ଦେଖନ୍ତୁ ସବ୍ୟ ଓ ଅର୍ଚ୍ଚିତା ଙ୍କ ଭୋଜିରେ କେମିତି ନାଚିଲେ ସ୍ୱରାଜ,ଭୂମିକା ଓ ଶିବାନି…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଦେଖିବା ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ରେସେପିସନ ପାର୍ଟି ରେ କେମିତି ନାଚିଲେ ଭୂମିକା,ସ୍ୱରାଜ ଓ ସିବାନି ଆସନ୍ତୁ ଭିଡ଼ିଓ ଦେଖିବା ପୂର୍ବରୁ ଏହି ବିଷୟରେ କିଛି ଜାଣି ନେବା । ଖବର ଟି କୁ ଆରମ୍ଭ ରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ।

ଓଡ଼ିଆ ସିନେ ଜଗତ ର ସବୁଠାରୁ ସଫଳ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । କରନା କଟକଣା କୁ ଆଖି ଆଗରେ ରଖି ବାହାଘର କୁ ରାଜସ୍ଥାନ ରେ କରିଥିଲେ ହେଲେ ଗତ କାଲି ରେସିଭସନ ପାର୍ଟି ଦେଇଥିଲେ । ଓଡ଼ିଆ ସିନେ ଜଗତ ପାଖରୁ ଆରମ୍ଭ ବହୁତ ନାମିଦାମୀ ନେତା ଓ ମନ୍ତ୍ରୀ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ…

ଏହି ଅବସରରେ ଓଡ଼ିଆ ସିନେ ଜଗତ ର ସ୍ୱରାଜ ଓ ଶିବାନି,ଭୂମିକା ଏକା ସାଙ୍ଗରେ ନଜର ଆସିଥିଲେ ଓ ଖୁବ ମସ୍ତି କରିଥିଲେ ପାର୍ଟି ଖୁବ ନାଚିଥିଲେ ଏମାନଙ୍କ ନାଚ ଦେଖି ସମସ୍ତେ ଅଟକି ଯାଇଥିଲେ । ସେମାନେ ମଧ୍ୟ ଗେଷ୍ଟ ମାନଙ୍କୁ ଖୁବ ମନୋରଞ୍ଜନ ଯୋଗାଇ ଦେଇଥିଲେ । ଏହାର କିଛି ମୁହୂର୍ତ ପରେ ସେମାନେ ସବ୍ୟ ଓ ଅର୍ଚ୍ଚିତା ଙ୍କ ସହ ସେଲ୍ଫି ନେଇ ଭୋଜି ଖାଇ ବିଦାୟୀ ନେଇଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *