ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ରାନୀ ପଣ୍ଡାଙ୍କ ଖରାପ ଗାଳିଦେବା ବିଷୟରେ ଓ ଦେଖିବା Video । ତେବେ ପ୍ରଥମେ ଆସନ୍ତୁ ଘଟଣା ଟି କଣ ରହିଛି ତାହା ଜାଣିବା ତାପରେ Video ଦେଖିବା ।
ରାନି ପଣ୍ଡା ଓଡିଶା ର ଏକ ଚର୍ଚ୍ଚିତ ଚେହେରା କେତେବେଳେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚା କୁ ଆସିଥାନ୍ତି ତ କେତେବେଳେ ତାଙ୍କର ରୋକ ଠୋକ କଥା ଓ ସୋସିଆଲ ମିଡିଆରେ ଅଶୀଳ ଗାଳି ଗୁଳଜ ପାଇଁ ସେ ଚର୍ଚ୍ଚା କୁ ଆସିଥାନ୍ତି । ତାଙ୍କୁ ଓଡିଶା ର ବିବାଦୀୟ ଅଭିନେତ୍ରୀ ବୋଲି କୁହାଯାଏ । ସେ ମଧ୍ୟ ନିଜେ କହିଥାନ୍ତି ମୁ ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା ।
ଏହି ଘଟଣା ଟା ଗତ କିଛି ଦିନ ପୂର୍ବର । ରାନି ପଣ୍ଡା ଙ୍କ ସୋସିଆଲ ମେଡିଆ ଆକାଉଣ୍ଟ କୁ Msg କରିଥିଲେ ଯୁବକ ଓ ପଚାରିଥିଲେ କିଛି ଖରାପ କଥା । ତାପରେ ରାନି ପଣ୍ଡା ଉଗ୍ରରୂପ ଧାରଣ କରି ଯାହା କହିଥିଲେ ତାହା ଏକ ଅତି ନିନ୍ଦନୀୟ । ଦୟାକରି ସୋସିଆଲ ମେଡିଆ ର ଖରାପ ରାସ୍ତାରେ ବ୍ୟବହାର କରନ୍ତୁ ନାହିଁ । ସବା ଶେଷରେ ଦେଖନ୍ତୁ Video କେମିତି ରାଣୀପଣ୍ଡା LIVE ଆସି ସୋଡିଲେ…
ତଳେ ଭିଡ଼ିଓ ଦେଖନ୍ତୁ ଓ ଯଦି ଆପଣମାନେ ଆମ ଖବର ଦେଖିବାକୁ ଆଗକୁ ପଢ଼ିବାକୁ ଚାଂହୁଛନ୍ତି ତଳେ ଗୋଟିଏ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।