ରୋହିତ ଶର୍ମା ଖପ୍ପା ହେଲେ MI ଦଳ କୁ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

 

 

ଦର୍ଶକ ବନ୍ଧୁ ଆପଣ ମାନେ ଏହା ଜାଣିଛନ୍ତି ଯେ IPL ପାଇଁ ନଭେମ୍ବର 30 ସୁଦ୍ଧା ଆଠଟି ପୁରୁଣା ଦଳ ନିଜର 4 ଜଣ ଖେଳାଳି ଙ୍କୁ ରିଟେନ୍ କରିଛନ୍ତି । ତେବେ ମୁମ୍ବାଇ ଦଳ ମଧ୍ୟ ନିଜର 4 ଜଣ ଖେଳାଳି ଙ୍କୁ ରିଟେନ୍ କରିଛି । ତେବେ ବହୁତ୍ ପ୍ରଚେଷ୍ଟା ପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଏପରି କିଛି ଖେଳାଳିଙ୍କୁ ରଖିପାରିବ ନାହିଁ, ଯେଉଁମାନେ କି ମୁମ୍ବାଇ କୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ।

 

ତେବେ ମୁମ୍ବାଇ ଇଣ୍ଡିଆନ୍ସକୁ 5 ଥର ଚାମ୍ପିୟନ କରିଥିବା ରୋହିତ ଶର୍ମା ଏହା କହିଛନ୍ତି ଯେ , ତେବେ ଆଇପିଏଲର ଏହି ମେଗା ନିଲାମରେ ଖେଳାଳି ଙ୍କୁ ରଖିବା ମୁମ୍ବାଇ ଦଳ ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି। ତେବେ ରୋହିତ ଶର୍ମା ଏହା କହିଛନ୍ତି ଯେ ,ଆମ ଟିମ୍ ରେ ବହୁତ୍ ଭଲ ଖେଳାଳି ମାନେ ରହିଥିଲେ କିନ୍ତୁ ସେମାନଙ୍କୁ ଟିମ୍ ରେ ରଖିବା ସକ୍ଷମ ନ ହେବା ଏହା ଏକ ହୃଦୟ ବିଦାରକ ଘଟଣା ଅଟେ । ତେବେ ସେହି ଖେଳାଳି ମାନେ ଦଳକୁ ଶୀର୍ଷକୁ ନେବାରେ ସେମାନଙ୍କର ଭୂମିକା ଗ୍ରହଣ କରିଛନ୍ତି ।

 

ତେବେ ଆସନ୍ତା ବର୍ଷ ଆଇପିଏଲ ପାଇଁ ସେହି ଖେଳାଳି ମାନଙ୍କୁ ଟିମ୍ ରୁ ଛାଡ଼ିବା ଏହା ଟିମ୍ ପାଇଁ କଷ୍ଟସାଧ୍ୟ ଅଟେ । ତେବେ ଅଧିନାୟକ ରୋହିତ ଶର୍ମା ଙ୍କ ନେତୃତ୍ଵ ରେ ପ୍ରତିବର୍ଷ ଏକ ଭଲ ଟିମ୍ ଭାବରେ ଉଭା ହୁଏ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ମୁମ୍ବାଇ ଟିମ୍ 5 ଥର ଟ୍ରଫି ଜିତିଛି।

 

  

ତେବେ ଏଥିରେ ରୋହିତ ଶର୍ମା ଏହା କହିଛନ୍ତି ଯେ, ଟିମ୍ କେବଳ 4 ଜଣ ଖେଳାଳି ଙ୍କୁ ରଖିବାରେ ସକ୍ଷମ ହୋଇ ପାରିଛି ଏବଂ ମୁ ଆଶା କରେ କି ଆଇପିଏଲ ର ଆଗାମୀ ନିଲାମରେ ମୁମ୍ବାଇ ଇଣ୍ଡିଆନ ଏକ ଭଲ ଦଳ ଗଠନ କରିବାକୁ ସକ୍ଷମ ହେବ । ତେବେ ଏକ ଶକ୍ତିଶାଳୀ ଦଳ ଗଠନ କରିବା ଆମର ଲକ୍ଷ୍ୟ ରହିବ ।

 

ତେବେ ସୂଚନାଯୋଗ୍ୟ କଥା ଏହା ଯେ, ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ 42 କୋଟି ଟଙ୍କା ଖର୍ଚ୍ଚ କରି ଦଳର ଚାରିଜଣ ଶ୍ରେଷ୍ଠ ଖେଳାଳିଙ୍କୁ ବଜାୟ ରଖିଛି ।ତେବେ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ ଦଳ ପ୍ରବେଶ କରିବ, ସେତେବେଳେ ଏହାର ମୋଟ ବାଲାନ୍ସ 48 କୋଟି ରହିବ । ତେବେ ଏହି ମୂଲ୍ୟ ଦେଇ ସର୍ବୋତ୍ତମ ଖେଳାଳି କିଣିବାକୁ ପଡିବ ,ଯାହା ଦ୍ଵାରା କି ଏକ ଭଲ ଟିମ୍ ଗଠନ ହୋଇ ପାରିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *