ସାମ୍ନାକୁ ଆସିଲା ହେଲିକପ୍ଟର କ୍ରାସ୍ ର କିଛି ସମୟ ପୂର୍ବର ଭିଡିଓ, ଏହି ପାଇଁ ହେଇଥିଲା କି ଦୁର୍ଘଟଣା ! ଦେଖନ୍ତୁ କେତେ ଭୟଙ୍କର ଥିଲା ଏହି ସମୟ ର ଭିଡିଓ…

ସାମ୍ନାକୁ ଆସିଲା ହେଲିକପ୍ଟର କ୍ରାସ୍ ର କିଛି ସମୟ ପୂର୍ବର ଭିଡିଓ, ଦେଖନ୍ତୁ କେତେ ଭ-ୟ-ଙ୍କ-ର ଥିଲା ଏହି ସମୟ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାମ୍ନାକୁ ଆସିଲା ହେଲିକପ୍ଟର କ୍ରାସ୍ ର କିଛି ସମୟ ପୂର୍ବର ଭିଡିଓ, ଦେଖନ୍ତୁ କେତେ ଭ-ୟ-ଙ୍କ-ର ଥିଲା ଏହି ସମୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମେମାନେ ଘରେ ଶାନ୍ତିରେ ଆରାମ ସେ ବସି ନିଜର କାମ କରିଥାଉ, ନିଜ ଜୀବନକୁ ଆମର ଭୟ ନଥାଏ କି କିଛି ଡର ମଧ୍ୟ ନଥାଏ କି କାଳେ କିଏ ଆମ ଜୀବନ ନେଇଯିବ। ଏହିସବୁ କଥାରୁ ଚିନ୍ତାମୁକ୍ତି ହୋଇ ଆମେ ମାନେ ନିଜର କାମ କରିଥାଉ କେବଳ କିଛି ଲୋକ ମାନଙ୍କ ପାଇଁ ଆଉ ସେମାନେ ହେଉଛନ୍ତି ସୈନିକ। ଆମେମାନେ ଅନେକ ସମୟରେ ଏପରି ଖବର ମଧ୍ୟ ପାଇଥାଉ କି, ଅନ୍ୟ ଦେଶର ସୈନିକ ମାନଙ୍କ ସହ ଯୁ-ଦ୍ଧ କରି ଅନେକ ସୈନିକ ମାନେ ନିଜର ଜୀବନ ହରାଇ ଥାଆନ୍ତି। ଏହି କଥା ଯେତିକି ଦୁଃଖଦ ହୋଇଥାଏ ସେତିକି ଗର୍ବିତ ମଧ୍ୟ ହୋଇଥାଏ, ଯବାନ୍ ମାନେ ନିଜର ଜୀବନ ଦେଇ ଦେଇଥାଆନ୍ତି ହେଲୃ ଦେଶର କିଛି ହେବାକୁ ଦେଇ ନଥାଆନ୍ତି। 

 

ଠିକ୍ ସେହିପରି ଗତକାଲି ମଧ୍ୟ ଏକ ବଡ ଦୁଃଖଦ ଖବର ଶୁଣିବାକୁ ମିଳିଥିଲା, ଏହି ଖବର ଆସିଥିଲା ତାମିଲନାଡୁରୁ। ଭାରତୀୟ ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ ବିପିନ୍ ରାୱତ୍ ଙ୍କ ର ହେଲିକପ୍ଟର କ୍ରାସରେ ପ-ର-ଲୋ-କ ଖବର ଭାରତୀୟ ବାୟୁସେନା ତରଫରୁ ଦିଆ ଯାଇଥିଲା। ତାମିଲନାଡୁରୁ କୁନ୍ନୁର ଅଞ୍ଚଳରେ ଘଟିଥିଲା ସେନା ହେଲିକପ୍ଟରର ବଡ ଅଭାବନୀୟ ଘଟଣା। ଏଠାରେ ଜେନେରାଲ ବିପିନ ରାୱତ୍ ଙ୍କ ସମେତ ତାଙ୍କ ପତ୍ନୀ ଏବଂ ଆଉ ୧୩ ଜଣ ଶହିଦ ହୋଇଛନ୍ତି। ଏହି ଖବର ବିପିନ ରାୱତଙ୍କ ପରିବାର ସମେତ ସାରା ଦେଶକୁ ସ୍ତବ୍ଧ କରି ରଖି ଦେଇଥିଲା। ବିପିନ ରାୱତ ଥିଲେ ଭାରତର ପ୍ରଥମ ସିଡିଏସ୍ ତଥା ପୂର୍ବତନ ସେନାର ମୁଖ୍ୟ। ତାଙ୍କର ପତ୍ନୀ ମଧ୍ୟ ହେଲିକପ୍ଟରରେ ଉପସ୍ଥିତ ଥିଲେ। ମଧୁଲିକା ମଧ୍ୟ ଆର୍ମି ୱେଲଫେୟାର୍ ସହ ଯୋଡିତ ଥିଲେ, ଆର୍ମି ୱେଲଫେୟାର୍ ର ଆସୋସିଏସନର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଉଥିଲେ ସେ। 

 

ବିପିନ୍ ଦମ୍ପତିଙ୍କ ପ-ର-ଲୋ-କ ତାଙ୍କ ପରିବାରକୁ ପୁରା ସ୍ତବ୍ଧ କରି ରଖିଦେଇଥିଲା। ଖାଲି ତାଙ୍କ ପରିବାର ସାରା ଦେଶ ମଧ୍ୟ ବିପିନ୍ ରାୱତ୍ ଙ୍କ ଦମ୍ପତି ଏବଂ ଆଉ ୧୩ ଜଣଙ୍କ ପ-ର-ଲୋ-କ ଦ୍ୱାରା ସ୍ତବ୍ଧ ହୋଇ ରହି ଯାଇଥିଲା। ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଲା ହେଲିକପ୍ଟର କ୍ରାସ୍ ସମୟର ଭିଡିଓ। ଦୁ-ର୍ଘ-ଟ-ଣା ର ମାତ୍ର କିଛି ସମୟ ପୂର୍ବରୁ କଏଦ୍ ହୋଇଥିଲା ଏହି ଭିଡିଓ, କିଛି ସ୍ଥାନୀୟ ଲୋକ ଏହି ଭିଡିଓ ସୁଟ୍ କରିଥିଲେ। ଏହି ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି ସେନା ପ୍ରମୁଖଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଅତି ପାଖରେ ଦେଖା ଯାଉଛି। ପାଖରେ ହେଲିକପ୍ଟରଟି ଦେଖା ଯାଉଥିବାରୁ ଲୋକମାନେ ଏହାକୁ ଦେଖିବା ପରେ ଏହାର ଭିଡିଓ ମଧ୍ୟ କରିଥିଲେ। 

 

ହଠାତ୍ କିଛି ବାଟ ଯିବା ପରେ ଏହାର ସାଉଣ୍ଡ୍ ବନ୍ଦ ହୋଇ ଯାଇଥିଲା, ପରେ ଜାଣିବାକୁ ମିଳିଥିଲା ହେଲିକପ୍ଟରଟି କ୍ରାସ ହୋଇଛି। ଅତି ପାଖରେ ଯାଉଥିବାରୁ ପାହାଡରେ ପିଟି ହୋଇ ଏପରି ହୋଇଥିବା କଥା ସମସ୍ତେ ଅନୁମାନ କରୁଛନ୍ତି, ଆଉ ଏପଟେ ହେଲିକପ୍ଟରର ବ୍ଲାକ୍ ବକ୍ସ ମିଳିସାରିଛି, ଆଉ ଜଲ୍ଦି ହିଁ ଏହାର ଯାଞ୍ଚ କରାଯିବା କଥା ମଧ୍ୟ ସୂଚନା ଆସିଛି। ତେବେ ୧୩ ଜଣଙ୍କର ମ-ର-ଣ ହୋଇଯାଇଛି ଓ ଆଉ ଜଣେ କ୍ୟାପେଟେନ୍ ବରୁଣ ସିଂହ ଏବେବି ଗୁରୁତର ଭାବେ ଚିକିତ୍ସିତ ହେଉଥିବା କଥା ସୂଚନା ଆସିଛି। ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ ହିଁ ରହିଛି, କେବେ ସେ ଭଲ ହେବେ ଏବଂ ଏହି ଦୁ-ର୍ଘ-ଟ-ଣାକୁ ନେଇ ସେ କଣ ବୟାନ୍ ରଖିବେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *