ଓଡ଼ିଶାରେ ମାତିବା ଆରମ୍ଭ କଲା Omicran । ଓଡ଼ିଶାରେ କେବେ ହେବ ସମ୍ପୁର୍ଣ୍ଣ ତାଲା ବନ୍ଧ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଆସିଲା କୋରୋନା ର ନୂଆ ଭାରିଆଣ୍ଟ ଅମିକ୍ରୋନ ଓ ଲକ୍ ଡାଉନ୍ ର ଭୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି । ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖାଇବାରେ ଲାଗିଛି ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ । ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ଙ୍କ ର କୋରନା ପରୀକ୍ଷା ହେଉଛି। ଅନେକ ଲୋକ ଆକ୍ରାନ୍ତ ବି ହେଉଛନ୍ତି । ବର୍ତ୍ତମାନ ର ମହାମାରୀ ଯାହା ମଧ୍ୟ ସମସ୍ତଙ୍କ ପଦ ରେ ବେଢ଼ି ପକାଇଦେଇଛି । 

 

ସାରା ଭାରତ ରେ  ଲୋକ ଏତେ ସଂଖ୍ୟା ରେ ମ-ରୁ-ଛ-ନ୍ତି ଯେ ଦାହ କାର୍ଯ୍ୟ ପାଇଁ ଜାଗା ଟିକେ ବି ମିଳୁନାହିଁ । ସରକାର ମଧ୍ୟ କରୋନା ସଚେତନତା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସମଗ୍ର ବିଶ୍ବ ବର୍ତ୍ତମାନ କୋରାନା ରେ ଉବୁଡୁବୁ ହେଉଛି । ଭାରତ ର ସମସ୍ତ ରାଜ୍ୟ ରେ ବର୍ତ୍ତମାନ ଲକଡାଉନ୍ ଓ ସଟଡାଉନ୍ ଚାଲିଛି । ଦେଶର ଆର୍ଥିକ ପରିସ୍ଥିତି ତେଣୁ ବହୁତ୍ କଠିନ ଅବସ୍ଥା ରେ । କୋରନା ମହାମାରୀ ରେ ଏବେ ମ-ର-ଣ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ରେ ଲାଗିଛି । ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । 

 

ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆ ଙ୍କ ମତରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥା ରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନା ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ । ଯାହା ଜଣା ପଡ଼ିଛି ଓମିକ୍ରୋନ ର ସ୍ତିଥି  କୁ ଲକ୍ଷ କରି ଓଡ଼ିଶା ରେ ଜାନୁୟାରୀ ମାସ ପରେ ଲକ୍ ଡାଉନ୍ ପଡିବ କି ନାହିଁ ଜଣା ପଡ଼ିବ ।

 

 ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡକ୍ଟର ଓ ବୈଜ୍ଞାନିକ ଙ୍କ ମତ ଅନୁସାରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥା ରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଉ କିଛି ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନ ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *