ଆସୁଛି ବାତ୍ୟା ‘ଜୱାଦ,। 10 ଜିଲ୍ଲାକୁ IMD ଦେଲା YELLOW WARNING । ଜାଣନ୍ତୁ କେଉଁ ସବୁ ଜିଲ୍ଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସମସ୍ତଙ୍କୁ ଡରାଉଚି ବାତ୍ୟାର ଭୟ,କାଲିଠୁ ବଦଳିବ ବାତ୍ୟାର ପାଗ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ପ୍ରକୃତି ଖୁବ୍ ଶାନ୍ତ । ପ୍ରକୃତି ଯେତିକି ଶାନ୍ତ ହୋଇଥାଏ ତାଠୁ ଭି ଅଧିକ କଠିନ । ପ୍ରକୃତି ଯେତେବେଳେ ତାର କରାଳ ରୂପ ଦେଖାଇଥାଏ  ସେତେବେଳେ ସମଗ୍ର ଦୁନିଆ ଅର୍ଥାତ୍ ସମଗ୍ର ଜଗତ ତା ଆଗରେ ଫିକା ପଡି ଯାଇଥାଏ । ପ୍ରକୃତି ଯେତେବେଳେ ଖୁବ୍ ଅଧିକ ତୀବ୍ର ରୂପ ଧାରଣ କରିଥାଏ ଦେବେ ଠୁ ହିଁ ସମସ୍ତେ ନିଜେ ନିଜେ ସତର୍କ ହୋଇଯିବା ଆବଶ୍ୟକ । କାରଣ ପ୍ରକୃତି ପ୍ରକୃତି ନିଜେ ନିଜେ ହିଁ ଶାନ୍ତ ହୋଇଥାଏ । ପ୍ରକୃତି କୁ କେହି ଭି ଶାନ୍ତ କରି ପାରିବେ ନାହିଁ  । ଏବେ ଭି ମାଡି ଆସୁଛି ମହାବାତ୍ୟା ତେବେ ଚାଲନ୍ତୁ ଏହି ବାତ୍ୟା ସମ୍ବନ୍ଧ ରେ ଅଧିକ ତଥ୍ୟ ଜାଣିବା ।

 

ଆହୁରି ଅଧିକ ସକ୍ରିୟ ହେଉଛି ଆଣ୍ଡମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ। କେନ୍ଦ୍ରୀୟ ଆଣ୍ଡମାନ ସାଗର ରେ ଲଘୁଚାପ ପହଞ୍ଚି ସାରିଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖରେ ଏହା ଅବପାତ ର ରୂପ ନେବ। ପରବର୍ତୀ ୨୪ ଘଣ୍ଟା ରେ କେନ୍ଦ୍ରୀୟ ବୋଙ୍ଗପୋ ସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି। କାଲି ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଦ୍ରପ୍ରଦେଶ ଉପକୂଳ କୁ ଲ୍ୟାଣ୍ଡଫଲ କରିବ ।ଫଳରେ ଆସନ୍ତା କାଲି ଠାରୁ ଓଡ଼ିଶା ରେ ପାଗ ବଦଳିବ।୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଡିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ନୟାଗଡ଼ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସର୍ତକତା ଜାରି କରାଯାଇଛି । 

 

ତେବେ ବାତ୍ୟା ଜୱାଦ ସାଧାରଣତଃ ଉତ୍ତର-ପୂର୍ବ ଆଡକୁ ଗତି କରୁଛି ତାହେଲେ ଓଡ଼ିଶା ଆଡକୁ ବେଶୀ କିଛି ବିପଦ ନାହିଁ କିନ୍ତୁ ବର୍ଷା ଅଧିକ ମାତ୍ରା ରେ ହେବ। ଆଉ ଯଦି ବାତ୍ୟା ଉତ୍ତର-ପଶ୍ଚିମ ଦିଗ ଆଡକୁ ଗତି କରେ ତାହେଲେ ଓଡ଼ିଶା କୁ ଅଧିକ ପ୍ରଭାଵ ରହୁଚି ବୋଲି ପାଣିପାଗ ବିଶେଷଜ୍ଞ କହିଚନ୍ତି।ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ବାତ୍ୟା ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଂଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ କାଲିସୁଦ୍ଧା କୂଳକୁ ଫେରିଆସିବାକୁ ମତ୍ସଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *