ଦର୍ଶକ ବନ୍ଧୁ ଅଭିନେତ୍ରୀ ସୋମାଲିନ ଙ୍କ ର ବିବାହ ଏବେ ନିକଟରେ ହୋଇଥିଲା ଆପଣ ମାନେ ତ ଏହା ଜାଣିଛନ୍ତି । ତେବେ ସେ ନିଜର ବିବାହ ହେବା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଲାଇଭ ଆସିଛନ୍ତି ଏବଂ ନିଜ ବିବାହ କୁ ନେଇ ଖୋଲିଛନ୍ତି ଏକ ବଡ ଗୁମର ,ତେବେ ଶେଷ ପର୍ଯ୍ୟନ୍ତ ପଢନ୍ତୁ ବେଶ୍ ଭଲ ଭାବରେ ଜାଣି ପାରିବେ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସେ ଲାଇଭ ଆସି କେଉଁ ସବୁ କଥା କହିଛନ୍ତି ।
ତେବେ ଦର୍ଶକ ବନ୍ଧୁ ବିବାହ ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଲାଇଭ ଆସିଛନ୍ତି ଅଭିନେତ୍ରୀ ସୋମାଲିନ୍ ଏବଂ ତାଙ୍କ ସହିତ ମଧ୍ୟ ତାଙ୍କର ସ୍ବାମୀ ମଧ୍ୟ ରହିଥିଲେ ।ତେବେ ସେ ଇନଷ୍ଟାଗ୍ରାମ ରେ ଲାଇଭ ଆସିଥିଲେ ଏବଂ ନିଜର ପ୍ରଶସଙ୍କ ମାନେ ପଚାରିଥିବା ପ୍ରଶ୍ନ ଗୁଡ଼ିକ ର ଉତ୍ତର ଦେଇଥିଲେ ।
ତେବେ ପ୍ରଶାସନଙ୍କ ଙ୍କ ଦ୍ଵାରା ସୋମାଲିନ୍ ଙ୍କୁ ଏହା ପଚରା ଯାଇଥିଲା ଯେ , ଆପଣଙ୍କର ଲଭ୍ ନା ଆରେଞ୍ଜ୍ ମ୍ୟାରେଜ ହୋଇଛି ?ତେବେ ଏହାର ଉତ୍ତର ରେ ସୋମାଲିନ୍ କହିଥିଲେ ଯେ ,”ପ୍ରଥମେ ଆମ ଘରେ ପ୍ରସ୍ତାବ ପଡ଼ିଲା ଏବଂ ତାହା ପରେ ଆମେ କଥାବାର୍ତ୍ତା ହୋଇ ଉଭୟ ଉଭୟ ଙ୍କୁ ପସନ୍ଦ କରିଥିଲୁ ଏବଂ ବର୍ତ୍ତମାନ ଆମେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛୁ ।”
ଏହା ପରେ ଆଉ ଜଣେ ପ୍ରଶସଙ୍କ ଏହା ପଚାରିଥିଲେ ଯେ ,” ଭାଇ କଣ ଚାକିରି କରିଛନ୍ତି ?” ତେବେ ଏହାର ଉତ୍ତର ରେ ସୋମାଲିନ୍ ଙ୍କ ସ୍ବାମୀ ଏହା କହିଥିଲେ କି , ମୁ ବର୍ତ୍ତମାନ IT ସଫ୍ଟୱେର ରେ ଅଛି ଏବଂ ମୁଁ କଲିକତା ରେ ରୁହେ । ଏହା ପରେ ଆଉ ଜଣେ ପ୍ରଶସଙ୍କ ଏହା ପଚାରିଥିଲେ ଯେ ,” ଆଜି ଗୁରୁବାର ସୋମାଲିନ୍ ଆପଣ ମାଣ ବସେଇଛ ? ତେବେ ସୋମାଲିନ କହିଥିଲେ ଯେ ଅଷ୍ଟ ମଙ୍ଗଳା ନ ସରିବା ଯାଏ ଝିଅ ମାନେ କିଛି କରନ୍ତି ନାହିଁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।