ମୋନାଲିସା ଙ୍କ ପରେ Lipsa Mishra ଙ୍କୁ ବାହା ହେଲେ ଦେବାଶିଷ । କଣ ରହିଛି ସତ୍ୟତା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଦେବାଶିଷ ଦ୍ଵିତୀୟ ବିବାହ କରିବା କୁ ଯାଉଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଣେ ଓଡ଼ିଆ କଥାଚିତ୍ର, ଆଲବମ୍ ଅଭିନେତା ଏବଂ ଦୂରଦର୍ଶନ ତ‌ଥା ମଞ୍ଚ ଉପସ୍ଥାପକ । ସେ ପ୍ରଥମେ ଓଡ଼ିଆ ଆଲବମ୍ ଜଗତରେ ଜଣେ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ୨୦୧୦ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଦେବାଶିଷ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ।

                          

ଦେବାଶିଷ ପାତ୍ର ଜଣେ ଓଡ଼ିଆ କଥାଚିତ୍ର, ଆଲବମ୍ ଅଭିନେତା ଏବଂ ଦୂରଦର୍ଶନ ତ‌ଥା ମଞ୍ଚ ଉପସ୍ଥାପକ । ସେ ପ୍ରଥମେ ଓଡ଼ିଆ ଆଲବମ୍ ଜଗତରେ ଜଣେ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ୨୦୧୦ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଦେବାଶିଷ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ ।

ଦେବାଶିଷ କେଉଁଝର ଜିଲ୍ଲାର ଲୋକ । ସେ କେଉଁଝରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ କେଉଁଝରର ଆନନ୍ଦପୁରରେ କଟିଛି । ସେ ଆନନ୍ଦପୁରର ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲ।                                   ଦେବାଶିଷ ପାତ୍ର ପ୍ରଥମେ ଜଣେ ଆଲବମ୍‌ର ଅଭିନେତା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ୨୦୧୦ ମସିହାର ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା ଭାବରେ ପହିଲି ରଜ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । 

 

ଏହି କଥାଚିତ୍ରଟିରେ ନାୟକ ଭାବରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ନାୟିକା ଭାବରେ ଅଭିନୟ କରିଥିଲେ । ଭୁଲ୍ ବୁଝିବନି ମତେ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତତେ ଭଲ ପାଉଛି ବୋଲି, ଚୋରି ଚୋରି ମନ ଚୋରି ଆଦି ଚଳଚ୍ଚିତ୍ରରେ ନାୟକ ଭାବରେ ଅଭିନୟ କରିଥିଲେ ।ଦେବାଶିଷ ତୁ ଥାଆ ମୁଁ ଯାଉଚି ରୁଷି, ଚାନ୍ଦିନୀ ଆଇ ମିସ ୟୁ, ଇଡିଅଟ୍, ଲଭ୍ ମାଷ୍ଟର, ମୋ’ ଦୁନିଆ ତୁ ହିଁ ତୁ, ଦିୱାନା ଦିୱାନୀ, ମୁଁ ଏକା ତୁମର, କ୍ରାନ୍ତିଧାରା, ରଘୁପତି ରାଘବ ରାଜାରାମ, ଭଲପାଏ ତତେ ୧୦୦ରୁ ୧୦୦, ତୁ ଯେ ସେଇ, ତୁ ମୋ ଲଭ୍ ଷ୍ଟୋରୀ ଆଦି କଥାଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

          

ତେବେ ଏବେ ଶୁଣିବାକୁ ମିଳିଛି କି ବେଦଶିଶ ଦ୍ଵିତୀୟ ବିବାହ କରିଛନ୍ତି। ଯେବେ କି ତାଙ୍କର ପ୍ରଥମ ସ୍ତ୍ରୀ ମାନାଲିଶା ଥିବା ବେଳେ ଦ୍ଵିତୀୟ ବିବାହ କଥା ସମସ୍ତ କୁ ଆଶ୍ଚାଜ୍ୟ କରିଛି । କିନ୍ତୁ ଆସଚାଜ୍ୟ ହେବ ର କିଛି ନାହି ଆସନ୍ତା କିଛି ଦିନ ମଧ୍ୟ ରେ ଦେବାଶିଷ ଓ ମୋନାଲିସା କ ର ଏକ ଫିଲ୍ମ ଆସିବାକୁ ଯାଉଛି ଯୋଉଥିରେ ଦୁହେଁ ବିବାହ ଆଉ ଥରେ ବିବାହ କରିବାକୁ ଯାଉଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *