ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏହି ବଡ ଖବର,ଚିନ୍ତା ବଢ଼େଇଲେ ଶ୍ରେୟାସ ଆୟର ଜାଣନ୍ତୁ କଣ କାରଣ ରହିଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି। ତେବେ ଖେଳାଳି ମାନଙ୍କ ସହ ଆଇପିଏଲ୍ ମ୍ୟାଚ୍ କୁ ନେଇ ଲୋକ ମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ରହିଛି। ଏହି ଖେଳକୁ ନେଇ ସବୁବେଳେ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ।
ତେବେ ଏବେବି ସେହିପରି ଏକ ଖବର ଖବର ଶୁଣିବାକୁ ମିଳିଛି। ଭାରତରେ କେବଳ ଗ୍ରାଉଣ୍ଡ ଭିତରେ ନୁହେଁ ଗ୍ରାଉଣ୍ଡ ବାହାରେ ମଧ୍ୟ ଏପରି ହୋଇଥାଏ। ଏହିପରି କାରଣରୁ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଦିଲ୍ଲୀ କ୍ୟାପିଟଲ୍ସ ଟିମକୁ ଛାଡିବାକୁ କହିଛନ୍ତି। ଏପରି ନୁହେଁକି ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କୁ ଛାଡିବାକୁ ଚାହୁଁଛି ସେ ନିଜେ ନିରାଶ କାରଣରୁ ଟିମରୁ ବାହାରିବାକୁ ଚାହୁଁଛନ୍ତି ବୋଲି ଜଣା ଯାଉଛି। ତେବେ ଆସନ୍ତୁ ଜାଣିବା କଣ କାରଣ ଅଟେ ଶ୍ରେୟସ ଅୟର କଣ ପାଇଁ ଦିଲ୍ଲୀ କ୍ୟାପିଟଲ୍ସରୁ ବାହାରିବାକୁ ଚାହୁଁଛନ୍ତି।
ଆପଣ ଜାଣିଥିବେ ବର୍ଷ ୨୦୧୮ରେ ଯେବେ ଗୌତମ ଗମ୍ଭୀର ସିଜନ ଅଧାରୁ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ପଦ ଛାଡିଦେଲେ ଦିଲ୍ଲୀ ଅସୁବିଧାରେ ଥିଲା ଓ ଯୁବ ଶ୍ରେୟସ ଏରଙ୍କୁ ଅଧିନାୟକ କରାଯାଇଥିଲା। ତାଙ୍କୁ ଟିମ ଇଣ୍ଡିଆର ଆଗାମୀ ଅଧିନାୟକ ମଧ୍ୟ କୁହାଯାଉଥିଲା। କିନ୍ତୁ କିଛି ଏପରି ହେଲେ ଯାହା ଦ୍ୱାରା ଶ୍ରେୟସ ଅୟର ଟିମରୁ ବାହାରିବା ପାଇଁ ଚାହୁଁଛନ୍ତି। କାରଣ ଟିମ ତାଙ୍କ ଗୁରୁତ୍ୱକୁ କମାଇବା ଦ୍ଵାରାସେ ଅଧିକ ନିରାଶ ହୋଇ ଟିମରୁ ରିଲିଜ ପାଇଁ କହିଦେଇଛନ୍ତି। ଯଦି ମେଗା ଆକ୍ସନରେ ଦିଲ୍ଲୀ ତାଙ୍କୁ କିଣିନପାରେ ସେ ଆଗାମୀ ସିଜନରେ କୌଣସି ଅନ୍ୟ ଟିମ ପଟୁ ଖେଳିବେ।
ମାନାଯାଉଛିକି ଶ୍ରେୟସଙ୍କ ନିରାଶର କାରଣ ଦିଲ୍ଲୀ କ୍ୟାପିଟଲ୍ସର ମ୍ୟାନେଜମେଣ୍ଟର ଫଇସଲା ଅଟେ।ଏହାର କାରଣ ରିଷଭ ପନ୍ତ ଅଟନ୍ତି କାରଣ ଏପରି ଜଣାପଡିଛିକି ଦିଲ୍ଲୀ କ୍ୟାପିଟଲ୍ସ ଆଗାମୀ ସିଜନରେ ମଧ୍ୟ ରିଷଭ ପନ୍ତଙ୍କୁ ଅଧିନାୟକ ରଖିବ। ଏହି ଫଇସଲାରେ ଶ୍ରେୟସ ଖୁସି ନାହାନ୍ତି। କାରଣ ଆଇପିଏଲ ୨୦୨୧ର ପ୍ରଥମ ଭାଗ ପୂର୍ବରୁ ଆଘାତ କାରଣରୁ ଶ୍ରେୟସ ନଖେଳିପରିବା ଦ୍ଵାରା ରିଷଭଙ୍କୁ ଅଧିନାୟକ କରାଯାଇଥିଲା। କିନ୍ତୁ ଦ୍ୱିତୀୟ ଭାଗରେ ଶ୍ରେୟସ ଫେରିବା ପରେ ମଧ୍ୟ ତାଙ୍କୁ ଆଉ ଅଧିନାୟକତ୍ୱ ଦିଆଯାଇ ନଥିଲା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।