ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଘୁଞ୍ଚିଲା ଲଘୁଚାପ । କେଉଁଠି କରିବ ଲ୍ୟାଣ୍ଡ ଫଲ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ସୁନ୍ଦର ପୃଥିବୀ ପ୍ରକୃତି କୁ ନେଇ ଗଠିତ । ପ୍ରକୃତି ଆଗରେ ସର୍ବଦା ନତମସ୍ତକ ହୋଇ ରହେ ମଣିଷ । ଏହି ପ୍ରକୃତି କେତେବେଳେ ମା ହୋଇ ଆଦରି ନେଇ ଥାଏ ତ କେତେବଳେ ଦେଖାଇ ଥାଏ ତାର କରାଳ ରୂପ । ପାଲଟି ଯାଇଥାଏ ହିଂ-ସ୍ର । ହିଂ-ସ୍ର ରୂପ ଦେଖାଇ ବହୁ ଧନ ଜୀବନ କ୍ଷତି କରି ଦେଇ ଥାଏ । ତେବେ ପ୍ରକୃତି ର ଅନେକ ଭ-ୟ-ଙ୍କ-ର ରୂପ ଦେଖିବାକୁ ମିଳି ଥାଏ । ଭୂ-ମି-କ-ମ୍ପ , ବାତ୍ୟା, ଆଦି ହୋଇ ବହୁ ଧନ ଜୀବନ କ୍ଷ-ତି ହୋଇ ଥାଏ । ତେବେ ଏହି ପ୍ରାକୃତିକ ବି-ପ-ର୍ଯ୍ୟ-ୟ ର କାରଣ ହେଉଛି ପରିବେଶ ଓ ପରିବେଶ ରେ ରହୁଥିବା ମନୁଷ୍ୟ ।
ମନୁଷ୍ୟ ମାନେ ପରିବେଶ କୁ ନିଜ ଆବଶ୍ୟକତା ପାଇଁ ନ-ଷ୍ଟ କରି ଥାନ୍ତି । ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ପ୍ରକୃତି କୁ ନ-ଷ୍ଟ କରିଥାନ୍ତି ସେଥି ପାଇଁ ବିଭିନ୍ନ ବି-ପ-ର୍ଯ୍ୟ-ୟ ଦେଖିବାକୁ ମିଳିଥାଏ । ଉତ୍ତର ଆଣ୍ଡମାନ ସାଗର ରେ ସୃଷ୍ଟି ଘୂର୍ଣ୍ଣି ବଳୟ ଲଘୁଚାପ ର ରୂପ ନେଲେ ସ୍ପଷ୍ଟ ହେବ ଯେ ଏହା ସାମୁଦ୍ରିକ ଝଡ଼ ରେ ପରିଣତ ହେବ ନ ନାହି । ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ ଲଘୁଚାପ ର ରୂପ ନେବାରେ ବିଳମ୍ବ ହେଉଛି । ଘୂର୍ଣ୍ଣିବଳୟ ଘନୀଭୂତ ହେବାକୁ ୨୪-୩୬ ଘଣ୍ଟା ଲାଗି ପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ଦକ୍ଷିଣ ଚିନ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଲାଏନ ରୋକ୍ ର ଅବଶିଷ୍ଟ ଅଂଶ ଆଣ୍ଡମାନ କୁ ଆସିଲେ ଲଘୁଚାପ ଶକ୍ତିଶାଳୀ ହେବ ।
ଉତ୍ତର ଆଣ୍ଡମାନ ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବାକୁ ଆହୁରି ଅନେକ ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପୂର୍ବରୁ ଏହା ରବିବାର ଦିନ ଲଘୁଚାପ ର ରୂପ ନେବ ବୋଲି ପୂର୍ବାନୁମାନ କରା ଯାଇଥିଲା । ଲଘୁଚାପ ରେ ପରିଣତ ହେବା ପରେ ଏହା ୪ ରୁ ୫ ଦିନ ସମୁଦ୍ର ଭିତରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଆଡକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଏହା ସାମୁଦ୍ରିକ ଝଡ଼ ରେ ପରିଣତ ହେବ କି ନାହିଁ ତାହା ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛିି IMD ।
ଅନ୍ୟ ଏକ ପାଣିପାଗ ଅକଳନକରି ସଂସ୍ଥା ସ୍କାଏମେଟ୍ ର ଆକଳନ ଅନୁସାରେ ଲଘୁଚାପ ସମୁଦ୍ର ରେ ବଳ ଗୋଟାଇ ବାତ୍ୟା ର ରୂପ ନେବା ନିଶ୍ଚିତ । ଘୂର୍ଣ୍ଣିବଳୟ ଉପରେ ଅନୁଭତ ହେଉଛି କୁଜିୱାର ଇଫେକ୍ଟ । ପାଣିପାଗ ବିଜ୍ଞାନ ରେ ଏହା ଏକ ଜାପାନୀ ଶବ୍ଦ ଅଟେ । ଦକ୍ଷିଣ ଚୀନ୍ ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ଥିବାରୁ ଆଣ୍ଡମାନ ସାଗର ରେ ସୃଷ୍ଟି ଘୂର୍ଣ୍ଣିବଳୟ କୁ ବାଧାପ୍ରାପ୍ତ କରୁଛି । ତେବେ ଏହା ସମୁଦ୍ର ପତ୍ତନ ଠାରୁ ମାତ୍ର ୫.୮ କିମି ଉଚ୍ଚରେ ରହି ଆଉ ଉପରକୁ ଉଠି ପାରୁନାହିଁ । ତେବେ ପାଣିପାଗ ବିଶେଷଜ୍ଞ ଙ୍କ ମତ ଅନୁସାରେ ଉତ୍ତର ଆଣ୍ଡମାନ ସାଗରର ସୃଷ୍ଟ ଘୂର୍ଣ୍ଣିବଳୟ ଦକ୍ଷିଣ ଚୀନ୍ ସହ ମିଶିଯିବ । ଆଉ ଦୁଇ ଦିନ ପରେ ଏହାର ଗତି ପଥ ଜାଣିହେବ । ବିଶେଷ କରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡା, ଗଜପତି ରେ ପଡିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।