ଏମିତି ପ୍ରପୋଜ କରିଥିଲେ Vicky Kaushal ହିରୋଇନ Katrina ଙ୍କୁ । ପ୍ରଥମ ଥର ଆସିଲା ଏବେ ଏହି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏମିତି ଆରମ୍ଭ ହୋଇଥିଲା କଟ୍ରିନା ଙ୍କ ପ୍ରେମ।ଆସନ୍ତୁ ଜାଣିବା ଏହି ଲଭ୍‌ ବାର୍ଡ ଙ୍କ ପ୍ରେମ କାହାଣୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି କାଲି ଅନେକ ଅଭିନେତା ଆଉ ଅଭିନେତ୍ରୀ ବିବାହ କରିସାରିଲେଣି।  ଦୀର୍ଘ ଦିନ ହେବ ବଲିଉଡର କଟ୍ରିନା ଓ ଭିକି ଙ୍କ ମଧ୍ୟରେ ଲୁଚାଛପା ପ୍ରେମ ଚାଲିଥିଲା । ହେଲେ ଉଭୟ ଏହାକୁ ଅଫିସିଆଲ କରି ନଥିଲେ । କିନ୍ତୁ ଏବେ ଏହିମାନଙ୍କର ପ୍ରେମ ସବୁଆଡେ ଚର୍ଚ୍ଚା ହେଇ ସାରିଲେଣି । ଯାହା ଏବେ ସୋସିଆଲ ମିଡ଼ିଆ ର ସବୁଠୁ ବଡ଼ ଖବର ପାଲଟିଛି । ଆଜି ହାତକୁ ଦି ହାତ ହେବେ ବଲିଉଡର ଚିକନି ଚମେଲି ଓ ଅଭିନେତା ଭିକି କୌଶଲ୍ । 

 

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା।  ନିଜଠୁ ୫ ବର୍ଷ ସାନ ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ।ଆଜି ବାଜିବ ଶାହାନାଇ । ପଡ଼ିବ ହାତଗଣ୍ଠି। ସାତଫେରା  ନେଇ ଜନ୍ମ ଜନ୍ମର ସାଥୀ ପାଲଟଇଯିବେ ଏହି ଲଭ୍‌ ବାର୍ଡ । 

 

ଏଥିପାଇଁ ଚକ୍‌ ମକ୍‌ ଆଲୁଅରେ ପୂରା ରଙ୍ଗୀନ ହୋଇଛି ବାରବରା ହୋଟେଲ। ଏହି ଦୁଇ ଷ୍ଟାର ସେଲେବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଲାଗି ରହିଛି ଚର୍ଚ୍ଚା। ତେବେ ତାଙ୍କର ପ୍ରେମ ଆରମ୍ଭ ଯାଇଥିଲା କରନ ଙ୍କ ଶୋ ରେ । କଫି ଉଥ କରନ ରେ ଶୋ କରିବା ପାଇଁ  ଆସିଥିଲେ ଆଉ ସେଠାରେ କରନ ତାଙ୍କୁ ବିବାହ ବିଷୟ ରେ ପଚାରିଥିଲେ ଏହା ପରେ କ୍ୟାଟ୍ରିନା ତାଙ୍କୁ ମଜାରେ କହିଦେଇଥିଲେ କି ମୋତେ ତ ବିକି କୌଶଳ ଭଳି ବୟ ଫ୍ରେଣ୍ଡ ଦରକାର । 

 

ଆଉ ଏହା ପରେ ଆରମ୍ଭ ହେଇଥିଲା ସେମାନଙ୍କ ଯୋଡି।ଯାହା ବିକି ଙ୍କୁ ଅନେକ ମାତ୍ରା ରେ ପ୍ରଭାବ କରିଥିଲା । ଏହା ପରେ ଏକ ଆୱାଡ ପ୍ରୋଗ୍ରାମ ରେ ବିକି କ୍ୟାଟ୍ରିନା କୁ ସଲମାନ୍ ଙ୍କ ସାମ୍ନା ରେ ପ୍ରୋପୋଜ କରିଥିଲେ । ଆଉ ଏହା ପରେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଯାହା ଆଜି ବିବାହ ବନ୍ଧନ ରେ ବାନ୍ଧିବାକୁ ଯାଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *