ ମା ମଧୁ ଚୋପ୍ରା ମିଛ ବୋଲି କହିଛନ୍ତି । ପ୍ରିୟଙ୍କା କହିଛନ୍ତି ଆମର କୌଣସି ପିଲା ହୋଇ ନାହାନ୍ତି । ଆମ ଦୁଇ ଜଣଙ୍କ ବୟସ ର ଦୂରତା ଖୁବ୍ ଅଧିକ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।