ସୁର ରାଉତ ଫୁଣି କମ୍ପିଲେ । ତମେ କଲେ ନୀଳା ଆଉ ଆମେ କଲେ… ଦେଖ Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁର ରାଉତରାୟ ଙ୍କ ମୁହଁ ରୁ ବାହାରିଲା ଆମେ କରିଲେ ଲୀଳା ତୁମେ କରିଲେ କଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେ ମାନେ ରାଜନୀତି ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ ।  ରାଜନୀତି କରିବା ପାଇଁ ହେଲେ ନିଜର ପରିଚୟ ନିଜକୁ ଗଢ଼ିବା ପାଇଁ ପଡ଼ିଥାଏ ।  ଆପଣ ମାନେ ରାଜନୀତି ର ସମସ୍ତ ଦଳ ବିଷୟରେ ଖୁବ୍ ଭଲ ଭାବରେ ପରିଚିତ ଥିବେ ।  ଯାହାଙ୍କୁ ଆମେ ସମସ୍ତେ ସୁର ଭାଇ ବୋଲି କୋହିଥାଉ । ଯିଏ କି କାହାକୁ କେବେ ହେଲେ ଡରି ନଥାନ୍ତି । ସମସ୍ତଙ୍କୁ ମୁହଁ ସାମ୍ନା ରେ ସାମ୍ନା କରିଥାନ୍ତି । ରାଜନୀତି ଯାହା କରିବା ପାଇଁ ନିଜକୁ ସେତିକି ଯୋଗ୍ୟ ରଖିବା ଆବଶ୍ୟକ ହୋଇଥାଏ । କାହା କାନ୍ଧ ବନ୍ଧୁକ ରଖି ଗୁଳି କରିବା  ସମ୍ପୂର୍ଣ ରୂପେ ଭୁଲ । ଏହା ସହିତ ଭି ସବୁଠାରୁ ଅଧିକ ମାତ୍ରା ରେ ପରିଚିତ ଥିବେ କଂଗ୍ରେସ ଦଳ ସହିତ । ଯାହା କି ଇଂରାଜୀ ଶାସନ ଠାରୁ ଆରମ୍ଭ ହୋଇ ଏବେ ସୁଦ୍ଧା  କାର୍ଯ୍ୟ କାରୀ ହେଉଛି । 

 

ଏହି ଦଳ ସହିତ ଖୁବ୍ ଅଙ୍ଗାଙ୍ଗୀ ଭାବରେ ଯୋଡ଼ିତ ବୋଲି କହିବା ପାଇଁ ଗଲେ ଜଟଣୀ ବିଧାୟକ ସୁର ରାଉତରାୟ ।ଏହି ଜଟଣୀ ବିଧାୟକ ସୁର ରାଉତରାୟ ଙ୍କୁ ଯେତେବେଳେ କିଛି କ୍ୟାମେରା ଆଗରେ କହିବା ପାଇଁ ପଡିଲେ ଭି ସେ ଡରି ନଥାନ୍ତି । ଚୀନ ଚାପ ରେ ପଡ଼ି ଗଲେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ଯେଉଁଥିପାଇଁ ଏହି ବିଶ୍ୱସ୍ତରୀୟ ସଂଗଠନକୁ ତୀବ୍ର ସମାଲୋଚନା କରାଯାଉଛି । ଦକ୍ଷିଣ ଆଫ୍ରିକାରେ କରୋନା ର ନୂତନ ପ୍ରକାରର ନାମକରଣ କରା ହୋଇଛି ଯାହା ପାଇଁ ଡବ୍ଲୁ . ଏଚ୍ . ଓ ବହୁତ୍ ସମସ୍ୟା ମଧ୍ୟରେ ଘେରି ରହିଛି । ଶେଷରେ ଡବ୍ଲୁ . ଏଚ୍ . ଓ ଏହି ନୂଆ ଭ୍ୟାରିଏଣ୍ଟ କୁ ଗୋଟିଏ ନୂଆ ନାମ କରଣ କରିଛି ଯାହା କି ଓମିକ୍ରନ୍ ଭାବରେ ନାମିତ ହୋଇଛି । 

 

ଏହି ନାମକରଣ ପାଇଁ, ସର୍ବଭାରତୀୟ ସଂସ୍ଥା ଜାଣିଶୁଣି ଗ୍ରୀକ୍ ବର୍ଣ୍ଣମାଳାର ୧୩ ତମ ଏବଂ ୧୪ ତମ ଅକ୍ଷର ‘ନୂତନ ଏବଂ ଜେଇ’  କୁ ଛାଡି ଦେଇଛନ୍ତି । ପୂର୍ବରୁ ଏହି ଭ୍ୟରିଏଣ୍ଟ କୁ ଗୋଟିଏ ଅଲଗା ନାମ ଦିଆ ହୋଇଥିଲା ଯାହା କି ସମ୍ପୂର୍ଣ ସାଧାରଣ ଥିଲା ଯାହା କି ଆଲଫା, ବିଟା, ଗାମା, ଡେଲଟା ।ସୂଚନା ଅନୁସାରେ  ଚୀନ୍ ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନାମ ଲେଖା ହୋଇଛି ଏବଂ ଡବ୍ଲୁ . ଏଚ୍ . ଓ ଏହି ବିପଜ୍ଜନକ ପ୍ରକାରର ନାମ ବଦଳାଇ ଦେଇଛି  ଯାହା ଚୀନ୍ ରାଷ୍ଟ୍ରପତିଙ୍କ ନାମ ସହିତ ସଠିକ୍ ମେଳ ହେତୁ ଖାଉଥିବା ହେତୁ ପରିବର୍ତ୍ତନ କରା ହୋଇଛି ।

 

ତେବେ ଏହି ନୂଆ ଭ୍ୟାରିଏଣ୍ଟ ଆସିବା ଯୋଗୁଁ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ତାହା ଆମେ ସମସ୍ତେ ଜାଣିଛୁ ଯାହା ପାଇଁ ସରକାର ବିଭିନ୍ନ ସ୍ଥାନ ରେ ଟ୍ରେନ ଆଦି ବନ୍ଦ କରି ଦେଇଛନ୍ତି ବାହାର ଲୋକ ଙ୍କୁ ଆସିବା ବନ୍ଦ ହୋଇଯାଇଥିବା ବେଳେ ସମସ୍ତ ସମାବେଶ ପାଇଁ ୫୦ ଜଣ ଲୋକ ଙ୍କୁ ଆସିବାକୁ ଅଧିକାର ଦେଇଛନ୍ତି । ଯାହା ପାଇଁ ଆଜି ମିଡ଼ିଆ ଆଗରେ ସୁର ରାଉତରାୟ କହିଛନ୍ତି କି ସରକାର ଙ୍କ ର ଏହା କିଭଳି ପଦକ୍ଷେପ । ବି ଜେ ଡି ରେ ଯେ ଯେଉଁ ରାଲି ଓ ସଭାଯାତ୍ରା ହେଉଛି ଯାହା  ସେଥିରେ କେତେ ଲୋକ ଯାଉଛନ୍ତି ତାହା ପ୍ରଶ୍ନ କରିଛନ୍ତି ସୁର ଓ ଏଥି ସହିତ କହିଛନ୍ତି କି ସେମାନେ କଣ କୋଭିଦ୍ କଟକଣା ମାନୁଛନ୍ତି ତେବେ ଏହି ସାଧାରଣ ଜନତା କଣ କରିବେ ତାଙ୍କ ପାଇଁ ଏମିତି କେମିତି ବିନା କିଛି ମିଟିଂ ରେ ପଦକ୍ଷେପ ନେଇ ନେଉଛନ୍ତି ସରକାର ତାହା ପ୍ରଶ୍ନ କରିଥିଲେ ସୁର ରାଉତରାୟ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *