ଓଡ଼ିଆ ସିନେ ଜଗତ Hero ବା ମିହିର ଦାସ ଙ୍କ ପୁଅ ଅମ୍ଳାନ ଙ୍କୁ ନେଇ ଆସିଲା ଦୁଃଖଦ ଖବର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମେଡ଼ିକାଲ ରେ କାହିଁକି ଭ-ର୍ତ୍ତି ହୋଇଛନ୍ତି ଓଲିଉଡ ସୁପରଷ୍ଟାର ଅମ୍ଳାନ ଦାସ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଓଡ଼ିଆ ସିନେମା ଜଗତର ଜଣେ ସୁପରଷ୍ଟାର ଅମ୍ଳାନ ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣି ଥିବେ । ସେ ଓଡ଼ିଆ ସିନେମା ଜଗତରେ ଅନେକ ଗୁଡ଼ିଏ ହି-ଟ୍ ହି-ଟ୍ ଚଳଚ୍ଚିତ୍ର କରି ସାରିଲେଣି । ସେ “ଟାର୍ଗେଟ୍” ସିନେମା ଜରିଆରେ ପ୍ରଥମ କରି ଓଡ଼ିଆ ସିନେମା ଜଗତରେ ପାଦ ଦେଇ ଥିଲେ ।

 

ବର୍ତ୍ତମାନ ସମୟ ରେ ତାଙ୍କର ସ୍ବାସ୍ଥ୍ୟ ଗତ ସ-ମ-ସ୍ୟା କୁ ନେଇ କିଛି କଥା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ବର୍ତ୍ତମାନ ସମୟ ରେ ଯାହା ବଡ ଖବର ସାମ୍ନା କୁ ଆସୁଛି ସେଥିରୁ ଏହା ଜଣା ପଡ଼ିଛି କି ଅମ୍ଳାନ ଦାସ ଏବେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ ବନ୍ଧୁଗଣ ତାଙ୍କର ଦେହ କଣ ହୋଇଛି ଏବଂ କଣ ପାଇଁ ସେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ସେ ସମ୍ପର୍କ ରେ ଆସନ୍ତୁ ଜାଣିବା ।

 

ବନ୍ଧୁଗଣ ମିହିର ଦାସ ଙ୍କ ପୁଅ ଯେ କି ଅମ୍ଳାନ ଦାସ ଏବେ ଏକ ମେଡ଼ିକାଲ ରେ ଭର୍ତି ହୋଇଛନ୍ତି । ଏ ନେଇ ଅମ୍ଳାନ ନିଜେ ତାଙ୍କର କିଛି ଫଟୋ କୁ ସୋସିଆଲ ମିଡ଼ିଆ ଜରିଆରେ ସେୟାର କରିଛନ୍ତି ।ଯେଉଁ ଫଟୋ ରେ ଏହା ଦେଖିବାକୁ ମିଳିଛି ଯେ ସେ ମେଡିକାଲ ର ବେଡ୍ ରେ ବସିଛନ୍ତି । କଣ ପାଇଁ ସେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ସେ ବିଷୟରେ କୌଣସି ବି ଟିପ୍ପଣୀ ସେ ଦେଇ ନଥିଲେ ।କିନ୍ତୁ ଏହା ଶୁଣିବାକୁ ମିଳୁଛି ଯେ ତାଙ୍କୁ ପ୍ର-ବ-ଳ ଜ୍ୱ-ର ହୋଇଥିବାରୁ ସେ ମେଡିକାଲ ରେ ଭର୍ତ୍ତି ହେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ପ୍ରକୃତ ରେ ତାଙ୍କର କଣ ହୋଇଥିଲା ସେ ସମ୍ପର୍କ ରେ ଏବେ ପର୍ଯ୍ୟନ୍ତ କୌଣସି ସଠିକ୍ ସୂଚନା ମିଳି ପାରି ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *