ଓଡ଼ିଶା ୨୩ ତାରିଖ ରୁ ବନ୍ଦ ରହିବ ସମସ୍ତ ସ୍କୁଲ । ପୁରା ଏତେ ଦିନ ପାଇଁ । ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶା ୨୩ ତାରିଖ ରୁ ବନ୍ଦ ରହିବ ସମସ୍ତ ସ୍କୁଲ । ଏହା ପଛରେ କଣ ରହିଛି ପ୍ରକୃତ ଘଟଣା ଚାଲନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି । ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆ ଙ୍କ ମତରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥା ରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

 

ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନା ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ । ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି ।

 

ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆ ଙ୍କ ମତରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥା ରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନା ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ ।

 

ଏବେ ଏବେ  ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଯାହା ପାଇଁ ଏବେ କିଛି ଦିନ ହେବ ବହୁତ୍ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି ଯାହା ପାଇଁ ସରକାର ମଧ୍ୟ ସୂଚନା ଦେଇଛନ୍ତି କି ଏହି ରୋଗ ଟି ଡେଲଟା ପ୍ଲସ୍ ଠାରୁ ସାମାନ୍ୟ କମ୍ ପ୍ରଭାବିତ କରିବ । ଏହି ମହାମାରୀ କୁ ରୋକିବା ପାଇଁ ସମସ୍ତେ ଏହି ସଂକ୍ରମଣ ର ନିୟମ କୁ ମାନି ଚାଲିବା ନିହାତି ଆବଶ୍ୟକ । ଯାହା ଫଳ ରେ ଆମେ ଏହି ରୋଗ କୁ ହରେଇ ପାରିବୁ । ଏଥି ପାଇଁ ବହୁତ୍ ସ୍ଥାନ ରେ ସବୁ କିଛି ବନ୍ଦ ହୋଇଗଲାଣି କିନ୍ତୁ ଓଡ଼ିଶା ରେ ଧାନ କଟା ଓ ବଡଦିନ ପାଇଁ ଆସନ୍ତା ୨୩ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *