NCB କୁ ମାୟା ଜାଲରେ ଫସେଇଲେ ସାରୁଖାନ । ଗେମ ପ୍ଲାନ ରେ ଫସିଗଲା NCB…

 

ଆର୍ଯ୍ୟନ୍ ଖାନ ଏବଂ ଅର୍ବାଜ ଙ୍କ ଡ୍ରଗ୍ସ ମାମଲା ରେ ପୁଣି ଏକ ନୂଆ ମୋଡ ସାମ୍ନା କୁ ଆସିଛି । ତେବେ ଆର୍ଯ୍ୟନ୍ ଖାନ ଏବଂ ଆର୍ବାଜ୍ ଙ୍କ ଡ୍ରଗ୍ସ ବିକ୍ରି କୁ ନେଇ କୋର୍ଟ ରେ କୌଣସି ଠୋସ ପ୍ରମାଣ ଯୋଗାଇ ନ ପାରିବାରୁ NCB କୁ ଏକ ବଡ ଝଟକା ଲାଗିଥିଲା । ତେବେ ଡ୍ରଗ୍ସ ଡିଲର ରାମଦାସ ହରିଜନ ଙ୍କୁ ବେଲ ମଧ୍ୟ ମିଳି ଯାଇଛି । ତେବେ ଏହି ମାମଲା ରେ NCB କମଜୋର ହେବାରେ ଲାଗିଛି ।

ଡ୍ର-ଗ୍ସ ଡିଲର ରାମଦାସ ହରିଜନ ଙ୍କ ବିପକ୍ଷ ରେ ଲଗା ଯାଇଥିବା ଅଭିଯୋଗ ର କୌଣସି ଉପଯୁକ୍ତ ପ୍ରମାଣ ଏବେ ପର୍ଯ୍ୟନ୍ତ ଦେଖାଇ ପାରି ନଥିବା ବେଳେ NCB ର ଦାବି ଏବେ ଦୁର୍ବଳ ହେବାକୁ ଲାଗୁଛି । ତେବେ ଏହାକୁ ଭିତ୍ତି କରି ମଧ୍ୟ କୋର୍ଟ ରାମଦାସ ଙ୍କ ଜାମିନ କୁ ମଞ୍ଜୁର କରିଛନ୍ତି । ତେବେ ସୂଚନା ମୁତାବକ ଏହି କାରଣ ରୁ ମଧ୍ୟ ଆର୍ଯ୍ୟନ୍ ଖାନ ଏବଂ ଅର୍ବାଜ ଙ୍କୁ ବେଲ ମିଳିବାରେ ସହଜ ହୋଇଥିଲା ।

 

ତେବେ ଆର୍ଯ୍ୟନ୍ ଖାନ ଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳି ନଥିବା ସୂଚନା ରହିଛି । ଏଥି ସହିତ NCB ର ସମସ୍ତ ଦାବି କୋର୍ଟ ରେ ଦୁର୍ବଳ ହୋଇଥିବା ଜଣା ପଡୁଛି । ତେବେ କୋର୍ଟ ରେ NCB ର ଦାବି ରହିଥିଲା କି ଆର୍ଯ୍ୟନ୍ ଖାନ ଏବଂ ଅର୍ବାଜ ଡ୍ରଗ୍ସ ବିକ୍ରି କରୁଥିଲେ । ଏଥି ସହିତ ସେମାନଙ୍କୁ ଡ୍ରଗ୍ସ ଯୋଗାଉ ଥିଲେ ଡିଲର ରାମଦାସ ହରିଜନ ।

 

ତେବେ ସେକ୍ସନ ନମ୍ୱର୍ 76 ରୁ ଏହା ସ୍ପଷ୍ଟ ହେଉଛି ଯେ ରାମଦାସ ଙ୍କ ବିପକ୍ଷ ରେ ଏମିତି କୌଣସି ଉପଯୁକ୍ତ ପ୍ରମାଣ ମିଳି ନାହିଁ ଯାହା ଦ୍ଵାରା କି ସେ ଡ୍ରଗ୍ସ ଡିଲର୍ ବୋଲି ପ୍ରମାଣିତ ହୋଇ ପାରିବେ । ଏହା ସହିତ ମଧ୍ୟ ଏଥିପାଇଁ କୋର୍ଟ ରାମଦାସ ଙ୍କ ଜାମିନ କୁ ମଞ୍ଜୁର କରିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *