ଧୋନି ଲଗେଇଲେ 100 କୋଟି ଟଙ୍କାର ମନାହାନି । ପୁରା ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଧୋନିଙ୍କୁ ନେଇ ଆସିଲା ବହୁତ ବଡ ଖବର, ବଡ ଝଟକା ପାଇଲେ ଆଇପିଏସ୍ ଅଫିସର, ଧୋନିଙ୍କ ମାନହାନୀ କେସ୍ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମହେନ୍ଦ୍ର ସିଂହ ଧୋନିଙ୍କୁ ଆମ ଦେଶ ତଥା ସାରା ବିଶ୍ଵରେ ବି ଲୋକମାନେ ଜଣେ ଭଲ କ୍ୟାପଟେନ୍, ଭଲ ଫିନିସର୍, କୁଲ୍ କ୍ୟାପେଟେନ୍ ତଥା ଜଣେ ଭଲ ମଣିଷ ଭାବରେ ଜାଣିଛନ୍ତି। ଧୋନି ଖେଳରେ ଯେତିକି ଭଲ ପ୍ରଦର୍ଶନ କରିଥାଆନ୍ତି, ସେ ନିଜର ରିଏଲ୍ ଲାଇଫ୍ ରେ ବି ତାହାଠାରୁ ଅଧିକ ଭଲ ମଣିଷ ଅଟନ୍ତି। କେବଳ ଆମ ଦେଶର ଲୋକମାନେ ହିଁ ନୁହେଁ, ସାରା  ବିଶ୍ୱରେ ତାଙ୍କର ଅନେକ ଫ୍ୟାନ୍ ରହିଛନ୍ତି, ଅନେକ ଭଲ ମଧ୍ୟ ପାଆନ୍ତି ତାଙ୍କ ଫ୍ୟାନ୍ ମାନୃ। ତେବେ ଏହି କିଛିଦିନ ହେବ ଧୋନିଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳୁଛି। 

 

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାନହାନୀ କେସ୍‌ । ଆଇପିଏସ୍‌ ଅଧିକାରୀ ଜୀ ସଂପତ କୁମାରଙ୍କ ଉପରେ ୧୦୦କୋଟି ଟଙ୍କାର ମାନହାନି କେସ୍‌  କରି ରଖିଛନ୍ତି । ଏହି ମାମଲାରେ ଗୁରୁବାର ମାଡ୍ରାସ ହାଇକୋର୍ଟରେ ପୁଣି ଶୁଣାଣି ହୋଇଛି ଏବଂ କୋର୍ଟ ଆଇପିଏସ୍‌  ଅଧିକାରୀଙ୍କୁ ଝଟକା ଦେଇ ମାନହାନି କେସ୍‌ ଉପରେ ରୋକ୍‌ ଲଗେଇବାକୁ ଦାବି କରିଥିବା ଆବେଦ କୁ ଖାରଜ କରିଦେଇଛନ୍ତି । ଏହି ମାମଲା ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ସହ ଜଡ଼ିତ ହୋଇଛି । 

 

ଏହି ମାମଲାରେ କୋର୍ଟ ଧୋନୀଙ୍କ କେସ୍‌କୁ ରିଜେକ୍ଟ କରିବାକୁ ମନା କରି ଦେଇଛନ୍ତି।ଦ ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁସାରେ , ଜଷ୍ଟିସ୍‌ ଏନ୍‌ ଶେଷଶାୟୀ ୨୦୧୪ରେ କଥିତ ରୂପେ ଆଇପିଏଲ୍‌ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ସହ ଜଡ଼ିତ ଏକ ମାମଲାରେ ଶୁଣାଣି  କରି କହିଛନ୍ତି ଏହି ସମୟରେ କୌଣସି ପ୍ରକାରର ଆଦେଶ ଦେବାରେ କେସ୍‌ ଉପରେ ପ୍ରଭାବ ପଡ଼ିବ। କୋର୍ଟ ଏହା ପରେ ମାନହାନି କେସ୍‌ ଉପରେ ଶୁଣାଣିରେ ରୋକ୍‌ ଲଗାଇବାକୁ ଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଧୋନୀ ୨୦୧୪ରେ ୧୦୦କୋଟି ଟଙ୍କାର ମାନହାନି କେସ୍‌ କରିଥିଲେ।

 

ତେବେ ଆସନ୍ତୁ ଜାଣିବା ପ୍ରକୃତ କଥା ସମ୍ପର୍କରେ :- 

 

ଧୋନୀ ୨୦୧୪ ମସିହାରେ ୧୦୦ କୋଟି ଟଙ୍କାର ମାନହାନି କେସ୍‌ କରିଥିଲେ। ଧୋନୀଙ୍କ ପକ୍ଷରୁ ଦାୟର ପିଟିସନରେ କୁହାଯାଇ ଥିଲା କି ଏକ ଟିଭି ମିଡ଼ିଆ କମ୍ପାନୀ ଓ କିଛି ଲୋକେ କଥିତ ରୂପେ ତାଙ୍କର ଛବି ଖରାପ କରିବାକୁ ଖବର ପରିବେଷଣ କରିଥିଲେ । ଏହି ଖବର ମୁତାବିକ ଧୋନୀ ଆଇପିଏଲ୍‌ ମ୍ୟାଚ୍‌ରେ ମ୍ୟାଚ୍‌ , ସ୍ପଟ ଫିକ୍ସିଂ ଓ ବେଟିଂରେ ସାମିଲ ଥିଲେ । ସେ ଜୀ ସଂପତ କୁମାରଙ୍କ ସମେତ  ମାନହାନି କେସ୍‌ରେ ସାମିଲ ଅଭିଯୁକ୍ତଙ୍କ ଉପରେ ବୟାନ ଦେବା ଓ ତାଙ୍କୁ ଖବର ଛାପିବାରେ ରୋକ୍‌ ଲଗେଇବାକୁ ଦାବି କରିଥିଲେ ।  ସମ୍ପତ କୁମାର ଆଇପିଏଲ୍‌ ବେଟିଂ ମାମଲାର ଯାଞ୍ଚରେ ସାମିଲ ରହିଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *