ସୁର ଭାଇ ଏମିତି କହିଲେ ମୁନମୁନ ଙ୍କୁ… ଭିଡ଼ିଓ ଦେଖିଲେ ହସି ହସି ଗଡିଯିବେ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ପ୍ୟାଡ୍  ରୁ ଡ୍ର-ଗ୍ସ ବାହାରିଲା ଏହି ଖବର କୁ ଜାଣିବା ପରେ ସୁର ବାବୁ କେଉଁ ସବୁ କଥା କହିଥିଲେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଓ Video ଦେଖିବା କଣ କହିଲେ ସୁର ଭାଇ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ପ୍ୟା-ଡ୍ ରୁ ଡ୍ର-ଗ୍ସ ବାହାରିଲା ଏହି ଖବର କୁ ଜାଣିବା ପରେ ସୁର ବାବୁ କହିଥିଲେ ଏହି ସବୁ କଥା । ସୁର ବାବୁ କହିଲେ, କାଲି ଜଣେ ମୁନମୁନ ବୋଲି ମହିଳା ଟି ନିଜର ପ୍ୟା- ଡ ଭିତରେ ଲୁଚାଇ ନିଶା ନେଇ ଯାଉଥିଲେ ।ଏମାନେ ତ ଭାରତ କୁ ପୁରା ନଷ୍ଟ କରିଦେବେ ବୋଲି କହିଥିଲେ ସୁର ବାବୁ ।

ଏବେ ବ୍ରାଉନ ସୁଗାର କଟକ ,ଭୁବନେଶ୍ୱର ,ଖୋର୍ଦ୍ଧା ଏବଂ ଜଟଣୀ ରୁ ପ୍ରତିଦିନ ସିଜ୍ କରା ଯାଉଛି । ଏହା କହିବା ପରେ ସୁର ବାବୁ ଏହାକୁ ସିଜ କରୁଥିବା କମିଶନ କୁ ମଧ୍ୟ ଧନ୍ୟବାଦ ଜଣାଇ ଛନ୍ତି । ଭୁବନେଶ୍ୱର ର କମିଶନ୍ ପ୍ରିୟଦର୍ଶୀ ଙ୍କୁ ସୁର ବାବୁ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ଜଣାଇବା ପରେ ସେ ତାଙ୍କୁ କହିଲେ କି ପ୍ରିୟଦର୍ଶୀ ତୁମେ ଆହୁରି ରେ-ଡ କର ଆଉ ଅଧିକ ରୁ ଅଧିକ ଏହି ସବୁ ନିଶା ଜାତ ଦ୍ରବ୍ଯ କୁ ଶିଜ୍ କରିଦିଅ ।

ଏହି ସବୁ ନିଶା ଖାସ୍ କରି ଧନୀ ଲୋକ ମାନେ କରୁଛନ୍ତି ବୋଲି କହିଛନ୍ତି ସୁର ବାବୁ । ପ୍ୟା-ଡ୍ ଭିତରୁ ଯେଉଁ ଟିକେ ନିଶା ଦ୍ରବ୍ଯ ବାହାରିଛି ସେତିକି ନିଶା ର ଦାମ ହେଉଛି ୮୦ ଲକ୍ଷ ଟଙ୍କା ।ଏହା ପରେ ସୁର ବାବୁ କହିଲେ କି ଏହି ସବୁ ନିଶା ପ୍ରାୟତଃ ବହୁତ୍ ଧନୀ ଲୋକ ମାନଙ୍କ ଠାରୁ ସିଜ ହୋଇଛି ଏମିତି ଆମର ଓଡ଼ିଶା ରୁ ମଧ୍ୟ କିଛି ଲୋକ ମାନଂକ ଠାରୁ ବାହାରିଛି ୧.୫ କୋଟି ରୁ ୨ କୋଟି ର ନିଶା ଦ୍ରବ୍ଯ ।

ଏହା ମଧ୍ୟ କହିଲେ କି ଏହିପରି ଦାମିକିଆ ନିଶା ଖାଉଛନ୍ତି ସେହିପରି ପୁଅ ମାନେ ଯେଉଁ ମାନେ କି ଦେଖିବାକୁ ମଧ୍ୟ ଝିଅ ମାନଙ୍କ ପରି । ଶେଷ ରେ ସୁର ବାବୁ କହିଥିଲେ ଯେ ଆମର ତ ହେଉଛି ଗରିବି ଦେଶ ଏବଂ ଗରିବ ରାଜ୍ୟ । ଏହି ସବୁ ଦାମିକିଆ ନିଶା ଜାତ ଦ୍ରବ୍ଯ କୁ ଆଣି ଆମ ଭାରତ ଏବଂ ଆମ ରାଜ୍ୟ କୁ ନଷ୍ଟ କରି ଦେବ । ଏହି ସବୁ କୁ ସରକାର ତୁରନ୍ତ ବନ୍ଦ କର ଏବଂ ଯେଉଁ ମାନେ ଏହି ପରି ନିଶା ଜାତ ଦ୍ରବ୍ୟ ସେବନ କରୁଛନ୍ତି ଏବଂ ବେପାର କରୁଛନ୍ତି ସେ ସମସ୍ତଙ୍କୁ ଜେ-ଲ କୁ ପଠାଅ । ଆସନ୍ତୁ ଦେଖିବା VIDEO କଣ କହିଲେ ସୁର ମୁନୁମନ ଙ୍କୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *