ମାଡି ଆସୁଛି ମହା ବିପଦ ! ପୁରୀ ଶ୍ରୀମନ୍ଦିର ଉପରେ ବୁଲିଲେ ଚିଲ । ଦେଖନ୍ତୁ ଏହି ଭୟଙ୍କର Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶ୍ରୀ ମନ୍ଦିର ଉପରେ ଉଡୁଛନ୍ତି ଚିଲ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଶ୍ରୀ ମନ୍ଦିର ଉପରେ ଅନେକ ଚିଲ ଉଡୁଛନ୍ତି । ଯାହା ହେଉଛି ଆଜିକାର ଦୃଶ୍ୟ ଅଟେ । ଏହି ଚିଲ ମାନେ ଅନେକ ସମୟ ଧରି ଉଡୁଛନ୍ତି । ଆଜି 5 ଟା 20 ମିନିଟ ରେ ଶ୍ରୀ ମନ୍ଦିର ର ଠିକ୍ ଉପରେ ଅନେକ ପରିମାଣ ରେ ଚିଲ ଉଡୁଥିବା ର ଦେଖିବାକୁ ମିଳିଥିଲା । ଯାହା କୁ କି ସେଠାକାର ଲୋକୋ ହି କେମେରା ରେ କୟେଦ କରିଥିଲେ । 

 

ଏବେ ସବୁ ଠୁ ବଡ଼ ପ୍ରଶ୍ନ ହେଉଛି ଏହା ର କାରଣ କଣ ହୋଇଥାଇ ପାରେ । ଏହି ପରି ଦୃଶ୍ୟ ଅନେକ ଜଗନ୍ନାଥ ପ୍ରେମୀ କୁ ବ୍ୟଥିତ କରୁଛି। ଦେଖିବାକୁ ଗଲେ ଚିଲ କୁ ଏକ ଅପଛୟା ବା ନ-କା-ରା-ତ୍ମ-କ ଶକ୍ତି ରୂପେ ବିବେଚିତ କରାଯାଏ । ତେବେ କଣ ଏମିତି କିଛି ନକରାତ୍ମକ ବା ଖରାପ ଜିନିଷ ହେବାକୁ ଯାଉଛି କି ନା ଏମିତି କିଛି ନକରାତ୍ମକ ବା ବିପଦ ମାଡ଼ି ଆସୁଛି କି ଓଡ଼ିଶା ବା ଦେଶ ଉପରେ ।

         

ଏହା ଏକ ନ-କା-ରା-ତ୍ମ-କ ସଂକେତ ବୋଲି ମତ ଦେଉଛନ୍ତି ଅନେକ । ତେବେ ଏହା ପୋଚାର କାରଣ କଣ ହେଇଥାଏ ପରେ । ଏହି ପରି ଅନେକ ମାତ୍ରା ରେ ଚିଲ ଉଠିବାର ଘଟଣା ଅନେକ ବିରଳ ଦେଖା ଦେଇଛି। ପୁଣି ନୀଳଚକ୍ର ଉପରେ ଉଠିବା ଏହା ସମସ୍ତ କୁ ଅନେକ ମାତ୍ରା ରେ ଭୟଭୀତ ମଧ୍ୟ କରାଇଛି । ଠିକ୍ ଦୁଇ ଦିନ ପୂର୍ବ ରୁ ବାତ୍ୟା ଯିବା ପରେ ପରେ ପୁରୀ ର ଆକାଶ ହଠାତ୍ ଲୋହିତ ରଙ୍ଗ ଧାରଣ କରିଥିଲା। 

 

ଅନେକ ଏହା କୁ ଜଗନ୍ନାଥ କ ଲୀଳା କହୁଥିବା ବେଳେ ଆଉ କିଛି ଏହା କୁ ପ୍ରକୃତି ର ପରିବର୍ତନ ବୋଲି ମଧ୍ୟ କହିଛନ୍ତି । ଆକାଶ ରେ ଚିଲ ଉଡିବା, ଆକାଶ ଲୋହିତ ରଙ୍ଗ ଧାରଣ କରିବା କଣ ସଂକେତ ହେଇପାରେ ଏହା ଉପରେ ପ୍ରସ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ଗବେଷକ ମାନଙ୍କର । ବାସ୍ତବ ରେ ଏହା କେବଳ ଏକ ସଂକେତ ନା ୟା ପଛରେ ଲୁଚି ରହିଛି କିଛି ରହସ୍ୟ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *