ମନ୍ତ୍ରୀ ଦେଲେ କରୋନା ଓମିକ୍ରନ ର ନୂଆ ଥେରାପି । ଲେମ୍ବୁ ରସରେ ଏହି ଉପାୟରେ ଭଲ ହେବ କରୋନା !

 

ଦର୍ଶକ ବନ୍ଧୁ ରାଜସ୍ଥାନ ର ପୂର୍ବତନ ମନ୍ତ୍ରୀ ଦେବୀ ସିଂ ଏହା କହିଛନ୍ତି ଯେ ,ଗତ ଦୁଇ ବର୍ଷ ରେ କରୋନା ପାଇଁ ଏଭଳି ପରିସ୍ଥିତି ଆସିଛି ଯେ ଯାହାକୁ ସହ୍ୟ କରିବା ବହୁତ୍ କଷ୍ଟକର ହୋଇ ପଡ଼ିଛି । ଏହି 2 ବର୍ଷ ରେ କରୋନା ପାଇଁ ମଧ୍ୟ ଅନେକ ଲୋକ ମାନେ ଆଖି ବୁଝିଛନ୍ତି। ତେବେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନେ କହୁଛନ୍ତି ସାମାଜିକ ଦୂରତା ବଜାୟ ରଖ ।

 

କିନ୍ତୁ ଗତ କିଛି ଦିନ ତଳେ ପୋ-ଲି-ସ ଭର୍ତ୍ତି ପାଇଁ ପରୀକ୍ଷା ହେଉଥିଲା ଏବଂ ଆଉ ମଧ୍ୟ କିଛି ପରୀକ୍ଷା ହୋଇଥିଲା ,ତାହା ଦ୍ଵାରା ରାସ୍ତା ଉପରେ ଯେଉଁ ଭିଡ ହୋଇଥିଲା ଏବଂ ସମସ୍ତେ କାନ୍ଧ ରେ ହାତ ପକାପକି ହୋଇ ବୁଲୁଥିଲେ । ତେବେ ଏହା ସବୁ ଏହି ସଂକେତ ଦେଉଛି ଯେ ସରକାର ଙ୍କ କଥା ହେଉଛି ଗୋଟେ ପ୍ରକାରର ଏବଂ କାର୍ଯ୍ୟ ହେଉଛି ଅନ୍ୟ ଏକ ପ୍ରକାରର । ତେବେ ସବୁକିଛି କେବଳ ପଦବୀ ପାଇଁ ହିଁ ଚାଲିଛି। 

 

ଯଦି ସରକାର କୌଣସି ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ପାରୁ ନାହାନ୍ତି ତାହେଲେ କାହିଁକି ଏମିତି ଲୋକ ମାନଙ୍କୁ ମରିବାକୁ ଛାଡ଼ି ଦେଉଛନ୍ତି ।ତେବେ ନିକଟରେ ଏବେ ଦେଖା ଯାଉଛି ଯେ କରୋନା ପୀଡ଼ିତ ଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗୁଛି ଏବଂ ଏହାକୁ ଭଲ କରିବା ପାଇଁ ସେପରି କିଛି ଏଲୋପାତି ଔଷଧ ମଧ୍ୟ ସରକାର ପାଖରେ ନାହିଁ ତାହେଲେ ଲୋକ ମାନଙ୍କୁ କାହିଁକି ଏମିତି ମରିବାକୁ ଛାଡ଼ି ଦେଉଛନ୍ତି ।

 

 ଯଦି ପଦବୀ ରେ ରହି ଏଭଳି କାର୍ଯ୍ୟ କରିବେ ତାହେଲେ ଏହାକୁ ସାଧାରଣ ଜନତା ସହ୍ୟ କରିପାରିବେନି ।ଶେଷ ରେ ଏହା କହିଛନ୍ତି ଯେ ,ପୂର୍ବ ଥର କରୋନା ସମୟ ରେ ସେ ଏହା ଦେଖିଛନ୍ତି ଯେ ଲେମ୍ବୁ ରସ ର ଦୁଇ ବୁନ୍ଦା ନାକ ରେ ପକାଇ ଦିଆଯାଏ ଏବଂ ତାହାକୁ ନାକ ରେ 5 ସେକେଣ୍ଡ ପର୍ଯ୍ୟନ୍ତ ରଖାଯାଏ ଏବଂ ତାହାକୁ ତାହା ପରେ ନାକ ରୁ ବାହାର କରିଦିଆଯାଏ, ତାହେଲେ ଏହା କରୋନା କୁ ଭଲ କରିବାରେ ବହୁତ୍ ସହାୟକ ହୋଇଥାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *