ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କୋରନା ମହାମାରୀ ପରେ ଆସିବାକୁ ଥିବା ନୂଆ ଭ୍ୟାରିଏଣ୍ଟ ପାଇଁ ଡିସେମ୍ବର ରେ ଆସିଲା ନୂଆ କଟକଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସାରା ବିଶ୍ଵ କରୋନା ମହାମାରୀ ରେ ଉବୁଡୁବୁ ହେଉଛି । ଭାରତ ର ସମସ୍ତ ରାଜ୍ୟ ରେ ବର୍ତ୍ତମାନ ଲକଡାଉନ୍ ଓ ସଟଡାଉନ୍ ଚାଲିଛି । ଦେଶର ଆର୍ଥିକ ପରିସ୍ଥିତି ତେଣୁ ବହୁତ୍ କଠିନ ଅବସ୍ଥା ରେ । କୋରନା ମହାମାରୀ ରେ ଏବେ ମ-ର-ଣ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ରେ ଲାଗିଛି । ଧିରେ ଧିରେ କୋରନା ତାର ଉ-ଗ୍ର ରୂପ ଦେଖାଇବାରେ ଲାଗିଛି ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ । ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ଙ୍କ ର କୋରନା ପରୀକ୍ଷା ହେଉଛି। ଅନେକ ଲୋକ ଆକ୍ରାନ୍ତ ବି ହେଉଛନ୍ତି।
ବର୍ତ୍ତମାନ ର ମହାମାରୀ ଯାହା ମଧ୍ୟ ସମସ୍ତଙ୍କ ପଦ ରେ ବେଢ଼ି ପକାଇଦେଇଛି । ସାରା ଭାରତ ରେ ଲୋକ ଏତେ ସଂଖ୍ୟା ରେ ଆଖି ବୁଜି ଦେଉଛନ୍ତି ଯେ ଦାହ କାର୍ଯ୍ୟ ପାଇଁ ଜାଗା ଟିକେ ବି ମିଳୁନାହିଁ । ସରକାର ମଧ୍ୟ କରୋନା ସଚେତନତା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ।
ଏବେ ଏବେ ଦୀର୍ଘ ଦୁଇ ମାସ ଧରି ଆମେ ସମସ୍ତେ ନିଜ ଘରେ ରହୁଥିଲୁ ସରକାର ଙ୍କ ନିୟମ ଅନୁସାରେ ଏବେ ଏବେ କିଛି ଦିନ ହେବ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ବ୍ୟବସ୍ଥା ବଳବତ୍ତର ରହୁଥିଲା ତାହା ଏବେ ମଧ୍ୟ ଚାଲୁଛି।
ଲକ୍ ଡାଉନ୍ ଟି ଅନ୍ ଲକ୍ ହେବାରେ ଥିଲା ହେଲେ ସରକାର କରୋନା ସ୍ଥିତି କୁ ଲକ୍ଷ କରି ପୁଣି ସେହି ଲକ୍ ଡାଉନ୍ କୁ ବଳ ବତ୍ତର ରଖିବା ପାଇଁ ନିଷ୍ପତି ନେଇଛନ୍ତି ଇତି ସହିତ ଏହି କଟକଣା କୁ ଆଂଶିକ ଭାବରେ କିଛିଟା ଓ କିଛି ସ୍ଥାନ ରେ ସ୍ତଗୀତ ରଖିବା ପାଇଁ ନିଷ୍ପତି ନେଇଛନ୍ତି କେବେ ଚାଲନ୍ତୁ ଜାଣିବା କେଉଁ କେଉଁ ସ୍ଥାନ ରେ କଟକଣା କୋହଳ ହୋଇଛି।ଏବେ ଏବେ କୋରାନ ସ୍ଥିତି କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ଗୋଟିଏ ଗ୍ରୁପ୍ ରେ ହିଁ ରଖିଛନ୍ତି।
ସୁନ୍ଦରଗଡ଼,ଝାରସୁଗୁଡ଼ା,ବରଗଡ଼,ସମ୍ବଲପୁର,ଦେବଗଡ଼,କଳାହାଣ୍ଡି,ବଲାଙ୍ଗୀର,ନୂଆପଡ଼ା,ସୁବର୍ଣ୍ଣପୁର,ଗଞ୍ଜାମ,ଗଜପତି,କନ୍ଧମାଳ,ବଉଦ,କୋରାପୁଟ,ନବରଙ୍ଗପୁର,ମାଲକାନଗିରି ଏବଂ ରାୟଗଡ଼ା ଏବଂ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ,ବାଲେଶ୍ଵର,ଭଦ୍ରକ,ମୟୂରଭଞ୍ଜ ଏବଂ କେନ୍ଦୁଝର ଏହି ସବୁ ଅଞ୍ଚଳ ପାଇଁ ସରକାର ଡିସେମ୍ବର ମାସ ପାଇଁ ଗାଇଡ ଲାଇନ୍ ବନାଇଛନ୍ତି ଯେଉଁଥିରେ ସରକାର ପୂର୍ବ ନଭେମ୍ବର ରେ ସବୁ କିଛି ଖୋଲା ହୋଇଯାଇଥିଲା । କିନ୍ତୁ ଏହି ଡ଼ିସେମ୍ବର ରେ ସରକାର ଙ୍କ ଗାଇଡ ଲାଇନ୍ ହେଉଛି କି ରାତି ୧୦ ରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ଓ ଏହା ସହିତ ସମସ୍ତ ସାମାଜିକ ସମାବେଶ ପାଇଁ ମଧ୍ୟ ପରମିସନ ମିଳିବନି ଏବଂ ଏହା ସହ ନୂଆ ବର୍ଷ ପାଳନ କରାଯିବ ନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।