ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ।୨୦୨୧ ରେ କେମିତି ରହିଛି ଗ୍ରହ ମାନଙ୍କର ଫଳ ଫଳ କେମିତି କରିବେ ଏହା ର ପ୍ରତିକାର । ଧନୁ ରାଶି ର କଣ ରହିଛି ଫଳ ଫଳ ଏହାର ର ପ୍ରତିକାର ବିଷୟରେ । ସମସ୍ତ ତଥ୍ୟ ପାଇବା ପାଇଁ ଶେଷ ପର୍ଯ୍ୟନ୍ତ ପଢନ୍ତୁ
ଧନୁ ରାଶି ରେ ଧନୁ ରେ ରବି , ବୁଦ୍ଧ କର୍କଟ ରେ ଚନ୍ଦ୍ର ,ମେଷ ରେ ମଙ୍ଗଳ , ମକର ରେ ଗୁରୁ ଶନି,ବିଛା ରେ ଶୁକ୍ର କେତୁ ,ବୃଷ ରେ ରହୁ ଥିବା ସମୟ ରେ ବର୍ଷା ଚକ୍ର ଆରମ୍ଭ ହେଉଛି।ଗୁରୁ ୨୦୨୧ ମସିଆ ଏପ୍ରିଲ୍ ମାସ ୬ କୁମ୍ଭ ରାଶି କୁ ଗମନ କରିବେ ସେପ୍ଟେମ୍ବର ୧୪ ମକର ରାଶି କୁ ବକ୍ରି ହେବେ ନଭେମ୍ବର ମାସ ୨୧ ପୁନରାୟ କୁମ୍ଭ ରାଶି କୁ ଗମନ କରି ୨୦୨୨ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ କୁମ୍ବ୍ ରାଶି ରେ ରହିବେ ।ତେବେ ୨୦୨୧ ରେ ଶନି ମକର ରାଶିରେ ,ରହୁ ବୃଷ ରାଶିରେ କେତୁ ବିଛା ରାଶିରେ ଅବସ୍ଥାନ କରିବେ ତେବେ ଚାଲନ୍ତୁ ଜାଣିବା ଏହି ବର୍ଷ ରେ ଧନୁ ରାଶି ଫଳ ।
ତେବେ ୨୦୨୧ ରେ ଧନୁ ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କ ର ରବି ବୁଦ୍ଧ ପ୍ରଥମ ଭାଗରେ ,ମଙ୍ଗଳ ପଞ୍ଚମ ଭାଗରେ ଏବଂ ଗୁରୁ ଶନି ତୃତୀୟ ଭାଗରେ ଏବଂ ଶନି ଦ୍ଵାଦଶ ଭାଗରେ ରହୁ ଷଷ୍ଟ୍ ଭାଗ ରେ ଅବସ୍ଥାନ କରୁଛନ୍ତି ଯାହା ଦ୍ଵାରା ଗୁରୁ ରହୁ ଶୁଭ ଫଳ ପ୍ରଦାନ କରିବେ ଅନ୍ୟ ଗ୍ରହ ମାନେ ଶୁଭ ଫଳ ପାଇଁ ପ୍ରତିକାର କରିବାକୁ ପଡ଼ିବ । ବେସେଶ୍ୱତ ମହା ଦଶା ଅନ୍ତ ଦାସ ଶୁଭ ଥିଲେ ଗୁଚାର ଗ୍ରହ ମାନଙ୍କ ର ସେତଟା ପଡ଼ିବ ନାହିଁ ।
ବର୍ଷ ଆରମ୍ଭ ରୁ ଗୁରୁ ଧନୁ ରେ ରହି ଚନ୍ତି ଆକସ୍ମିକ ଧନ ପ୍ରାପ୍ତି ହବ ଫଳ ରେ ଅତ୍ୟନ୍ତ ଶୁଭ ଫଳ ଲାଭ କରିବେ ଏବଂ ଧନୁ ରାଶି ବେକ୍ତ ଙ୍କ ର ପାର୍ଟନର ଙ୍କ କେରୀୟର ର ଶୁଭ ଫଳ ମିଳିବ ।ଧନୁ ରାଶି ର ନେକ୍ତି ର ବିବାହ ଯୁଗ ସୃଷ୍ଟି ହେଉଥିବାରୁ ଅବିବାହିତ ମାନେ ବିବାହ କରିବେ ଏବଂ ବିବାହିତ ଜୀବନ ରେ ସୁଖ ମିଳିବ ।ବହୁ ଦିନ ରେ ରୁଗା କଷ୍ଟ ରୁ ମୁକ୍ତି ମିଳିବ ।ପରିଶ୍ରମ କରି ଜଉ କାର୍ଯ୍ୟ କରିବେ ତାହାର ଭଲ ଫଳ ମିଳିବ ସହ ଅଟକି ଥିବା କାର୍ଯ କୁ ପୁରାଣ କରି ପାରିବେ ।ହତାତ୍ ଆପଣ ଭାଗ୍ୟ ସମର୍ଥନ କରିବା ଫଳ ରେ କାମ ରେ ବୃଦ୍ଧି ହେବ ।
ପ୍ରକ୍ରମ ଶକ୍ତି ରେ ଉନ୍ନତି ହେବ ।ବିମାନ ରେ ଦୁର ଯାତ୍ରା କରି ପାରନ୍ତି ନୂତନ ଯୁଜନା ସଫଳ ହେବ ।ଆଧ୍ୟାତ୍ମିକ ପ୍ରତି ଆପଣ ଙ୍କ ର ବୃଦ୍ଧି ପାଇବ ଘରେ ପୂଜା ପାଠ କରିବେ ।ଯେ କୌଣସି ତୀର୍ଥ ସ୍ଥାନ ପରିଦର୍ଶନ କରି ପାରନ୍ତି । ରହୁ ଷଷ୍ଠ ଭାଗରେ ବୃଷ ରାଶି ରେ ଥିବାରୁ ରାଜ ଯୋଗ ସୃଷ୍ଟି କରି ପାରନ୍ତି । ଯାହା ଫଳ ରେ ମିତ୍ର ଙ୍କ ଦ୍ଵାରା ବନ୍ଦ ଥିବା କାର୍ଯ୍ୟ ଚାଲୁ କରି ପାରନ୍ତି ।
ବାସସ୍ଥାନ ବା ଯାନ ବାହାନ ନବୀକରଣ କରିବା ରେ ସୁଜଗ ପାଇବେ ।ସୁଖ ସମୋଦ ପ୍ରାପ୍ତି ହବା ସହ ନୂତନ କାର୍ଯ୍ୟ ମନ ବଳେଇବେ । ଆର୍ଥିକ ଦିଗ ରେ ଉନ୍ନତି ହେବ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ ।