ମିହିର ଦାସ ଙ୍କ ସ୍ୱାସ୍ଥ ଅବସ୍ଥା କୁ ନେଇ ଡାକ୍ତର ଏବେ ଏବେ ଦେଲେ ବଡ଼ ଖବର…

 

ଦର୍ଶକ ବନ୍ଧୁ ଓଲିଉଡ ସିନେମା ଜଗତର ଜଣାଶୁଣା ଅଭିନେତା ମିହିର ଦାସ ଙ୍କ ଶରୀର ଅସୁସ୍ଥ ଥିବା ଖବର ତ ଆପଣ ମାନେ ନିଶ୍ଚିନ୍ତ ଭାବରେ ଅବଗତ ଥିବେ । ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଅସୁସ୍ଥତା କୁ ନେଇ ସାମ୍ନା କୁ ଆସୁଛି ଏକ ବଡ ଖବର । ତେବେ ଦର୍ଶକ ବନ୍ଧୁ ମିହିର ଦାସ ଙ୍କ ଅବସ୍ଥା ଏବେ କିପରି ଅଛି ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ ଯେ , ଗତ କିଛି ଦିନ ହେବ ଓଲିଉଡ ଷ୍ଟାର ଅଭିନେତା ମିହିର ଦାସ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଶରୀର ମଧ୍ୟ ହଠାତ୍ ବହୁତ୍ ଅସୁସ୍ଥ ହୋଇ ଯାଇଥିଲା ।ଓଲିଉଡ ସିନେମା ଜଗତର ଜଣାଶୁଣା ଅଭିନେତା ମିହିର ଦାସ ଙ୍କ ଶରୀର ଅଧିକ ଅସୁସ୍ଥ ହୋଇ ଯାଇଥିବାରୁ ସେ କଟକ ର ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

 

ତେବେ ମିହିର ଦାସ ଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଯିବା କାରଣ ରୁ ତାଙ୍କୁ ମଧ୍ୟ ମେଡିକାଲ ରେ ଭେଣ୍ଟିଲେଟରରେ ରଖା ଯାଇଥିଲା । ତେବେ ବର୍ତ୍ତମାନ ସମୟ ରେ ସେ ମେଡିକାଲ ରେ ରହିଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ମଧ୍ୟ ନଜର ରଖା ଯାଇଛି । ତେବେ ଗତ ଡ଼ିସେମ୍ବର 7 ତାରିଖ ରେ ତାଙ୍କର ଶରୀର ହଠାତ୍ ଖରାପ ହୋଇ ଯାଇଥିବାରୁ ତାଙ୍କୁ  ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା ।

 

 ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ତାଙ୍କର ଦେହ ରେ ସାମାନ୍ୟ ସୁଧାର ଆସିଲାଣି । ଆଉ ସେ ବହୁତ୍ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଏ ସମ୍ପର୍କ ରେ ତାଙ୍କର ପରିବାର ତରଫ ରୁ କୌଣସି ବି ସୂଚନା ସ୍ପଷ୍ଟ ଭାବରେ ମିଳି ପାରି ନାହିଁ । ତେବେ ସମସ୍ତେ ଏହା ଆଶା କରୁଛନ୍ତି ଯେ ସମସ୍ତଙ୍କ ପ୍ରିୟ ଅଭିନେତା ମିହିର ଦାସ ବହୁତ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *