ମାଡି ଆସୁଛି ବାତ୍ୟା ‘JAYOD, । 1999 ମସିହା ର ରେକର୍ଡ କାଟିବ JAYOD… ଏହି ୬ ଜିଲ୍ଲାକୁ କରାଳ ପ୍ରଭାବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା,ଏହି ୨ ଜିଲ୍ଲା ର ମଧ୍ୟରେ କରିବ ବାତ୍ୟା ଲ୍ୟାଣ୍ଡଫଲ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବାତ୍ୟା ର ଭୟ ଅକ୍ଟୋବର ମାସରେ ରହିଥାଏ । ପୂର୍ଵ ବାତ୍ୟା ର ଅଳ୍ପକେ ବର୍ତିଥିଲା ଓଡିଶା ହେଲେ ଏ ବାତ୍ୟା ସିଧା ମାଡ ହେବାର ପୂର୍ବାନୁମାନ କରାଯାଉଛି । ଏହାର କରାଳ ପ୍ରଭାବ 6 ଜିଲ୍ଲା ଉପରେ ପଡିବ ।

ଚଳିତ ବର୍ଷ କୁ ଦୃଷ୍ଟିପାତ କଲେ ବର୍ତ୍ତମାନ ସୁଦ୍ଧା ଦୁଇଟି ବାତ୍ୟାକୁ ଓଡ଼ିଶା ରାଜ୍ୟ ସାମ୍ନା କରିସାରିଲାଣି । ପୁଣି ବୋଝ ଉପରେ ନଳିତା ବିଡା ସଦୃଶ ଆଉ ଏକ ବାତ୍ୟା ବଙ୍ଗୋପସାଗରରେ ଦାନା ବାନ୍ଧୁଛି । ଯାହାର ନାମକରଣ ଜିୱାଦ ରଖାଯାଇଛି । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ର ରୂପ ନେଇ ୧୩ ତାରିଖ କୁ ବାତ୍ୟାର ରୂପ ଧାରଣ କରିବ ବୋଲି ଜଣାପଡିଛି । ଏଥି ବ୍ୟତୀତ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ହେଉଛି । ଆସନ୍ତା ୪୮ଘଣ୍ଟା ଭିତରେ ମଧ୍ୟ ଏହା ଲଘୁଚାପରେ ପରିଣତ ହେବ । ଏହା ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଏକତ୍ରିତ କରିବା ପରେ ସ୍ଥଳଭାଗକୁ ଛୁଇଁବ । 

 

ସମ୍ଭାବ୍ୟ ବାତ୍ୟା ଓଡ଼ିଶ‌ାରେ ମାଡ଼ ହେବ ବୋଲି IMD ପାଖରୁ  ପୂର୍ବାନୁମାନ କରୁଛନ୍ତି । କିନ୍ତୁ ବାତ୍ୟା ଦଶହରା ପରେ ଓଡ଼ିଶାରେ ମାଡ଼ ହେବ ବୋଲି ସୂଚନା ମିଳୁଛି । ୱିଣ୍ଡିର ଆକଳନ ଅନୁଯାୟୀ ଏହା ପୁରୀରୁ ପାରାଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିରେ କିମ୍ବା ୧୭ତାରିଖ ସକାଳ ସମୟରେ ଏହା ସ୍ଥଳଭାଗକୁ ଛୁଇଁ ପାରେ । ଏହା ଫଳରେ ଉପକୂଳ ଓଡ଼ିଶା , ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ରେ ଅଧିକ ବର୍ଷା ର ସମ୍ଭାବନା ରହିଛି । 

 

ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆଣ୍ଡାମାନ ରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେବ କି ନାହିଁ ଜଣାପଡ଼ିବ ବୋଲି ଅନେକ ପାଣି ପାଗ ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି । ତେବେ ଲଘୁଚାପ ବଳୟ ସୃଷ୍ଟି ହେଲେ ହିଁ ବାତ୍ୟା ଭ-ୟା-ବ-ହ-ତା ତଥା ଗତିପଥ ବିଷୟରେ ସ୍ପଷ୍ଟ ରୂପରେଖ ଦେଖିବାକୁ ମିଳିବ । ତେବେ ଓଡିଶାରେ ଯାହା ବି ଲଘୁଚାପ ବର୍ଷା , ବାତ୍ୟା ଆସନ୍ତା ୧୬ ଅକ୍ଟୋବର ପରେ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚିତ କରିଛି । ଏହାର ପ୍ରଭାବ ଓଡିଶା ର  କେନ୍ଦ୍ରାପଡା, ପୁରୀ , ଜଗତସିଂହପୁର, ଗଞ୍ଜାମ, ଭଦ୍ରକ,ବାଲେଶ୍ୱର । ଏହି 6 ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ହୋଇଥିବାରୁ ମିଳିଛି ବିପଦ ସଙ୍କେତ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *