ତପଶ୍ୱନୀ ଓ ସୁମିତି ଙ୍କୁ ସୁର ଦେଲେ ଫର୍ମୁଲା । ଭିତରକୁ ଗଲେ ଛୁଆ ନିଶ୍ଚୟ । ଭିଡ଼ିଓ ଦେଖିଲେ ହସି ହସି ଗଡ଼ିବେ…

 

ଦର୍ଶକ ବନ୍ଧୁ ଆପଣ ମାନେ ତ ତପସ୍ୱିନୀ ଙ୍କ ମାମଲା ବିଷୟରେ ଅଳ୍ପ ବହୁତେ ନିହାତି ଅବଗତ ଥିବେ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଙ୍କ ମାମଲା ଏବଂ ବର୍ଷା – ଅନୁଭବ ଙ୍କ ଘଟଣା କୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏଭଳି କିଛି କଥା ଯାହା କି ବର୍ତ୍ତମାନ ସମୟ ରେ ମିଡ଼ିଆ ରେ ଚହଳ ସୃଷ୍ଟି କରିଛି ।

 

 ବର୍ତ୍ତମାନ ସମୟ ରେ ସୁର ରାଉତରାୟ କହିଛନ୍ତି ଯେ ,ତପସ୍ୱିନୀ ଙ୍କ କେସ ରେ ଆସ୍କା କୋର୍ଟ ଯେଉଁ ନିଷ୍ପତ୍ତି ନେଇଛି ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।କୋର୍ଟ ର ନିଷ୍ପତ୍ତି ଅନୁସାରେ ,ତପସ୍ୱିନୀ ଏବଂ ତାଙ୍କର ସ୍ବାମୀ ଗୋଟେ ଘର ଭିତରେ ହି ରହିବେ ଆଉ ସେ ରହୁଥିବା ଘର ଭିତରକୁ ନା ତାଙ୍କର ଶାଶୁ ଶସ୍ୱର ନା ତାଙ୍କର ବାପା ମାଆ କେହି ବି ଯିବେ ନାହିଁ ।

 

 

 ତେବେ ଏହାପରେ ସୁର ରାଉତରାୟ ଏହା କହିଛନ୍ତି ଯେ ,ଦୁଇ ଜଣ ଯେତେବେଳେ ଗୋଟେ ଘର ଭିତରେ ରହିବେ ତା ପରେ ଦୁଇ ଜଣ ଯାକ ଘସାଘଷି ହେଇ ସେମାନଙ୍କ ମଧ୍ୟରେ ପୁଣି ନିବିଡତା ଫେରି ଆସିବ ।ତେବେ ଏହା କହିବା ପରେ ସୁର କହିଛନ୍ତି ଯେ ,ଯାହା ହେଉ ଏକ ଭଲ ନିଷ୍ପତ୍ତି ନେଇଛନ୍ତି ସେ ବିଚାରପତି ଏବଂ ପୁଣି କହିଛନ୍ତି ଯେ ଘସାଘସି ମାନେ ହେଉଛି ମିଶାମିଶି । 

 

 

ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଯେମିତି ସ୍ନେହ ବଢିବ ,ସମ୍ପର୍କ ବଢିବ ,ଏକତା ବଢିବ ଏବଂ ଅଳ୍ପ ଦିନ ରେ ଯେମିତି ପିଲା ହେବ ।ଏହା ପରେ ପୁଣି ଶେଷ ରେ ଏହା କହିଛନ୍ତି ଯେ ,ବର୍ଷା ଓ ଅନୁଭବ ମଧ୍ୟ ଏକାଠି ହୋଇଯିବା ଦରକାର । ଜର୍ଜ ତାଙ୍କ ପାଇଁ ମଧ୍ୟ ଏମିତି ଏକ ନିଷ୍ପତି ନେବା ଦରକାର ,ଏମାନେ ତ ଗୋଟେ ଘରେ ଘାସାଘଷି ହେବେ ,ବର୍ଷା ଆଉ ଅନୁଭବ ରମ୍ପାରମ୍ପି ହେବେ । 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *