ଶେଷରେ ଖୋଲିଗଲା ବଡ଼ ଘର ବଡ଼ ଗୁମର କଥା । ଜାଣନ୍ତୁ ସବୁ ଭିତିରି କଥା ଓ ରହସ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଫିଟିଗଲା ବଡ଼ ଘର ବଡ଼ ଗୁମର କଥା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ କୋର୍ଟ ରୁ ଅର୍ଡର୍ ଆସିଥିଲା ଯେ  ତପସ୍ଵିନୀ ଓ ସୁମିତ୍  ଗୋଟେ ଘରେ ୭ ଦିନ ପାଇଁ ଏକାଠି ରହିବା ପାଇଁ । ତା ପରେ ସେମାନଙ୍କ ଡିଶିସନ ଯାହା ନେବେ ତାହାକୁ କୋର୍ଟ ବିଚାର କରିବେ । ତେବେ ନାନା ସୁରକ୍ଷାକର୍ମୀ ଙ୍କ ଘେରା ରେ ଆସ୍କା ରେ ଦମ୍ପତ୍ତି ରହିଥିଲେ ୭ ଦିନ । ତେବେ ଆଜି କୁ ୭ ଦିନ ପୁର୍ଣ୍ଣ ହେଇଥିବା ବେଳେ ଆସ୍କା ଥାନା ଆଇଆଇସି ଓ ସୁରକ୍ଷା କର୍ମୀ ଏହି ସାତ ଦିନ ର ଟିକିନିଖି ରିପୋର୍ଟ ମାନନୀୟ କୋର୍ଟ ରେ ଦାଖଲ କରିଛନ୍ତି । ତେବେ ଅପରପାର୍ଶ୍ବ ଓକିଲ ଅର୍ଥାତ୍ ସୁମିତ୍ ଙ୍କ ଓକିଲ ଅଦାଲତ ରେ ଆଉ ୭ ଦିନ ର ସମୟ ମହୁଲତ ମାଗିଥିଲେ । 

 

ସେମାନଙ୍କ ଓକିଲ କହିଛନ୍ତି ଆଉ ୭ ଦିନ ପରେ ସେ କାଉଣ୍ଟର ଦେବେ । ତେବେ ଏହି ପିଟିସନ କୁ ମଧ୍ୟ ମାନ୍ୟବର ଅଦାଲତ ଗ୍ରହଣ କରିଛନ୍ତି ।ଏବେ ଆସିଲା ବଡ଼ ଖବର ଏହି ସାତ ଦିନ ପରେ ପରେ ଯେତେବେଳେ ଅଦାଲତ ର ଆସିଲା ନୂଆ ପିଟିସନ ସେତେବେଳେ ଅଦାଲତ କହିଥିଲେ କି ତପସ୍ଵିନୀ ଙ୍କ ସ୍ବାମୀ ତାଙ୍କୁ ନେଇ ଅଲଗା ଗୋଟିଏ ଭଡ଼ା ଘରେ ରଖି ତାଙ୍କର ସବୁ କିଛି ଖର୍ଚ୍ଚ ବହନ କରିବେ । ହେଲେ ଆଜି ହଠାତ୍ ଆସିଲା ଗୋଟିଏ ବିଶେଷ ଖବର ଯାହା ସମସ୍ତ ଜନ ଜାତି ଙ୍କ ମନ କୁ ଖୁବ୍ ଦୁଃଖ ପହଞ୍ଚାଇବ । ଆଜି ତପସ୍ଵିନୀ ଙ୍କୁ ସୁମିତ ଛାଡ଼ି ଫେରାର ହୋଇ ଯାଇଥିବାର ଖବର ମିଳିଛି । 

 

ଯାହା ପାଇଁ ତପସ୍ଵିନୀ ନିଜ ମୋବାଇଲ ରେ ଗୋଟିଏ ଭିଡିଓ କରି କହିଛନ୍ତି ମୋ ସ୍ଵାମୀ ମୋତେ ଛାଡ଼ି ଚାଲି ଯାଇଛନ୍ତି ଯାହା ପାଇଁ ମୁଁ କିଛି ନ କରି ପାରି  ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଛି ଦୟା କରି ମୋତେ ନ୍ୟାୟ ଦିଅନ୍ତୁ ।ତେବେ ସୁମିତ ଫେରାର ହୋଇ ଯାଇ ଥିଲେ । ଯାହା ପାଇଁ ତପସ୍ଵିନୀ ରାଗି ଯାଇ ଏମିତି କିଛି କହିଥିଲେ ଯାହା କୁ ସମସ୍ତେ ଜାଣିବା ପାଇବେ ଅପେକ୍ଷା କରି ବସିଥିଲେ । ତେବେ ବିଗତ ୭ଦିନ ବିଷୟରେ କହିଛନ୍ତି ତପସ୍ଵିନୀ ତାଙ୍କ ସହିତ ସୁମିତ ସେତିକି ଦିନ କଣ କଣ ଆଚରଣ ଦେଖାଇଛନ୍ତି । 

 

ତପସ୍ଵିନୀ କହିବା ଅନୁସାରେ ସୁମିତ ତାଙ୍କୁ ପ୍ରତିଦିନ କୋଫି ପିଇବା ପାଇଁ କହୁଥିଲେ ଓ ସାଙ୍ଗ ରେ ଖାଉଥିଲେ ହେଲେ ସେ ବହୁତ୍ କମ୍ କଥା ବାର୍ତ୍ତା କରୁଥିଲେ ତପସ୍ଵିନୀ ଙ୍କ ସହିତ ଯେମିତି କି ଲାଗୁଥିଲା ସେ ଚିନ୍ତା ରେ ଅଛନ୍ତି । ମିତ ଙ୍କ ବିଷୟରେ ତାଙ୍କ ଶ୍ଵଶୁର ଏବଂ ଘର ଲୋକ ଙ୍କ ବିଷୟରେ ତପସ୍ଵିନୀ ଆଜି ବହୁତ୍ କିଛି କଥା ବୋଖାଳିଛନ୍ତି । ତାଙ୍କ ଶ୍ବଶୁର ଖୁବ୍ ଅଧିକ ଗର୍ବ ଦେଖାଉଛନ୍ତି ବୋଲି ତପସ୍ଵିନୀ କହିଛନ୍ତି । ଏହା ସହ ତାଙ୍କ ଶ୍ବଶୁର ମଧ୍ୟ କହିଛନ୍ତି ତାଙ୍କୁ କି ଏସିଡ ଢାଳି ହତ୍ୟା କରିଦେବେ। ଦେଖନ୍ତୁ ବାସ୍ତବ ରେ ଦେଖନ୍ତୁ ସେହି ଭଳି ବଡ଼ ବଡ ବ୍ୟକ୍ତିତ୍ଵ ମାନେ କିଭଳି ଭାବେ ଗୋଟିଏ ଝିଅ କୁ ହଇରାଣ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *