ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ୧୦୪ ନମ୍ବର୍ ରୁ ଆସୁଛି ଫେ-କ କଲ୍ । ଝିଅ ମାନଙ୍କୁ ଏମିତି ହଇରାଣ କରୁଛନ୍ତି କଲ ମାଧ୍ୟମରେ । ତେବେ କଣ ରହିଛି ବିଷୟ ବସ୍ତୁ ଆସନ୍ତୁ ଜାଣିବା ଓ ଶୁଣିବା ଶେଷରେ ଏହି କଲ ରେକର୍ଡ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ପ୍ରାୟତଃ ଜାଣିଥିବେ ଯେ ଗତ ବର୍ଷ ପାଖରୁ ବିଶ୍ବବ୍ୟାପୀ ମ-ହା-ମା-ରୀ ପରିସ୍ଥିତି ଦେଖାଯାଇଛି ।ସେହି ମହାମାରୀ ର ନାମ ହେଉଛି କରୋନା । ଯାହାକି ସାରା ବିଶ୍ୱରେ ଭ-ୟର ଆ-ତ-ଙ୍କ ମେଲାଇ ରଖିଛି । ଏହି ମହାମାରୀ ପ୍ରଥମେ ଚୀନ ସହରରୁ ଆରମ୍ଭ ହୋଇଥିଲା । ଏବେ ସାରା ଦେଶ ଓ ରାଜ୍ୟ ଏହି କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି ।
ସରକାର କରନା ର ପ୍ରଭାବରେ ଅନେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଟୀକା କରଣ ପାଇଁ ବ୍ୟବସ୍ଥା କରିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସାନିଟାଇଜର ଓ ମାସ୍କ ର ବ୍ୟବହାର କରିବା ଉଚିତ । ସରକାର ସାରା ରାଜ୍ୟ ରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରିଥିଲେ । ଅନେକ କ୍ଷେତ୍ର ରେ ଅ-ସୁ-ବି-ଧା ଯୋଗୁଁ ସରକାର ଲକ୍ ଡାଉନ୍ ଉଠାଇଥିଲେ । ଏହି ସମୟରେ ଅନେକ ଯୋ-ଦ୍ଧା ସାଜିଥିଲେ କୋରୋନା କୁ ବାଜି ମାରିବା ପାଇଁ । ସରକାର ଙ୍କ ତରଫ ରୁ ଅନେକ ପ୍ରକାର ର ବ୍ୟବସ୍ଥା ରହିଛି ।
ତେବେ କୋରୋନା ବିଷୟ ରେ ଜାଣିବା ପାଇଁ ସରକାର ଏକ ହେଲପଲାଇନ ୧୦୪ ର ବ୍ୟବସ୍ଥା କରିଥିଲେ । ଏଥିରେ ପ୍ରତ୍ୟେକ ଦିନ ୩୫ ହଜାର ରୁ ଅଧିକ କଲ୍ ଆସି ଥାଏ ଏହି ନମ୍ବର୍ କୁ । ସେଥି ମଧ୍ୟରୁ ୫୦୦ ରୁ ୭୦୦ ଟି କଲ୍ ହେଉଛି ଫେକ କଲ୍ । ମାତ୍ର କିଛି ଅ-ସା-ମା-ଜି-କ ଲୋକ ଙ୍କ ପାଇଁ ଦୁନିଆ ରେ କ-ଳୁ-ସି-ତ କର୍ମ ଲାଗି ରହିଛି । ଏହିପରି ମହାମାରୀ ସମୟରେ କିଛି ଲୋକ ଥଠା ମଜା କରୁଛନ୍ତି । ଏହି ୧୦୪ ନମ୍ୱର୍ କୁ କଲ୍ କରି କିଛି ଅ-ସା-ମା-ଜି-କ ଲୋକ ନିଜର ସମୟ ଅତିବାହିତ କରିବା ପାଇଁ ଝିଅ ପୁଅ ଆଦି ଭା-ଷା ପ୍ରୟୋଗ କରିଥାନ୍ତି । ଯାହା ଦ୍ଵାରା ସୁବିଧା ପାଇବା ମଣିଷ ସେଥିରୁ ବଞ୍ଚିତ ହୁଅନ୍ତି।
ଯାହା ଦ୍ଵାରା ସାଧାରଣ ମଣିଷ ଅ-ସୁ-ବି-ଧା ରେ ପଡ଼ୁଛନ୍ତି । ଗୋଟିଏ ନମ୍ୱର୍ ରୁ ଅନେକ ଥର କଲ୍ କରୁଛନ୍ତି । ବାରମ୍ବାର ଗୋଟିଏ ନମ୍ୱର୍ ରୁ ୪୦୦-୫୦୦ ଥର ଫୋନ୍ ଆସି ଥାଏ । ମହିଳା କର୍ମଚାରୀ ଙ୍କୁ କିଛି ଯୁବକ କୁଭାସା ରେ କଥା ହୋଇ ଥାନ୍ତି । ଯାହା ଦ୍ଵାରା କର୍ମଚାରୀ ମାନେ ଅ-ସ-ନ୍ତୁ-ଷ୍ଟ ପ୍ରକାଶ କରିଥାନ୍ତି । ଏହି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା କୌଣସି ପଦକ୍ଷେପ ନିଆ ଯାଇ ନାହି । ଭୁବନେଶ୍ୱର ପ୍ରଶାସନ ରୁ ସୂଚନା ମିଳିଛି ଯେ ଆଗାମୀ ଦିନ ରେ ଏହି ଘଟଣା ରେ କଡାକଡି ତଦନ୍ତ ହେବ । ଆସନ୍ତୁ ଶୁଣିବା ସେହି କଲ ରେକର୍ଡ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।