ଦେଖ ମୂ-ର୍ତ୍ୟୁ ର ଏହି LIVE ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ଆଉ ଥରିବେ…

ଅ-ସା-ବ-ଧା-ନ-ତା ନେଲା ଜୀବନ । ମଜା କରୁ କରୁ ଗଲା ଜୀବନ । ତେବେ କିପରି ଘଟିଲା ଏହି ଅ-ଭା-ବ-ନୀ-ୟ ଘଟଣା ଆସନ୍ତୁ ଜାଣିବା। ମୂ- ର୍ତ୍ୟୁ ର LIVE ଭିଡ଼ିଓ । ଦେଖିବା ଭିଡ଼ିଓ ପ୍ରଥମେ ପଢ଼ିନେବା ଖବର ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅ-ସା-ବ-ଧା-ନ-ତା ନେଲା ଜୀବନ । ମଜା କରୁ କରୁ ଗଲା ଜୀବନ । ତେବେ କିପରି ଘଟିଲା ଏହି ଅ-ଭା-ବ-ନୀ-ୟ ଘଟଣା ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସଂସାରରେ ମଣିଷ ଜୀବନ ର ଛକାପଞ୍ଝା ଖେଳ ଭିତରେ ଅତିବାହିତ ହୋଇଥାଏ । ଜନ୍ମ ମ-ର-ଣ ଏ ଦୁଇଟି ପରଷ୍ପର ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ । ସଂସାରରେ ପରିଚାଳିତ ହେଉଥିବା ସମସ୍ତ ମାନବ କାଳର କରାଳ ଗତିରେ କେବେ ବି ବର୍ତ୍ତି ପାରନ୍ତି ନାହିଁ । ବିଧାତା କେତେବେଳେ କାହା ଉପରେ ଦାଉ ସାଧିବ ଏହା କେହି ବି ଜାଣି ନାହାନ୍ତି । ଆମ ସମସ୍ତଙ୍କ ଜୀବନର ମାନଦଣ୍ଡ ସେହି ଭଗବାନ ଙ୍କ ଉପରେ ନ୍ୟସ୍ତ । କେତେବେଳେ କିଏ ବଞ୍ଚିବ ଓ ଚାଲିଯିବ ତାହା କେହି ଜାଣି ନଥାନ୍ତି । ସାମାନ୍ୟ ଅସାବଧାନତା ଯୋଗୁଁ କିପରି ନିଜର ପ୍ରା-ଣ ହ-ରା-ଇ ଥାନ୍ତି ତାହାର ଏକ ଉଦାହରଣ ଆସି ପହଞ୍ଚିଛି ଆମ ନିକଟ ରେ । 

 

ଅ-ଭା-ବ-ନୀ-ୟ ଘଟଣା କେବେ ହେଲେ କହି ଆସି ନଥାଏ । ତେଣୁ ଯିଏ ଯେତେ ସତର୍କତା ଅବଲମ୍ବନ କରି ରହିଲେ ମଧ୍ୟ ଏହାକୁ ଏଡାଇ ଦେଇ ହୁଏନାହିଁ । କିନ୍ତୁ ବି-ପ-ଦ ର ପରିମାଣ କମି ଯାଇପାରେ । ତେବେ ସମସ୍ତଙ୍କ ଜୀବନ ରେ ନାନା ପ୍ରକାର ବି-ପ-ଦ ଆସିଥାଏ । ସେହି ବି-ପ-ଦ କୁ କିପରି ଆମେ ସମ୍ଭାଳି ପାରିବା ତାହା ପାଇଁ ସବୁ ବେଳେ ସଜାଗ ରହିବା ଉଚିତ୍ । ତେବେ ବେଳେ ବେଳେ ଆମ ସହିତ ଅଜାଣତରେ ଅନେକ ଘଟଣା ଘଟିଯାଏ । ତେବେ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଭା-ଇ-ରା-ଲ ହେଉଛି ଏକ ଭିଡ଼ିଓ । 

 

ଭା-ଇ-ରା-ଲ ହୋଇଥିବା ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବକ ଜଳପ୍ରପାତ ରେ ବି-ପ-ଦ-ଜ-ନ-କ ଭାବେ ତଳକୁ ଖସୁ ଥିଲେ । ସୁଇମିଂ ପୋଲ ର ସ୍ଲୋପ ରେ ଖସିବା ପରି ତଳକୁ ଖସୁ ଥିଲେ । ଏହି ସମୟ ରେ ତାଙ୍କ ସାଙ୍ଗ ମାନେ ପାହାଡ଼ ଉପରେ ଥାଇ ଭିଡ଼ିଓ କରୁଥିଲେ । ଖସିବା ସମୟରେ ପଥର ରେ ମୁଣ୍ଡ ପିଟି ହୋଇ ଗଲା ଓ ଯୁବକ ଜଣଙ୍କ ସିଧା ଯାଇ ଗଭୀର ପାଣି ରେ ପଡ଼ିଥିଲେ । ତାଙ୍କର ଏହି ମଜା ତାଙ୍କର ଜୀବନ ନେଇ ଗଲା । ଘଟଣା ଟି ମାଲକାନିରିର କାଲିମେଳା ଅନ୍ତର୍ଗତ ବେଢାଙ୍ଗି ବଢ଼ା ପଞ୍ଚାୟତ ର ବେହେରା ଗୁଡା ନିକଟ ରେ ଘଟିଛି । 

 

ସାଙ୍ଗ ମାନଙ୍କ ସହିତ ମଜା କରି ଗାଧୋଇବା ପାଇଁ ସେଠାକାର ଜଳପ୍ରପାତ କୁ ଯାଇ ଥିଲେ ଗମ୍ଭା କେଣ୍ଡା ପଞ୍ଚାୟତ ଏମ୍ପିଭି ୨୬ ଗ୍ରାମ ର ବିଜୁ ମଣ୍ଡଳ । ଜଳପ୍ରପାତ ରେ ଖସିବା ସମୟରେ ତାଙ୍କର ମୁଣ୍ଡ ପିଟି ହୋଇ ଗୁ-ରୁ-ତ-ର ଆହତ ହୋଇଥିଲା । ସାଙ୍ଗ ମାନେ ଉ-ଦ୍ଧା-ର କରି ଏମଭି ୨୧ କୁ ନେଇ ପରେ ମାଲକାନଗିରି ହସ୍ପିଟାଲ୍ କୁ ନେଇ ଥିଲେ । ଡାକ୍ତର ତାଙ୍କୁ କୋରାପୁଟ କୁ ନେଇ ଯିବା ପାଇଁ କହିଥିଲେ । କୋରାପୁଟ କୁ ନେବା ସମୟ ରେ ବାଟ ରେ ମାଥିଲି ଠାରେ ବିଜୁ ମଣ୍ଡଳ ଙ୍କ ପ୍ରା-ଣ ଯାଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ ସାମାନ୍ୟ ଅ-ସା-ବ-ଧା-ନ-ତା ଯୋଗୁ ଜୀବନ ଯାଇ ଥାଏ ।ତଳେ ଦେଖ Video ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *