ସୁର ଭାଇ କହିଲେ ଜଲ୍ଦି ଅନୁଭବ-ବର୍ଷା ଙ୍କୁ ଗୋଟିଏ ଘରେ ପୁରାଓ । ଏଥର ରମ୍ପା ରମ୍ପି ନୁହେଁ ଏଥର ଖାଲି…

 

ଜଟଣୀ ର ବିଧାୟକ ସୁର ରାଉତରାୟ ହେଉଛନ୍ତି ଜଣେ ଏମିତି ନେତା ଯେ କି ନିର୍ଭିକ, ସାହାସୀ ଏବଂ ନିଜର ରୋକଠୋକ ବୟାନ ପାଇଁ ଅନେକ ସମୟରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଏମିତି କି ସେ ମଧ୍ୟ ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ତେବେ ମୁଖ୍ୟ କଥା ଟି ଏହା ଯେ ସେ ସର୍ବଦା ବାସ୍ତବ କଥା ଟି କୁ ସମସ୍ତଙ୍କ ସାମ୍ନା ରେ କହିଥାନ୍ତି ।

 

ସେ ଜଣେ ଭଲ ଟାଣୁଆ ନେତା ଭାବରେ ଓଡ଼ିଶା ରେ ପରିଚିତ ଅଟନ୍ତି। ସେ ମଧ୍ୟ ସବୁ ସମୟ ରେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଏହି ନେତା ଙ୍କ ର ବହୁତ୍ ଲୋକପ୍ରିୟତା ମଧ୍ୟ ରହିଛି। ତେବେ ସେ ଜଣେ ଦୃଢ଼ ରାଜନେତା ହେବା ସହ ମିଡ଼ିଆ ସାମ୍ନା ରେ ଦେଉଥିବା ବୟାନ ପାଇଁ ସେ ବେଶ୍ ପରିଚିତ ।

 

ତେବେ ବର୍ତ୍ତମାନ ସମୟ ରେ ମଧ୍ୟ ବର୍ଷା ଏବଂ ଅନୁଭବ ଙ୍କ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ସୁର ରାଉତରାୟ। ଆଗରୁ ମଧ୍ୟ ଅନେକ ଥର ସେ ବର୍ଷା ଏବଂ ଅନୁଭବ ଙ୍କ ପ୍ରସଙ୍ଗକୁ ନେଇ ଅନେକ କଥା କହିଛନ୍ତି । ତେବେ ବର୍ତ୍ତମାନ ସେ ଏପରି ଏକ କଥା କହିଛନ୍ତି ଯାହା କି ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।ସେ କହିଛନ୍ତି ଯେ ,ସେମାନଙ୍କୁ ଏକା ସାଙ୍ଗରେ ଗୋଟେ ଘର ଭିତରେ ରଖାଯାଉ ,ଆଉ ବାହାରୁ ସେହି ଘର ର କବାଟ ବନ୍ଦ କରି ଦିଆଯାଉ। ଆଉ ଦେଖିବେ କିଛି ସମୟ ପରେ ସବୁ କିଛି ଠିକଠାକ ହୋଇଯିବ ।

 

ସେ କହିଛନ୍ତି ଯେ ଏମିତି ଗୋଟେ ଘରେ ଭିତରେ ରହିଲେ ତାଙ୍କ ଭିତରେ ଘସା ଘସି ହେଲା ପରେ ସବୁ ଠିକ୍ ହୋଇଯିବ। ଆଉ ସେହି ଘର ଭିତରେ ସେମାନେ ରମ୍ପାରମ୍ପି ଓ ଖୁମ୍ପାଖୁମ୍ପି ହେବେ ଯାହା ଦ୍ଵାରା ସେମାନଙ୍କ ଭିତରେ ସବୁ କିଛି ଠିକଠାକ ହୋଇଯିବ। ସେମାନଙ୍କୁ ଗୋଟେ ରୁମ୍ ଭିତରେ ନିରଳା ରେ ଛାଡି ଦିଆଯାଉ ,ସେମାନଙ୍କ ମଧ୍ୟରେ ପୁଣି ଭଲ ପାଇବା ଏବଂ ବିବିଡତା ବଢିଯିବ। 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *