Omicran ହେଉଛି ଅସମ୍ଭାଳ । ବାହାଘର ପାଇଁ ଆସିଲା ନୂଆ ଗାଇଡ଼ଲାଇନ । ଜାଣି ରଖନ୍ତୁ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିବାହ ଶୋଭାଯାତ୍ରାରେ ବଜାଇପାରିବେନି ଡିଜେ ସାଉଣ୍ଡ, ବାଣ ଫୁଟାଇ ପାରିବେନି ବୋଲି ମତ ଦେଲେ ସରକାର । ତେବେ ଏହା ପଛରେ କଣ ରହିଛି ସମ୍ପୂର୍ଣ ଖବର ଚାଲନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସାରା ବିଶ୍ଵ କରୋନା ମହାମାରୀ ରେ ଉବୁଡୁବୁ ହେଉଛି । ଭାରତ ର ସମସ୍ତ ରାଜ୍ୟ ରେ ବର୍ତ୍ତମାନ ଲକଡାଉନ୍ ଓ ସଟଡାଉନ୍ ଚାଲିଛି । ଦେଶର ଆର୍ଥିକ ପରିସ୍ଥିତି ତେଣୁ ବହୁତ୍ କଠିନ ଅବସ୍ଥା ରେ । କୋରନା ମହାମାରୀ ରେ ଏବେ ମ-ର-ଣ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ରେ ଲାଗିଛି । ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖାଇବାରେ ଲାଗିଛି ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ । ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ଙ୍କ ର କୋରନା ପରୀକ୍ଷା ହେଉଛି। ଅନେକ ଲୋକ ଆକ୍ରାନ୍ତ ବି ହେଉଛନ୍ତି। 

 

ବର୍ତ୍ତମାନ ର ମହାମାରୀ ଯାହା ମଧ୍ୟ ସମସ୍ତଙ୍କ ପଦ ରେ ବେଢ଼ି ପକାଇଦେଇଛି । ସାରା ଭାରତ ରେ  ଲୋକ ଏତେ ସଂଖ୍ୟା ରେ ମ-ରୁ-ଛ-ନ୍ତି ଯେ ଦାହ କାର୍ଯ୍ୟ ପାଇଁ ଜାଗା ଟିକେ ବି ମିଳୁନାହିଁ । ସରକାର ମଧ୍ୟ କରୋନା ସଚେତନତା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଏବେ ଏବେ ଦୀର୍ଘ ଦୁଇ ମାସ ଧରି ଆମେ ସମସ୍ତେ ନିଜ ଘରେ ରହୁଥିଲୁ ସରକାର ଙ୍କ ନିୟମ ଅନୁସାରେ ଏବେ ଏବେ କିଛି ଦିନ ହେବ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ବ୍ୟବସ୍ଥା ବଳବତ୍ତର ରହୁଥିଲା ତାହା ଏବେ ମଧ୍ୟ ଚାଲୁଛି। 

 

ଲକ୍ ଡାଉନ୍ ଟି ଅନ୍ ଲକ୍ ହେବାରେ ଥିଲା ହେଲେ ସରକାର କରୋନା ସ୍ଥିତି କୁ ଲକ୍ଷ କରି ପୁଣି ସେହି ଲକ୍ ଡାଉନ୍ କୁ ବଳ ବତ୍ତର ରଖିବା ପାଇଁ ନିଷ୍ପତି ନେଇଛନ୍ତି ଇତି ସହିତ ଏହି କଟକଣା କୁ ଆଂଶିକ ଭାବରେ କିଛିଟା ଓ କିଛି ସ୍ଥାନ ରେ ସ୍ତଗୀତ ରଖିବା ପାଇଁ ନିଷ୍ପତି ନେଇଛନ୍ତି କେବେ ଚାଲନ୍ତୁ ଜାଣିବା କେଉଁ କେଉଁ ସ୍ଥାନ ରେ କଟକଣା କୋହଳ ହୋଇଛି।ଏହି ଡ଼ିସେମ୍ବର ରେ ସରକାର ଙ୍କ ଗାଇଡ ଲାଇନ୍ ହେଉଛି କି ରାତି ୧୦ ରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ନାଇଟ୍  କର୍ଫ୍ୟୁ ଜାରି ରହିବ ଓ ଏହା ସହିତ ସମସ୍ତ ସାମାଜିକ ସମାବେଶ ପାଇଁ ମଧ୍ୟ ପରମିସନ ମିଳିବନି ।

 

 ଏହା ସହ ନୂଆ ବର୍ଷ ପାଳନ କରାଯିବ ନାହିଁ । ଯାହା ପାଇଁ ଏବେ ସରକାର ନିୟମ ଦେଇଛନ୍ତି କି ସମସ୍ତ ବିବାହ ପ୍ରଦେଶନ ରାତି ୧୦ ପୂର୍ବରୁ ରାଜ ରାସ୍ତା ରୁ ହଟିବା ଆବଶ୍ୟକ । ସମସ୍ତ ଡି .ଜେ ଗାଡ଼ି ହେଉ ଅଥବା ବାଣ ଓ ବାଜା ବନ୍ଦ କରି ଦିଆ ଯିବ । ଏହା ସହିତ ସମସ୍ତେ ଯେଉଁ ମାନେ ଯେତିକି ସମୟ ପର୍ଯ୍ୟନ୍ତ ନିଜର ବିବାହ ହେଉ ଅଥବା ଅନ୍ୟ କାର୍ଯ୍ୟ ପାଇଁ ପରମିଶନ ଅନିଥିବେ ସେତିକି ସମୟ ସୁଦ୍ଧା ସେହି କାର୍ଯ୍ୟ ସରିବା ନିହାତି ଆବଶ୍ୟକ ଯାହା ବିଷୟରେ ମତ ଦେଲେ ଭୁବନେଶ୍ୱର ଡିସିପି  ଏହି ସବୁ ନିୟମ କୁ ମାନିବା ବଧ୍ୟତାମୂଳକ ବୋଲି ମତ ଆସିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *