ମଦପିଇ ମହିଳା ଙ୍କ ପ୍ରାଇଭେଟ୍ ପାର୍ଟ ରେ ହାତ ମାରିଲେ ଯୁବକ । ଦେଖନ୍ତୁ ସେହି ସମୟ ର ସମ୍ବେଦନଶୀଳ ମୁହୂର୍ତ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,  ମଦପିଇ ମହିଳା ଙ୍କ ପ୍ରାଇଭେଟ୍ ପାର୍ଟ ରେ ହାତ ମାରିଲେ ଯୁବକ । ଦେଖନ୍ତୁ ସେହି ସମୟ ର ସମ୍ବେଦନଶୀଳ ମୁହୂର୍ତ Video… ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସ୍ମାର୍ଟ୍ ଫୋନ୍ ଯୋଗୁ ଯେ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି ସମସ୍ତ ଘଟଣା । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । 

 

ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଦାର ଖବର ମଧ୍ୟ ଏପରି ସୋସିଆଲ ମିଡିଆରେ ପ୍ରସାରିତ ହୋଇଥାଏ । ତେବେ ବର୍ତମାନ ସମୟ ରେ ଗୋଟି ଗୋଟି କରି ସମସ୍ତେ ଭା-ଇ-ର-ଲ ହୋଇଯାଉଛନ୍ତି । ତେବେ ବେଳେ ବେଳେ କିଛି ସ୍ଥାନ ରେ ଏପରି କିଛି ଘଟଣା ଘଟେ ଯାହା ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ପ୍ରଘଟିତ ହୋଇଥାଏ । ତେବେ ଆମ ସମାଜ ରେ ମହିଳା ମାନଙ୍କ ସହିତ ଅସଦାଚରଣ ସବୁ ଦିନ ସବୁ ସ୍ଥାନ ରେ ଘଟି ଥାଏ । କିଛି ଜଣ ଏହାରି ବିରୋଧ କରିଥାନ୍ତି ତ ଆଉ କେତେବେଳେ କିଛି ଜଣ ସବୁ କିଛି ସହି ଚୁପ୍ ହୋଇ ରହିଯାଆନ୍ତି । 

 

ତେବେ ଏପରି ଚୁପ୍ ରହିଯିବା ଫଳରେ ଦୋଷୀ ମାନଙ୍କ ସାହାସ କିନ୍ତୁ ଆହୁରି ବଢ଼ିଯାଏ ଯାହା ଫଳରେ ଆଉ ଥରେ ସେହିଭଳି ଦୋଷ କରିବାକୁ ପଛନ୍ତି ନାହିଁ । ସେହିପରି ଏକ ଘଟଣା ଘଟିଛି ଭୁବନେଶ୍ୱର ରେ । କୌଣସି ଏକ ବସ୍ ରେ ଜଣେ ପାଖ ପାଖି ୪୦ ରୁ ୪୨ ବର୍ଷୀୟ ପୁରୁଷ ଜଣେ ମହିଳା ଙ୍କ ପ୍ରାଇଭେଟ୍ ପାର୍ଟ ରେ ହାତ ମା-ରି ଦେଇଥିଲେ ।ତେବେ ସେହି ମହିଳା ଜଣକ ସେହି ପୁରୁଷ ଟି କୁ ଜବ୍ଦ କରିବା ପାଇଁ ସେଠାରେ ଲୋକ ଙ୍କୁ ଜଡ କରି କଣ କରିଛି ସେହି ଯୁବକ ଟି କହିଲେ ସମସ୍ତ ଙ୍କୁ । 

 

ତେବେ ସେହି ପୁରୁଷ ଜଣକ ମଦ ପିଇଥିବା ଭଳି ଜଣା ପଡୁଥିଲା । ପୁରୁଷ ଟି ନିଜ ନାମ ରମେଶ ନାୟକ କହୁଥିବା ବେଳେ ଘର ଟି କଟକ ରେ ବୋଲି କହୁଛନ୍ତି । ଝିଅ ଟି ର ନାମ ସଂଗୀତା । ତେବେ ସେ ଅଫିସ୍ ରୁ ଫେରୁଥିବା ସମୟ ରେ ସଂପୃକ୍ତ ଯୁବକ , ମହିଳା ଙ୍କ ପ୍ରାଇଭେଟ୍ ପାର୍ଟ୍ ରେ ହାତ ମା-ରି-ଦେ-ଲେ । ତେବେ ଯୁବକ ଜଣକ କହୁଛନ୍ତି କୁ ଭୁଲ ରେ ବଜିଯାଇଛି ଯେତେବେଳେ କୁ ମହିଳା ଜଣକ କହିଛନ୍ତି କୁ ନାଇ , ସେ ଜାଣିଶୁଣି ଏପରି କରିଛନ୍ତି । ତେବେ ସେଠାରେ ଥିବା ଲୋକ ମାନେ ଓ ସଂପୃକ୍ତ ମହିଳା ଆରକ୍ଷୀ ଅଧିକାରୀ ଡାକି ସେହି ଯୁବକ ଟି କୁ ଆରକ୍ଷୀ ଅଧିକାରୀ ଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *