ସୁର ରାଉତ : ନିବିଡ଼ତା ପୁରା ପସିଗଲାଣି ଭିତରକୁ । ସୁର ଭାଇ ଙ୍କ ଏହି ଭିଡ଼ିଓ ଦେଖିଲେ ହସି ହସି ଗଡ଼ିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସେମାନେ ଗୋଟେ ଘରେ ପଶି ଗଲେଣି । ଆଉ କେହି କିଛି କରିପାରିବେ ନାହିଁ । ଏପରି କଣ କହୁଛନ୍ତି ସୁର ରାଉତରାୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜରାସ୍ତାକୁ ଓହ୍ଲାଇଲେ ତପସ୍ଵିନୀ ଯାହା ଙ୍କୁ ମଧ୍ୟ ଡିମ୍ପଲ ବୋଲି କୁହା ହେଉଛି । ସେ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କ ସ୍ଵାମୀ ଭି ଗୋଟିଏ ଡାକ୍ତର । ଉଭୟ ପ୍ରେମ କରି ହିଁ ବିବାହ କରିଥିଲେ । ଡିମ୍ପଲ ଙ୍କ କହିବା କଥା ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରେମ କରିଲେ ଓ ତାଙ୍କ ଅନିଚ୍ଛା ସତ୍ତ୍ବେ ଭି ଗର୍ଭବତୀ କରିବା ପରେ ତାଙ୍କୁ ପୁଣି ଦୁଇ ଦୁଇ ଥରେ ଅବରେସନ୍ କରିଲେ । ତା ପରେ ପୁଣି ବିଚ୍ଛେଦ ଆଶା କରି ନିଜ ସ୍ତ୍ରୀ କୁ ଘର ଲୋକ ଙ୍କ ଦ୍ଵାରା ଯୋଜନାବଦ୍ଧ ହୋଇ ଘରୁ ବାହାର କରି ଦେଇଛନ୍ତି ।

 

ତପସ୍ଵିନୀ ଓ ତାଙ୍କ ସ୍ଵାମୀ ବର୍ତମାନ କୋର୍ଟ ଅର୍ଡର୍ ରେ ରହୁଛନ୍ତି ଏକ ଘର ଭିତରେ ଯାହାକି ଜଙ୍ଗଲ ଘେରା ରେ । ତାଙ୍କୁ କେହି ସେଠାରେ ଅସୁବିଧା ରେ ନ ପକାଇ ପାରେ ସେଥିପାଇଁ ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟ ଦିଆଯାଇଛି । ଏହି ଘଟଣା କୁ ନେଇ କଣ କହିଛନ୍ତି ସୁର ରାଉତରାୟ ଜାଣନ୍ତୁ । ଡିମ୍ପଲ ଙ୍କ ସ୍ବାମୀ ସୁମିତ୍ ସାହୁ ଙ୍କୁ ତାଙ୍କ ଶ୍ବଶୁର ପ୍ରମୋଦ ସାହୁ  ସବୁ କିଛି ଛାଡ଼ି ଦବା ପାଇଁ କହୁଛନ୍ତି ଓ ଏହା ସହିତ କହିଛନ୍ତି କି ସେ ନିଜେ ତାଙ୍କ ସ୍ତ୍ରୀ ଙ୍କ ସହିତ ଗୋଟିଏ ନର ବଳି ଦେବୀ ଙ୍କ ପାଖକୁ ଯାଇଛନ୍ତି ।

 

ଏହା ସହିତ କହିଛନ୍ତି କି ତାଙ୍କ ପୁଅ ଙ୍କୁ ଭି ଯାଇ ସେହି ଦେବୀ ଙ୍କୁ ପ୍ରଣାମ କରି ସବୁ କିଛି ଭଲ ଭଲରେ ହୋଇ ଯାଉ ବୋଲି କହିଛନ୍ତି । ଯାହା ପାଇଁ ଆଜି ଦୀର୍ଘ ୭ ଦିନ ହୋଇଯିବ ତାଙ୍କ ପତ୍ନୀ ଡିମ୍ପୋଲ୍ ଅରୋଫ ତପସ୍ଵିନୀ ତାଙ୍କ ସ୍ଵାମୀ ଘର ସାମ୍ନା ରେ ଅନଶନ ରେ ବସିଛନ୍ତି । ବାସ୍ତବରେ ଗୋଟିଏ ପରିବାର ଗଢ଼ିବା ଯେତିକି କଷ୍ଟ ଭାଙ୍ଗି ଦେବା ସେତିକି ସହଜ । ତେବେ ବର୍ତମାନ କୋର୍ଟ ରୁ ଅର୍ଡର୍ ଆସିଛି ଯେ ଗୋଟେ ଘରେ ୭ ଦିନ ପାଇଁ ଏକାଠି ରହିବେ । ତା ପରେ ସେମାନଙ୍କ ଡିଶିସନ ଯାହା ନେବେ ତାହାକୁ କୋର୍ଟ ବିଚାର କରିବେ ।

 

ତେବେ ବର୍ତମାନ ସୁର ରାଉତରାୟ ଙ୍କୁ ଏହି ଘଟଣା ବିଷୟ ରେ ପଚାରିବାରୁ ରେ କହୁଛନ୍ତି ଯେ ବର୍ତମାନ ସ୍ବାମୀ ସ୍ତ୍ରୀ ଗୋଟେ ଘରେ ରହୁଛନ୍ତି । ଆଉ ସେମାନଙ୍କ ଭିତରେ ଭଲ ପାଇବା ଏତେ ବେଶୀ ଯେ ଆଉ କେହି ତାଙ୍କ ସମ୍ପର୍କ କୁ ଛିଡାଇପରିବେ ନାହିଁ । ତେବେ ପୋଲିସ କେବଳ ସେଠାରେ ସୁରକ୍ଷା ଦେଇଛନ୍ତି ଯେ କେହି ତାଙ୍କୁ ଆଉ ବ୍ୟସ୍ତ ବିବ୍ରତ ନ କରନ୍ତୁ ବୋଲି । ସେ ସେହି ଜଜ ଙ୍କୁ ପ୍ରଶଂସା କରିଛନ୍ତି । ତେବେ ବିବାହ ବେଳେ ଏପରି କିଛି ତା ଅସୁବିଧା ରହିଲା ।  ଯଦି ତପସ୍ଵିନୀ ଚାହୁଁଥିଲେ ତାଙ୍କ ଶଶୁର ଘର ଲୋକେ ତାଙ୍କୁ ବୋହୂ ହିସାବ ରେ ଗ୍ରହଣ କରନ୍ତୁ କଣ ପାଇଁ ସେ ଲିଭ୍ ଇନ୍ ରେ ରହିବା ପାଇଁ ରାଜି ହେଉଥିଲେ । ବର୍ତ୍ତମାନ୍ ସେମାନେ ଏକାଠି ରହିଛନ୍ତି ଓ ରହିବେ ମଧ୍ୟ ବୋଲି କହିଛନ୍ତି ସୁର ରାଉତରାୟ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *