ନବୀନ ପଟ୍ଟନାୟକ ଙ୍କ ଏକ ଭିଡ଼ିଓ କୁ ଦେଖି ସାରା ଓଡ଼ିଶା ହସୁଛି ,ଆଉ ଆପଣ ମଧ୍ୟ ନିଜର ହସ କୁ ରୋକି ପାରିବେନି ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଏଭଳି ଏକ ଭିଡିଓ ସାମ୍ନା କୁ ଆସୁଛି ଯାହାକୁ ଦେଖି ଲୋକ ମାନେ ନିଜର ହସ କୁ ସମ୍ଭାଳି ପାରୁ ନାହାଁନ୍ତି । ତେବେ ଦର୍ଶକ ବନ୍ଧୁ ନବୀନ ପଟ୍ଟନାୟକ ବର୍ତ୍ତମାନ ସମୟ ରେ ଏମିତି କେଉଁ ଘଟଣା ଘଟାଇଛନ୍ତି ଯେ ତାହାକୁ ଦେଖି ସାରା ଓଡ଼ିଶା ହସୁଛି । ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ରେ ଏମିତି କଣ ରହିଛି ଆସନ୍ତୁ ଜାଣି ନେବା ।

 

 

ଦର୍ଶକ ବନ୍ଧୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ର ଜଣେ ସୁନାମଧନ୍ୟ ନେତା । ସେ ଓଡିଶା ର ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ସେ ସବୁ ସମୟ ରେ ରାଜ୍ୟବାସୀ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି ।ତେବେ ନବୀନ ପଟ୍ଟନାୟକ ଜଣେ ସୁନାମ ଧନ୍ୟ ମନ୍ତ୍ରୀ ହେଲେ ମଧ୍ୟ ସେ ଅନେକ ସମୟ ରେ ମଞ୍ଚ ଉପରେ କିଛି ଏଭଳି କଥା କହିଥାନ୍ତି ଏବଂ କିଛି ଏଭଳି ପ୍ରତିକ୍ରିୟା ଦେଇଥାନ୍ତି ,ଯେଉଁଥି ପାଇଁ ସେ ସାରା ଓଡିଶା ରେ ବେଶ୍ ଚର୍ଚ୍ଚା ରେ ରହିଥାନ୍ତି । 

 

ତେବେ ବର୍ତ୍ତମାନ ସମୟ ରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ର ଏଭଳି ଏକ ଭିଡିଓ ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜର ହାସ କୁ ସମ୍ଭାଳି ପାରିବେ ନାହିଁ । ତେବେ ସେହି ଭିଡିଓ ଟି ମଧ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ନବୀନ ପଟ୍ଟନାୟକ ବର୍ତ୍ତମାନ ସମୟ ରେ ଏମିତି ପୁଣି କେଉଁ କାମ କରିଛନ୍ତି ଯାହାକୁ ଦେଖିଲେ ସମସ୍ତେ ହସୁଛନ୍ତି ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏହା ଦେଖିବାକୁ ମିଳିଛି ଯେ, ଏକ ମଞ୍ଚ ଉପରେ କୌଣସି ଏକ ସଭା ଚାଲିଥିବା ବେଳେ ନବୀନ ପଟ୍ଟନାୟକ ତାଙ୍କର ମୋବାଇଲ୍ କୁ ତାଙ୍କ PSO କୁ ଦେଉଛନ୍ତି ଆଉ ଯେତେବେଳେ ତାଙ୍କର PSO ସେହି ମୋବାଇଲ୍ କୁ ଧରୁଛନ୍ତି ସେତେବେଳେ ସେ ପୁଣି ତାକୁ ଛଡ଼ାଇ ଆଣୁଛନ୍ତି ଆଉ ବାରମ୍ବାର ସେହିପରି କରୁଛନ୍ତି। ତେବେ ସେହି ଭିଡିଓ ଟି କୁ ଦେଖି ସମସ୍ତେ ହସୁଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *