ଗ୍ରାହକ ଙ୍କ ପାଇଁ ଆସିଲା ଖୁସି ଖବର । 90 ଟଙ୍କା ତଳକୁ ଖସିଲା ପେଟ୍ରୋଲ ଦର… ଜାଣନ୍ତୁ ନୂଆ ରେଟ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ବଡ଼ ଖବର ଜାଣିଲେ ଖୁସି ହେବେ । ଏହି ଡ଼ିସେମ୍ବର ରେ କମିଲା ପେଟ୍ରୋଲ ଓ ଡିଜେଲ ଦର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଏବେ ସମସ୍ତ ସ୍ଥାନ ରେ ପେଟ୍ରୋଲ ଦର କୁ ନେଇ ଲୋକେ ଖୁବ୍ ଚିନ୍ତା ରେ ପଡିଛନ୍ତି । ସମସ୍ତ ସ୍ଥାନ ରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢ଼ିବାରେ ଲାଗିଛି ଯାହା ପାଇଁ ଲୋକେ ଅସ୍ତ ବ୍ୟସ୍ତ ହୋଇ ଯାଉଛନ୍ତି । ପେଟ୍ରୋଲ ଦର ପାଇଁ ଆସ୍ତେ ଆସ୍ତେ ଖାଦ୍ୟ ପେୟ ର ସବୁ ଦର ବୃଦ୍ଧି ପାଇବାରେ ଲାଗିଛି ଯାହା ପାଇଁ ସମସ୍ତେ ଚିନ୍ତା ମଗ୍ନ ହୋଇ ପଡ଼ୁଛନ୍ତି । ପେଟ୍ରୋଲ ଦର ବଢିବ  ପଛରେ ପ୍ରକୃତ ରହସ୍ୟ କଣ ତାହା ଜଣା ପଡୁନି । ଯାହା ପାଇଁ ଲୋକେ ଘରୁ ଗାଡ଼ି ଖୋଲିବା ପାଇଁ ବି ଚାହୁଁ ନାହାନ୍ତି । ଯାହା ପାଇଁ ବଡ଼ ବଡ ଗାଡ଼ି ହେଉ କି ଛୋଟ ଦୁଇ ଚକିଆ ଗାଡ଼ି ଚାଳକ ମାନେ ଆଉ ଗାଡ଼ି ବାହାର ନ କରିବା ପାଇଁ ଖୁବ୍ ଚିନ୍ତିତ ହୋଇ ପଡ଼ୁଛନ୍ତି । କିନ୍ତୁ ସତ କହିବା ପାଇଁ ଗଲେ ପେଟ୍ରୋଲ ଦର ଓ ଡିଜେଲ ଦର ବୃଦ୍ଧି ନେଇ ଖୁବ୍ ଅମଙ୍ଗ ହେଉଛନ୍ତି ଲୋକେ ।

 

ସରକାର ଙ୍କ ଠାରୁ ଆସିଛି ନୂଆ ନିୟମ ଯାହା ପାଇଁ ସମସ୍ତେ ଖୁସି ମଧ୍ୟ ହୋଇ ପାରିବେ ଓ ଖୁବ୍ ଆଶ୍ଵାସନା ଅନୁଭବ କରିବେ । ତେବେ ପ୍ରକୃତ କଥା ହେଉଛି କି ଗାଡ଼ି ଚଳାଉଥିବା ଗ୍ରାହକ ମାନଙ୍କ ପାଇଁ ଯାହା ଶୁଣିଲେ ଆପଣ ଖୁସି ମଧ୍ୟ ହୋଇ ଯାଇ ପାରନ୍ତି । ଯେଉଁ ଦିନ କୁ ଖୁବ୍ ଦିନ ଆଗରୁ ଅପେକ୍ଷା କରି ଚାହିଁ ରହିଥିଲେ ସରକାର ଦୀପାବଳୀ ଉପଲକ୍ଷେ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛନ୍ତି ଏକ ବିଚିତ୍ର ଉପହାର ଯେଉଁଥିରେ କି ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇବ । ଆଜି ରାତି ୧୨ ଠାରୁ ଏହି ନିୟମ ଲଗୁ ହେବ । ପେଟ୍ରୋଲ ଦର ୫ ଟଙ୍କା କିଣିବା ସହିତ ଡିଜେଲ ଦର ୧୦ ଟଙ୍କା ହ୍ରାସ ପାଇବା ନେଇ ସରକାର କହିଛନ୍ତି ଯେଉଁ ଖବର ପାଇବା ପାରେ ଗ୍ରାହକ କିଛି ପରିମାଣ ରେ ଖୁସି ଅନୁଭବ କରୁଥିବେ ।

 

ବହୁତ୍ ଦିନ ଆଗରୁ ଲୋକ ଅପେକ୍ଷା କରି ବସିଥିଲେ କେବେ ଏହି ପେଟ୍ରୋଲ ଦର କମିବ ଏବେ ସେହି ଦିନ ଆସିଯାଇଛି ବିଧ ହୁଏ ଲୋକେ ଏହି ଖବର ଶୁଣିବା ପରେ ଭାବୁଥିବେ କି ଏହା ଠାରୁ ଆଉ ବଡ଼ ଉପହାର ଆମ ପାଇଁ କିଛି ନାହିଁ । ଏହା ହିଁ ଦୀପାବଳୀ ର ପ୍ରକୃତ ଭେଟି ଗ୍ରାହକ ମାନଙ୍କ ପାଇଁ ।ଏବେ ଆସିଲା ବିରାଟ ଘଟଣା ଯାହା ଶୁଣିଲେ ଆପଣ ଖୁସି ହୋଇଯାଇ ପାରନ୍ତି । ଏହି ଡ଼ିସେମ୍ବର ରେ କମିବାକୁ ଯାଉଛି ପେଟ୍ରୋଲ ଡର ଦିଲ୍ଲୀ ସରକାର କହିଲେ ଏହି ବୁଧବାର ଠାରୁ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଲେଖା କମିଯିବ ।

 

ଏହି ଡିସେମ୍ବର ରେ ପେଟ୍ରୋଲ ଦର କମିଥିବା ଲିଷ୍ଟ ଅନୁସାରେ ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୪୦ ପଇସା ଥିବାବେଳେ ଡିଜେଲ ଲିଟର ୯୧ ଟଙ୍କା ୪୩ ପଇସା , ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୯୭ ପଇସା ଥିବାବେଳେ ମୁମ୍ବାଇରେ ଲିଟର ପିଛା ୧୦୯ ଟଙ୍କା ୯୮ ପଇସା ରହିଛି, ମୁମ୍ବାଇରେ ଲିଟର ପିଛା ୯୪ ଟଙ୍କା ୧୪ ପଇସାରେ ବିକ୍ରି ହେଉଛି । ଏହା ବ୍ୟତୀତ କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୪ ଟଙ୍କା ୬୭ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୮୯ ଟଙ୍କା ୭୯ ପଇସାରେ ବିକ୍ରି ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *