Singer କୁଳଦିପ୍ ଙ୍କ ବିବାହ ରେ ( Asima Panda ) ଅସୀମା ପଣ୍ଡା ଙ୍କ ଜବରଦସ୍ତ ଡ୍ୟାନ୍ସ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ବିବାହ ର ସିଯିନ୍ ଚାଲିଛି ଏବଂ ଅନେକ ଗୁଡ଼ିଏ ବାହାଘର ଦେଖିବାକୁ ମିଳୁଛି। ତେବେ ଏହି ବର୍ଷ ମଧ୍ୟ ଅନେକ ଗୁଡ଼ିଏ ସିନେମା କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ବିବାହ ହେଉଛି ଏକ ଆନନ୍ଦ ଉଲ୍ଲାସ ର ଦିନ ।ସେମାନଙ୍କ ଫଟୋ ତଥା ଭିଡିଓ କୁ ମଧ୍ୟ ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ।

 

 ତେବେ ବର୍ତ୍ତମାନ ସମୟ ରେ ଓଡ଼ିଶା ର ଜଣେ ଗାୟକ ଙ୍କ ବିବାହ ହୋଇଛି ଯାହା କି ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ତାଙ୍କ ବିବାହ କୁ ନେଇ ଯେତିକି ଚର୍ଚ୍ଚା ହେଉ ନାହିଁ ,ତାଙ୍କ ବିବାହ କୁ ଆସିଥିବା ଅନ୍ୟ ଗାୟକ ତଥା ଅନ୍ୟ କଳାକାର ମାନେ ଯାହା ସବୁ କରିଛନ୍ତି ତାହା ବର୍ତମାନ ସମୟ ରେ ଅଧିକ ମାତ୍ରାରେ ଭାଇରଲ ହେଉଛି। ତେବେ ଏହି ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗୁଛି । ଏହି ଭିଡିଓ କୁ ଦେଖିବା ପରେ ଆପଣ ମଧ୍ୟ ନିଜର ହସ କୁ ରୋକି ପାରିବେ ନାହିଁ ।

 

ତେବେ ସୂଚନାଯୋଗ୍ୟ କଥା ଏହା ଯେ, ଗତ କିଛି ଦିନ ହୋଇଯିବ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଗାୟକ କୂଳଦୀପ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ କୂଳଦୀପ ଙ୍କ ବିବାହ ର ଫଟୋ ତଥା କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିଲା ଏବଂ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ । ତେବେ ସାମ୍ନା କୁ ଆସିଥିବା ଫଟୋ ତଥା ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓ ଲୋକ ମାନଙ୍କୁ ବେଶ ପସନ୍ଦ ଆସିଛି, ଆଉ ଲୋକମାନେ ଏହାର ବେଶ ମଜା ମଧ୍ୟ ନେଉଛନ୍ତି ।

 

ତେବେ ବିବାହ ରେ ମଜାମସ୍ତି ଓ ଡ୍ୟାନ୍ସ  ହୋଇଥାଏ , ଏହା ତ ଆପଣ ମାନେ ସମସ୍ତେ ଜାଣିଛନ୍ତି । ସେହିପରି ଓଡ଼ିଶା ର ଜଣାଶୁଣା ଗାୟିକା ଅସୀମା ପଣ୍ଡା ମଧ୍ୟ କୂଳଦୀପ ଙ୍କର ବାହାଘର ରେ ଡ୍ୟାନ୍ସ କରି ବେଶ୍ ଚର୍ଚ୍ଚା ରେ ରହିଛନ୍ତି । ତେବେ ସାମ୍ନା କୁ ଆସୁଥିବା ଭିଡ଼ିଓ ଟି ରେ ଏହା ଦେଖାଯାଇଛି ଯେ, କୂଳଦୀପ ଓ ତାଙ୍କ ର ନବ ବିବାହିତ ଙ୍କ ସହ ସମସ୍ତେ ଡ୍ୟାନ୍ସ କରୁଥିଲେ। ତେବେ ତାଙ୍କର ବିବାହ ରେ ସମସ୍ତେ ବେଶ୍ ଧୁମଧାମ ରେ ଡ୍ୟାନ୍ସ କରିଥିଲେ ।

 

ଆଉ ସେହି ବିବାହ ରେ ଡ୍ୟାନ୍ସ କରିବା ସମୟ ରେ ଅସୀମା ପଣ୍ଡା କିଛି ଏପରି କାର୍ଯ୍ୟ କରିଦେଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ତେବେ କୂଳଦୀପ ଙ୍କର ବିବାହ ରେ ସୁପରହିଟ ଗାୟିକା ଅସୀମା ପଣ୍ଡା ଶାଢୀ ପିନ୍ଧି ଥିବାର ନଜର ଆସିଥିଲେ । ତେବେ ସେହି ବିବାହ ରେ ଡ୍ୟାନ୍ସ କରୁ କରୁ ସେ ନିଜର ଶାଢ଼ୀ ଟିକୁ ହାତରେ ଟିକେ ଉପର କୁ ଧରି ଡ୍ୟାନ୍ସ କରୁଥିବା ର ନଜର ରେ ଆସିଥିଲେ । ତେବେ ସେହି ଭିଡ଼ିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଦେଖି ବେଶ ମଜା କରୁଥିବାର ମଧ୍ୟ ଜଣାପଡ଼ିଛି।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *