ଅଶ୍ୱନି ରଚିଲେ ଇତିହାସ । ପୁରା ବିଶ୍ୱ କ୍ରିକେଟ ଏବେ କରୁଛି ସଲାମ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଇତିହାସ ରଚିଲେ ରବିଚନ୍ଦନ ଅଶ୍ଵିନ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି । 

 

ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନତେନ୍ଦୁଲଙ୍କର ଙ୍କୁ କ୍ରିକେଟର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର  ସଟ୍ ମାରୁଥିବା ଖେଳାଳି । ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ । ତେବେ କେବଳ ଏହି ସବୁ ଖେଳାଳି ନୁହଁନ୍ତି, ସବୁ ଖେଳାଳି ମାନଙ୍କ ପାଇଁ ଲୋକଙ୍କ ମନରେ ଏକ ଅଲଗା ହିଁ ସ୍ଥାନ ରହିଛି ।

 

ପୁଣି ନୂଆ ଇତିହାସ ରଚିଲେ ରବିଚନ୍ଦ୍ର ଅଶ୍ୱିନ । ପଛରେ ପଡ଼ି ଗଲେ କିମ୍ବଦନ୍ତୀ କୁମ୍ଭ୍ଲେ ଓ କପିଲ ଦେବ୍ । ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ରେ ଅଫ ସ୍ପିନର ଙ୍କ କିର୍ତିବାଜ୍ । ମୁମ୍ବାଇ ର ୱାନ ଡେ ରେ ନ୍ୟୁଜିଲାଣ୍ଡ ମାଟି କାମୁଡିବା ପଛରେ ରହିଛି ରବି ଆଶ୍ୱିନ ଙ୍କ ର ପ୍ରମୁଖ ହାତ । ଏହି ଦଳ କୁ ସିରିଜ୍ ବିଜୟ ଦେବା ସହ ନିଜ ନାଁ କୁ ରେକର୍ଡ ବୁକ୍ ରେ ବି ସାମିଲ କରିଛନ୍ତି । ଜୟ ଚାନ୍ଦ ୨୦୨୧ ରେ ପ୍ରଥମ ବଲର ଭାବେ ରବି ଆଶ୍ୱିନ ଗୋଟିଏ କ୍ୟାଲେଣ୍ଡର ବର୍ଷ ରେ ସର୍ବାଧିକ ଏଇକେଣ୍ଡ ନେବା ର ରେକର୍ଡ଼ କରିଛନ୍ତି । ଶେଷ ଏଲିଂସ୍ ରେ ୪ଟି ୱି କେଣ୍ଡ ନେବା ସହ ରବି ଆଶ୍ୱିନ ସମୁଦାୟ ୧୨ ଟି ୱିକେଟ ହାସଲ କରିଛନ୍ତି । 

 

ତାଙ୍କ ପରେ ପରେ ସାହିନ୍ ଆଫ୍ରିଦି ପାକିସ୍ତାନ ର ବୋଲୋର ୪୪ ଟି ୱିକେଟ୍ ନେଇଛନ୍ତି ଓ ମୁମ୍ବାଇ ର ଶେଷ ଟେଷ୍ଟ ରେ ୫୪୦ ର ବିଜୟ ଲକ୍ଷ ଇଚ୍ଛା କରୁଥିବା ୩ ଦିନ ୫ ୱିକେଟ୍ ହରାଇ ଥିଲେ । ଅଶ୍ୱିନ ଗୋଟିଏ ଦିନ ରେ ୫-୬ ଟି ୱିକେଟ ନେବା ର ଖବର ସାମ୍ନା କୁ ଆସିଛି । ଟେଷ୍ଟ ୱିକେଟ୍ ଇତିହାସ ରେ କେହି ଏପରି ରେକର୍ଡ ତିଆରି କରି ନଥିଲେ । ଏହି ତାରିଖରେ ଅଶ୍ୱିନ , କପିଲ ଦେବ୍ ଏହି ସମସ୍ତଙ୍କୁ ହରାଇ ରେକର୍ଡ ତିଆରି କରି ଦେଇଥିଲେ । ୧୯୯୯, ୨୦୦୪ ଓ ୨୦୦୬ ରେ ଟେଷ୍ଟ ୱିକେଟ୍ ରେ କୁଣ୍ଡଲେ ଓ କପିଲ ଦେବ ୩ଓ ୨ ଥର ଲେଖା ଖୁସି  ପାଇ ପାରିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *